ଆଜିର ରାଶିଫଳ, 18 ମେ 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ମେ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣଙ୍କୁ ଏହି ସମୟ ମଧ୍ୟରେ ବ୍ୟବସାୟ ରୁ ସଫଳତା ମିଳିବ । ଆପଣ ନିଜାର କିଛି ପୂରୁଣା ବ୍ୟବସାୟୀ ମାନଙ୍କ ପାଖରୁ ଅନେକ କିଛି ନୂଆ ଉପାୟ ପାଇ ପାରିବେ । ଯାହା ଆପଣଙ୍କୁ ନିଜର ବ୍ୟାପାରରେ ବୃଦ୍ଧି ଓ ନିଜକୁ ଆଗକୁ ଯାଇ ଏକ ଭଲ ବ୍ୟାପାରୀ ରୂପେ ପରିଚିତ କରାଇବ । ଆପଣଙ୍କ ଘରେ ଯଦି କିଛି ଅସାନ୍ତି ଥିବ ତାହେଲେ ସେ ସବୁର ସମାଧାନ ମିଳିଯିବ । ଏହା ପାଇଁ ଆପଣଙ୍କର ମାନସିକ ଶାନ୍ତି ରହିବ । ଆପଣ ନିଜ ସନ୍ତାନ କୁ ନେଇ କିଛି ବ୍ୟସ୍ତ ରହି ପାରନ୍ତି । ଏଥର ରାହୁ ର ଶୁଭ ପ୍ରଭାବ ପାଇଁ ଆପଣ ଯାହାବି କରିବେ ତାହା ଆପଣ ଙ୍କୁ ଶୁଭ ଫଳ ପ୍ରଦାନ କରିବ । ରାହୁର ପ୍ରଭାବ ରହି ଥିବାରୁ ଯାହା ବି କରିବା ପାଇଁ ଚାହିଁ ବେ ଆପଣ ଅଧିକ ନ ଭାବି କରିନେବେ । କାରଣ ଅଧିକ ଭାବିବା ଦ୍ଵାରା ମଣିଷ ନିଜକୁ ଦୂବିଧାରେ ପକାଏ ।

ବୃଷ ରାଶି –

ଆପଣ ନିଜର ପରିବାର ସହ ଭଲ ସମୟ ବିତାଇବେ । ଆପାଣ ନିଜର ଦ୍ଯମ୍ପତ୍ୟ ଜୀବନରେ ଖୁସି ରହିବେ । ଏହି ସମୟ ରେ ଆପଣ କରି ଥିବା ପ୍ରତେକ କାମ ଯାହା ଆପଣଙ୍କୁ ପସନ୍ଦ ସଫଳତା ଆଣିବ ଆପଣଙ୍କ ପାଇଁ । ଆପଣ ଅଭି ନିଜକୁ ନିଜ ଲକ୍ଷ ଆଡକୁ ଅଧିକ କେନ୍ଦ୍ରିତ କରାନ୍ତୁ । ନିଜର ଧ୍ୟାନ ଅନ୍ୟ ଭୌତିକ କାମରୁ ନିବୃତ କରନ୍ତୁ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣ କିଛି କ୍ଷତିର ସାମନା କରିବେ । ଆପଣ ଯଦି ନିଜର ସାଙ୍ଗ ସାଥି ସହ ଏହି ବିଷୟରେ ଚର୍ଚ୍ଚା କରିବେ ତାହା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ ।

ମିଥୁନ ରାଶି –

ଆପଣ ନିଜର କାମକୁ ଅଧିକ ଧ୍ୟାନରେ କରନ୍ତୁ । ଏହି ସମୟ ଆପଣଙ୍କୁ ମିଶ୍ରିତ ଫଳ ଦେବ । ଆପଣ ନିଜ ଘର କାମରେ ଅଧିକ ବ୍ୟସ୍ତ ରହିବେ । ଆଜି ଆପଣଙ୍କୁ କିଛି ଥକା ଅନୁବଭାବ ହୋଇ ପାରେ । ଏହାକୁ ନେଇ ଚିନ୍ତା କରିବା ଛାଡି ଦିଅନ୍ତୁ । ଆପଣ ଟିକେ ଭାବୁକ ପ୍ରକୃତିର ଲୋକ ହୋଇ ଥିବା ରୁ ଅନେକ ଲୋକମାନେ ଆପଣଙ୍କ ପାଖକୁ ନିଜର କାମ କିମ୍ବା କଥା ନେଇ ଆସିପାରନ୍ତି । ଆପଣ ପଛରେ ଛାଡି ଆଶୀଥବା କିଛି କାମ ଆଜି ସାରିବେ । ଆପଣ ମନ୍ଦିର କୂ ନଯାଇ ମଧ୍ୟ ଘରେ ଭଗବାନଙ୍କୁ କିଛି ସମୟ ପାଇଁ ଧ୍ୟାନ କରନ୍ତୁ, ଆପଣ ନିଜର ପ୍ରସନ୍ନ ର ଉତ୍ତର ପାଇ ଯିବେ ।

କର୍କଟ ରାଶି –

ଶରୀର ସୁସ୍ଥ ରହିବ । ମନ ପ୍ରଫୁଲ ରହିବ, ନିଜେ କରିଥିବା ଭୁଲକୁ ନିଜେ ସୁଧାରୀ ଆଗକୁ ଯିବେ । ଆଜି ପ୍ରକୃତରେ ଆପଣଙ୍କ ଜୀବନରେ ଏକ ନୂଆ ଜନ୍ମ ହେବାକୁ ଯାଉଛି । ଯେଉଁ ମାନେ ବିଦ୍ୟାର୍ଥ ସେମାନେ ଅଳସ ପଣର ଶିକାର ହୋଇ ନିଜ କର୍ମରୁ ବିମୁଖ ହେବେ । ଦିନ ମଜୁରିଆ ଯେଉଁ ମାନେ ସେମାନଙ୍କୁ ଆଜି ଘରେ ଥିବା ସମୟରେ ବି ଧନ ପ୍ରାପ୍ତି ହେବ ।

ସିଂହ ରାଶି –

ଆପଣଙ୍କ ପାଖରେ ଆତ୍ମ ବିଶ୍ଵାସ ଭରିକରି ରହିବ । ଆପଣ କିଛି ଜିନିଷର ଆବିଷ୍କାର କରି ପାରିବେ । ଆପଣ ପ୍ରତେକ କ୍ଷେତ୍ରରେ ଆଗରେ ରହିବେ । ଦିନର ଆରମ୍ଭ ଭଲ ହୋଇ ଥିବା ବେଳେ ଆପଣଙ୍କୁ ସାରା ଦିନ ଫୁରତି ଲାଗିବ । ନିଜର ପ୍ରତେକ କାମକୁ ଆଜି ଖୁବ ଜୋଷ ରେ କରିବେ । ଆପଣ ଆଜି ଭଗାବାନ ସୂର୍ଯ୍ୟ ଙ୍କ ଭଳି ନିଜକୁ କର୍ମଠ ଓ ତେଜୀୟାନ ଅନୁଭବ କରିବେ ।

କନ୍ୟା ରାଶି –

ନିଜର ଭଲ ଓ ହସ ଖୁସି ଚରିତ୍ର ଦ୍ଵାରା ଆଜି ଆପଣ ସବୁଙ୍କ ମନ ଜିଣି ପାରିବେ । ଦୁରରେ ଥିବା କେହି ବନ୍ଧୁ କିମ୍ବା ପରିଜନ ଙ୍କ ପାଖରୁ କିଛି ନୂଆ ଓ ଶୁଭ ଖବର ଆସି ପାରେ ଯଦି ଆପଣ ନିଜେ ବାହାରେ ଅଛନ୍ତି ଅର୍ଥାତ ଆପଣ ନିଜ ପରିଆବର ପାଖରୁ ଦୂରରେ ଅଛନ୍ତି ତେବେ ଆପଣ ନିଜକୁ ଏକାନ୍ତ କିମ୍ବା ଏକା ଅନୁଭବ କରିବେ । ନିଜର ଉପର ଅଧିକାରୀ ଙ୍କ ଶହ ଭଲ ସମ୍ପର୍କ ସ୍ଥାପନା କରିବେ ଆପଣ । କିଛି ବ୍ୟକ୍ତି ଆପଣଙ୍କର ସଫଳତା ରୁ ଈର୍ଷା କରିବେ । ଏଭଳି ଲୋକମାନଙ୍କୁ ଯଦି ଆପଣ ଜାଣିଛନ୍ତି ତେବେ ସେମାନଙ୍କୁ ନିଜକୁ ଦୂରେଇ ରଖନ୍ତୁ ।

ତୁଳା ରାଶି –

ନିଜର ଖୁସି ଭିତରେ ଆପଣ ଅନ୍ୟର ଖୁସି ମଧ୍ୟ ଦେଖିବେ । ଆପଣ ନିଜ ପରିବାର ସହ ଭଲ ସମୟ କାଟିବେ । ଆପଣ ଚାହିଁଲେ କିଛି ନୂଆ ଖାଇବା ବନେଇକି ନିଜ ପରିବାର ଲୋକଙ୍କୁ ଖୁସି ଦେଇ ପାରିବେ । ଆପଣଙ୍କର ଏଭଳି ସ୍ଵଭାବ ପାଇଁ ଘରର ବଡ ଲୋକମାନେ ସନ୍ତୁଷ୍ଟ ଓ ଖୁସି ହେବେ । ଆପଣ ଯଦି ରାଜନୀତିରେ ଅଛନ୍ତି ତେବେ ଆପଣ ଜାଣିଥିବେ କି ଆପଣ ନିଜର ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ପାଇବାକୁ ଯାଉଛନ୍ତି ।

ବିଛା ରାଶି –

ଆପଣଙ୍କର ଶରୀର ସୁସ୍ଥ ରହିବ । ଆପଣ ନିଜକୁ ଖୁବ ଭଲ ବୋଲି ମାନେ ସୁସ୍ଥ ବୋଲି ଅନୁଭବ କରିବେ । ଅନେକ ଦିନରୁ ଥିବା ଚୀନ୍ତାରୁ ଆଜି ଆପଣ ନିଜକୁ ମୁକ୍ତ କରିବେ । କିଛି ସରକାରୀ କାଗଜ ଆଜି ଆପଣଙ୍କ ପାଖକୁ ଆସି ପାରେ ଯେଉଁ ଥିରେ ଆପଣଙ୍କ ପାଇଁ କିଛି ଖୁସି ଖବର ଅଛି । ଆପଣଙ୍କର ଅନେକ ଦିନରୁ ଚାଲି ଆସିଥିବା ବିବାଦ ଆଜି ସମାଧାନ ହେବାକୁ ଯାଉଛି । ଆପଣ ନିଜର କିଛି ପ୍ରପୋର୍ଟି ବିକି ପାରନ୍ତି ଯେଉଁ ଥିରୁ ଆପଣଙ୍କୁ ଅଧିକ ରୁ ଅଧିକ ଲାଭ ହେବ ।

ଧନୁ ରାଶି –

ଆପଣଙ୍କର କିଛି ଜରୁରି କାମ ଯାହା ଆପଣଙ୍କର ପାଇଁ ନିହାତି ଫଳପ୍ରଦ ତାହାକୁ ଆଜି ଆପଣ ନିଜ ଜାଗାରେ ରହି ସମାଧାନ କରିପାରିବେ । ଆପଣ ନିଜର ଓ ପରିବାର ପ୍ରତେକ ଲୋକଙ୍କ ପାଇଁ ଚିନ୍ତିତ ରହିବେ ସେମାନଙ୍କ ସ୍ଵାସ୍ଥ ସାଧାରଣ ଖରାପ ରହି ପାରେ ଏହି ସମୟ ଭିତରେ । ଆପଣ ଏହାକୁ ଚିକିସ୍ଛା କରନ୍ତୁ । ଆପଣ ନିଜର ମାତା ପିତା ଏବଂ ଛୋଟ ପିଲାଙ୍କର ଧ୍ୟାନ ଏହି ସମୟ ମଧ୍ୟରେ ଅଧିକ ରଖନ୍ତୁ । ଆପଣଙ୍କର ଏହି ସମୟରେ ଅଧିକ ଡାଇତ୍ଵ ବଢି ପାରେ । ଏହାକୁ ନେଇ ଆପଣ ଚିନ୍ତାରେ ରହିବେ । ଆପଣ ସମୟ ପାଇଲେ ହନୁମାନ ଯୀଙ୍କୁ ସ୍ମରଣ କରନ୍ତୁ ନିଜକୁ ସମସ୍ୟାରୁ ମୁକ୍ତ କରାଇ ପାରିବେ ।

ମକର ରାଶି –

ଯେଉଁ ମାନେ ଫ୍ରିଲେନ୍ସ ରେ କାମ କରୁଛନ୍ତି ସେମାନେ ଙ୍କର ଆୟ ବୃଦ୍ଧି ହେବ । ଆପଣଙ୍କର କଥା କହିବା ର ଶୈଳୀ ଲୋକମାନଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିବ । ଆପଣ ନିଜକୁ କିଛି ଗୁରୁ ଦାଇତ୍ଵରେ ରଖିବେ । ଆପଣ ନିଜର ସାଙ୍ଗ ସହ କର୍ମୀ ମାନଙ୍କୁ ନିଜର ମନର କଥାକୁ କୁହନ୍ତୁ ଦେଖିବେ ଆପଣଙ୍କୁ ସେମାନେ ସାହାଜ୍ଯ କରୀବେ । ନିଜର ପରିବାର ରେ ଥିବା ଆପଣଙ୍କର ଭଉଣୀ କିମ୍ବା ଦୂର ସମ୍ପର୍କୀୟ ମାନଙ୍କୁ ଯଦି ଚାହିଁବେ ନିଜର କଥା କହି ପାରିବେ । ଆଜି ଆପଣ କିଛି ଧଳା ଫୁଲ ନେଇ ଭଗବାନ ସିବଙ୍କୁ ପ୍ରଦାନ କରନ୍ତୁ । ସମୟ ପାଇଲେ ଆପଣ ମହା ମୃତ୍ୟୁନଜୟ ମନ୍ତ୍ର ପଢନ୍ତୁ ।

କୁମ୍ଭ ରାଶି –

ଏହି ରାଶିର ଲୋକମାନେ କିଛି ମାଙ୍ଗଳିକ କାମରେ ନିଜକୁ ବ୍ୟସ୍ତ କରୀବେ । ଆପଣ ନିଜ ପରିବାର ଲୋକଙ୍କ ସହ ସମୟ ବିତାଇକି ଭଲ ଅନୁଭବ କରୀବେ । ଆପଣଙ୍କର କିଛି ଉପାୟ କିମ୍ବା କିଛି କାମକୁ ନେଇଥିବା ମତ ଭୁଲ ହୋଇ ପାରେ । ଆପଣ ନିଜକୁ ଆତ୍ମବିଶ୍ଵାସର ସହ ଆଗକୁ ନିଅନ୍ତୁ ଶୁଭ ଫଳ ପାଇବେ । ଆପଣଙ୍କର ଶରୀର ଆଗ ଅପେକ୍ଷା ଭଲ ରହିବ । ଆପଣ ଭୋଜନରେ ନିଜର ପ୍ରିୟ ଜିନିଷ ଖାଇବା କୁ ପାଇବେ । ଆପଣ କିଛି ଗରିବ ଅବହେଳିତ ଲୋକଙ୍କୁ ସାହାଜ୍ଯ କରୀବେ ।

ମିନ ରାଶି –

ଆପଣ ନିଜ ଇଚ୍ଛା ଅନୁସାରେ ଜୀବନ ସାଥି ପାଇ ପାରିବେ । ଆପଣ ନିଜ ଆଗାମୀ ଦିନରେ କିଛି ଅଲଗା ବ୍ୟକ୍ତି ଭାବେ ଆଚରଣ କରୀବେ କାରଣ ଏହି ସମୟରେ ଆପଣ ଜୀବନର ପ୍ରକୃତ ମାନେ ବୁଝି ପାରିବେ । ଯେଉଁ ବିଦ୍ୟାର୍ଥୀ ମାନେ ନିଜକୁ ଆଗକୁ ନେଇ ଯିବା ପାଇଁ ଚାହୁଁ ଥିଲେ ସେମାନେ ଏବେ କିଛି ସମୟ ପାଇଁ ନୂଆ ଆଡମିସନ ନ କରେଇବା ଭଲ । କିଛି ଦିନ ପରେ ଆପଣ ଏହାକୁ ଚେଷ୍ଟା କରୀବେ । ଯେଉଁ ମାନେ ସନ୍ତାନ ପ୍ରାପ୍ତି କରିବାକୁ ଯାଉଛନ୍ତି ସେମାନେ ନିଜର ପିଲା ଓ ସ୍ତ୍ରୀ ଙ୍କର ଅଧିକ ଧ୍ୟାନ ଦିଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।