Viratଙ୍କ ପୂର୍ବରୁ ଏହି ବଡ କ୍ରିକେଟରଙ୍କ ସହ ଥିଲା Anushka ଙ୍କ ସମ୍ପର୍କ, ନାଁ ଜାଣି ଆଶ୍ଚର୍ଯ୍ୟ ହେବେ

ଅନୁଷ୍କା ଶର୍ମାଙ୍କର ନା ବଲିଉଡ ଇଣ୍ଡଷ୍ଟ୍ରିରେ ମସୁର ଅଭିନେତ୍ରୀ ଭାବେ ପରିଚିତ ଅଟେ । ଡିସେମ୍ବର ୧୧ରେ ସେ ବିରାଟ କୋହଲିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଅନୁଷ୍କା ଏକ ନାଁ ଫିଲ୍ମର ବ୍ୟାକଗ୍ରାଉଣ୍ଡରୁ ବଲିଉଡରେ ନିଜର ନାଁ ସୃଷ୍ଟି କରି ପାରିଛନ୍ତି । ବିବାହ ପୂର୍ବରୁ ଅନୁଷ୍କାଙ୍କ ନାଁ ଅନେକ କ୍ରିକେଟର ଓ ଅଭିନେତାଙ୍କ ସହ ଯୋଡା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ଅନୁଷ୍କାଙ୍କର କେଉଁ ହସ୍ତୀ ମାନଙ୍କ ସହ ସମ୍ପର୍କ ଥିଲା ସେହି ବିଷୟରେ କହିବା ଯାଉଛୁ । “ଜୋହେବ ୟୁସୁଫ” : ଅନୁଷ୍କାଙ୍କ ନାଁ ମଡେଲ ଜୋହେବ ୟୁସୁଫଙ୍କ ସହ ଯୋଡା ଯାଇ ସାରିଛି । ଦୁହିଙ୍କର ଭେଟ ବ୍ଯାଙ୍ଗଲୋରରେ ମଡଲିଙ୍ଗ କରିବା ସମୟରେ ହୋଇଥିଲା । ଦୁହେଁ ପରସ୍ପର ସହ ୨ ବର୍ଷ ରିଲେସନସିପରେ ରହିରଥିଲେ । ଏହା ପରେ ଅନୁଷ୍କାଙ୍କୁ ଯଶରାଜଙ୍କ ଫିଲ୍ମରେ କାମ ମିଳିବାରୁ ସେ ମୁମ୍ବାଇ ଆସିଥିଲେ ।

“ରଣବିର ସିଂ” : ବିରାଟ କୋହଲିଙ୍କ ପୂର୍ବରୁ ଅନୁଷ୍କା ରଣବିର ସିଂଙ୍କ ସହ ସମ୍ପର୍କରେ ଥିଲେ । ଦୁହେଁ “ବେଣ୍ଡ ବାଜା ବାରାତ” ଫିଲ୍ମରେ ଡ଼େବ୍ୟୁ କରି ଖୁବ ଚର୍ଚ୍ଚାରେ ରହିଥିଲେ । ଏହା ପରେ ଦୁହେଁ ଅଲଗା ହୋଇଥିଲେ ମଧ୍ୟ ଦୁହେଁ ଫିଲ୍ମରେ ନଜର ଆସିଥିଲେ ।

“ରଣବିର କପୁର” : କରନ ଜୋହରଙ୍କ ଏକ ପାର୍ଟିରେ ଅନୁଷ୍କା ଓ ରଣବିର କପୁରଙ୍କର ସାକ୍ଷାତ ହୋଇଥିଲା । ଏହା ପରେ ଦୁହେଁ ପରସ୍ପରକୁ ଡେଟ କରିଥିଲେ ମଧ୍ୟ ନିଜ ସମ୍ପର୍କକୁ ନେଇ ଆଗକୁ ବଢି ନ ଥିଲେ ।

“ସାହିଦ କପୁର” : ସାହିଦଙ୍କ ସହ ଅନୁଷ୍କାଙ୍କର ନାମ ଯୋଡା ସାରିଛି । ଦୁହେଁ “ମେରେ ବ୍ରଦର କି ଦୁଲହନିୟା” ଫିଲ୍ମର ସଫଳତା ପାର୍ଟିରେ ଅତି ନିକଟତର ହୋଇଥିଲେ । ଏହି ଘଟଣାଟି ସାହିଦଙ୍କର ମ୍ୟାରେଜ ପୂର୍ବରୁ ହୋଇଥିଲା । ଦୁହେଁ “ବଦମାସ କମ୍ପାନୀ” ଫିଲ୍ମରେ କାମ କରି ସାରିଛନ୍ତି ।

“ସୁରେଶ ରେନା” : ଅନୁଷ୍କାଙ୍କର କ୍ରିକେଟ ଦୁନିଆ ପ୍ରତି କିଛି ଗମ୍ଭୀର ସମ୍ପର୍କ ରହିବାର ନଜର ଆସୁଛି । ବିରାଟ କୋହଲିଙ୍କ ପୂର୍ବରୁ ତାଙ୍କ ନାଁ ଇଣ୍ଡିଆର ବଲେବାଜ ସୁରେଶ ରେନାଙ୍କ ସହ ଯୋଡା ଯାଇଛି । ଖବର ମୁତାବକ ଦୁହେଁ ପ୍ରଥମ ଥର ଲଣ୍ଡନରେ ପରସ୍ପରକୁ ଭେଟ ହୋଇଥିଲେ । ଗୋଟେ ଇଂରାଜୀ ୱେବସାଇଟ ଅନୁଯାୟୀ ଦୁହିଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ବୋଲି ସେମାନଙ୍କ ବନ୍ଧୁ ବର୍ଗ ନିଜ ମତରେ କହିଥିଲେ । ଦୁହେଁ ରିଲେସନସିପରେ ଥିଲେ ମଧ୍ୟ ଏହି କଥାକୁ ସ୍ଵୀକାର କରି ନ ଥିଲେ । ୨୦୧୫ରେ ସୁରେଶ ରେନାଙ୍କର ବିବାହ ପ୍ରିୟଙ୍କାଙ୍କ ସହ ହୋଇ ସାରିଛି ।

“ଅର୍ଜୁନ କପୁର” : ଅନୁଷ୍କାଙ୍କ ନାଁ ଅର୍ଜୁନ କପୁରଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ଖବର ଅନୁଯାୟୀ ଦୁହେଁ ଯଶରାଜ ଷ୍ଟୁଡିଓରେ ଲୁଚି କରି ଦେଖା ହେଉଥିଲେ । କିନ୍ତୁ ଏହି କଥାକୁ ଦୁହେଁ କେବେ ହେଲେ ସ୍ଵୀକାର କରି ନାହାନ୍ତି । ଦୁହିଙ୍କର ବନ୍ଧୁ ବର୍ଗ ସେମାନେ ଦୁହେଁ ପରସ୍ପରର ସାଙ୍ଗ ବୋଲି କହୁଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ପୋଷ୍ଟ ନିଶ୍ଚୟ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।