Vastu Shastra- ଏହି 5 ଟି କାରଣରୁ ଘରକୁ ଆସିଥାଏ ଦରିଦ୍ରତା

କଣ ଆପଣଙ୍କୁ ମଧ୍ୟ ଦରିଦ୍ରତା କୁ ସାମ୍ନା କରିବାକୁ ପଡ଼ୁଛି । ବା ଆପଣଙ୍କ ଘରେ ପଇସା ରହୁନାହିଁ । ତେବେ ଆମେ ଆପଣଙ୍କୁ କିଛି ବାସ୍ତୁ ଶାସ୍ତ୍ର ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଜାଣିପାରିବେ କି କେଉଁ କାରଣରୁ ଆପଣ ଦରିଦ୍ରତାର ଶିକାର ହେଉଛନ୍ତି । ଯଦି ଆପଣ ଚାହୁଁଛନ୍ତି କି ଆପଣ ଦରିଦ୍ରତାର ଶିକାର ନ ହୁଅନ୍ତୁ ଏବଂ ଆପଣଙ୍କ ଜୀବନରେ ଧନର ଅଭାବ ନ ରହୁ ତେବେ ଏହି କଥା ଗୁଡ଼ିକୁ ଧ୍ୟାନ ଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ।

୧:- କେବେ ମଧ୍ୟ ଭୁଲରେ ବି କୌଣସି ଗଛ ତଳେ ପରିସ୍ରା କରନ୍ତୁ ନାହିଁ । ଏହା କରିବା ବହୁତ ଅଶୁଭ ହୋଇଥାଏ । ଏମିତି କରିବା ଦ୍ୱାରା ଘରେ ଦରିଦ୍ରତା ଦେଖାଯାଇଥାଏ । କାରଣ ଗଛରେ ଦେବୀ ଦେବତା ମାନେ ବାସ କରିଥାନ୍ତି । ତେଣୁ କେବେ ବି ଏମିତି କରନ୍ତୁ ନାହିଁ ।

୨:-ଘରେ ଭାଙ୍ଗିଥିବା ପାନିଆ ରଖନ୍ତୁ ନାହିଁ ଭଙ୍ଗା ପାନିଆ ରେ ମୁଣ୍ଡ କୁଣ୍ଡେଇବା ଶାସ୍ତ୍ର ଅନୁସାରେ ଭୁଲ ଅଟେ । ଏମିତି କରିବା ଦ୍ୱାରା ଘରେ ରାହୁ ଏବଂ କେତୁ ବାସ କରିଥାନ୍ତି । ଯାହା ଦ୍ଵାରା ଆପଣ ଦରିଦ୍ରତାର ଶିକାର ହୋଇଥାନ୍ତି । ଘରକୁ ସବୁବେଳେ ସଫା ସୁତୁରା ରଖନ୍ତୁ ।

୩:- କେବେ ମଧ୍ୟ ଖାଦ୍ୟ ନଷ୍ଟ କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଖାଦ୍ୟର ଅପମାନ ହୋଇଥାଏ । ଖାଦ୍ୟର ଅପମାନ ମାନେ ଭଗବାନ ଙ୍କ ଅପମାନ କରିବା । ଯେଉଁମାନେ ଖାଦ୍ୟର ଅପମାନ କରିଥାନ୍ତି ସେମାନଙ୍କୁ ୨ ବେଳର ଖାଦ୍ୟ ମଧ୍ୟ ମିଳେନାହିଁ । ଏବଂ ଘରେ ଧନର ଅଭାବ ହୋଇଥାଏ ।

୪:- ନଖକୁ କେବେ ମଧ୍ୟ ଦାନ୍ତରେ କାମୁଡି ଛିଡାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଆପଣ ଗରିବ ହୋଇପାରନ୍ତି । ସାଥିରେ ଏମିତି କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଶାସ୍ତ୍ରରେ ଏମିତି କରିବା ଅଶୁଭ ବୋଲି କୁହାଯାଇଛି ।

୫:- ଯେଉଁମାନେ ସକାଳେ ଡେରି ପର୍ଯ୍ୟନ୍ତ ସୋଇଥାନ୍ତି ଏମିତି ଘରେ ମଧ୍ୟ ମାତା ଲକ୍ଷ୍ମୀ କେବେ ଆସିନଥାନ୍ତି । ଯେତେ ଜଲ୍ଦୀ ଉଥିବେ ସେତେ ଭଲ ହୋଇଥାଏ । ତେଣୁ ଜଲ୍ଦୀ ଉଠିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ କେବେ ମଧ୍ୟ ଦରିଦ୍ରତା ଦେଖାଦେଇଥାଏ ।

ତେଣୁ ଏହି ଭୁଲ କେବେ ବି କରନ୍ତୁ ନାହିଁ, ଏବଂ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମ୍ମେନ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।