ଅକ୍ସିଜେନ ଲେବଲ ବଢାଇବା ପାଇଁ ଘରୋଇ ଉପାୟ, ଥଣ୍ଡା, କାଶ ଓ କଫରୁ ଦେବ ଆରମ-Health Tips

ପ୍ରଦୂଷଣ ବଢିବା ଦ୍ଵାରା ଅନେକ ପ୍ରକାର ରୋ-ଗ ଆସୁଛି ଏହି ଦୁନିଆକୁ । ଅଧିକ ରୁ ଅଧିକ ଏହା ଆମ ଫୁସ ଫୁସ ଓ ହୃଦୟକୁ କ୍ଷତି ପହଞ୍ଚାଉଛି ।

ତେବେ ଯଦି କେବେ କେବେ ଆମକୁ ଅଣ ନିଶ୍ଵାସୀ ଲାଗେ  ଏହାର କାରଣ ହେଉଛି । ବାୟୁରେ ଅମ୍ଳଜାନ ର ଅଭାବ । ତେବେ ଲୋକ ସଂଖ୍ୟା ବଢିବା ଶହ ଏହା କମିବାରେ ଲାଗିଛି କାରଣ ଆମେ ନିଜର ସୁଖ ସୁବିଧା ପାଇଁ ଗଛ କାଟି ଦେଉଛୁ ମାତ୍ର ଏହାକୁ ରୋପଣ କରା ଯାଉନି । ତେଣୁ ଏଭଳି ଅନେକ ସମସ୍ଯା ଆସୁଛି ଯାହା ପାଇଁ ଆମେ ଦୁଃଖ ଭୋଗ କରୁଛେ । ଶ୍ଵାସ ରୋ-ଗୀ କିମ୍ବା ଯେଉଁ ମାନେ  ହୃଦ ରୋ-ଗୀ ଅଟନ୍ତି ସେମାନେ ନିଶ୍ଵାସ ନେବା ପାଇଁ ଅଧିକ କଷ୍ଟ ପାଇ ଥାନ୍ତି ।

ଆଜି ଆମେ ଏଭଳି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଅକ୍ସିଜେନ କିମ୍ବା ଅମ୍ଳଜାନ ସଠିକ ଭାବେ ନେଇ ପାରିବେ । ଆଜି ମାନେ ଆପଣଙ୍କୁ କହିବାକୁ ଯାଉଚ୍ଚ୍ହୁ କି ଘରେ ଥିବା ଜିନିଷ ଦ୍ଵାରା କିଭଳି ଆପଣ ନିଜର ଅକ୍ସିଜେନ ଲେବଲ ବଢେଇ ପାରିବେ । ଗୋଟେ ପାତ୍ରରେ ଆପଣ ୨ ରୁ ୩ ଗ୍ଲାସ ପାଣି ନିଅନ୍ତୁ ଓ ସେଥିରେ ଜୁଆଣୀ ଏକ ଚାମଚ ପକାଇ ଦିଅନ୍ତୁ । ଏହାକୁ କିଛି ସମୟ ଫୁଟାଇବା ପରେ ଏଥିରେ କିଛି ପୋଦିନା ପତ୍ର ପକେଇ ଦିଅନ୍ତୁ ଓ ଏହାକୁ ପୁଣି ଫୁଟାନ୍ତୁ ।

ଏହାର କିଛି ସମୟ ପରେ ଏଥିରେ କିଛି କର୍ପୁର ଯାହାକୁ ଆମେ ଆଳତି ପାଇଁ ବ୍ୟବହାର କରୁ ତାକୁ ପକେଇବେ । ବଡ କର୍ପୁର ହୋଇଥିଲେ ୨ ଟି ଓ ଛୋଟ କର୍ପୁର ହୋଇଥିଲେ ୪ ଟି କିମ୍ବା ୫ ଟି ପକାଇ ଦେବେ । ଏହା ପରେ ଏହାକୁ କାଢି ଆଣି ଏକ ବଡ ଗାମୁଛା ହେଉ କିମ୍ବବା ବଡ କମ୍ବଳ ଭିତରେ ରଖି ଏହାର ବାମ୍ଫ ନିଅନ୍ତୁ । ଏହାଳି କରିବା ଦ୍ଵାରା ଆପଣ ଙ୍କୁ ଭଲ ଅନୁଭବ ହେବ ।

ଏହାର ବାମ୍ଫ ନେରବା ଦ୍ଵାରା ଆପଣଙ୍କର ଫୁସ ଫୁସ ମଜବୁତ ହେବା ସହ ଆପଣଙ୍କର ଫୁସ ଫୁସ ଭିତରେ ଥିବା ସବୁ ପ୍ରକାର ଜୀବାଣୁ ମଧ୍ୟ ନଷ୍ଟ ହୋଇ ଯାଇ ଥାଏ । ଏହା ଆପଣଙ୍କର ଫୁସ ଫୁସ ରେ ଥିବା ପ୍ରତେକ ଜାଗାକୁ ଭଲ ଭାବରେ ସଫା କରି ଥାଏ । ଆପଣଙ୍କୁ ଯଦି ଏଭଳି କିଛି ସମସ୍ଯା ନାହିଁ କିମ୍ବା ଶ୍ଵାସ ପ୍ରଶ୍ଵାସ ନେବାରେ କିଛି ଅସୁବିଧା ନାହିଁ ତେବେ ଆପଣ ଏହାକୂ ନେଲେ ଆପଣଙ୍କୁ କିଛି କ୍ଷତି ହରବା ନି ।

ଆପଣ ଯଦି ଚାହିଁବେ ତେବେ ଆପଣ ଏହାକୁ ଏକ ଗିନାରେ ରଖୀ ଅଧିକ ଚଳ ପ୍ରଚଳ ହେଉଥିବା ଜାଗାରେ ମଧ୍ୟ ରଖି ପାରିବେ । ଏହା ଦ୍ଵାରା ଆପଣଙ୍କର ଘରେ ଅମ୍ଳଜାନ ର କମି ଜଣା ପଡିବନି ।  ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ପେଜକୁ ଏକ ଲାଇକ କରିବେ ।