Vastu Shastra- କିଛି ବି ହେଇଗଲେ ବି ମଙ୍ଗଳବାର ଦିନ ଏହି 3 କାମ କେବେ ବି କରିବେ ନାହିଁ, ଦରିଦ୍ରତା ପିଛା ଛାଡି ନଥାଏ

ମଙ୍ଗଳବାର ପ୍ରଭୂ ପବନ ପୁତ୍ର ହନୁମାନ ଙ୍କୁ ସମର୍ପିତ ଅଟେ । ଏହି ଦିନ ଆପଣଙ୍କୁ କିଛି ଖରାପ କାମ ଠାରୁ ଦୂରେଇ ରହିବା ଆବଶ୍ୟକ ଅଟେ । ଆପଣଙ୍କୁ ଆମେ କହି ରଖୁଚୁ କି ଆପଣ ମଙ୍ଗଳବାର ଦିନ କେବେବି ସଂଭୋଗ କରିବେ ନି କିଛି ଲୋକ ଏହାକୁ ନମାନି ଏଭଳି କାମ କରିଥାନ୍ତି । ଏଭଳି କରିବା ଦ୍ଵାରା ସନ୍ତାନ ହୁଏ ତ ଖରାପ ପ୍ରକୃତିର ହୋଇ ଥାଏ କିମ୍ବା କିନ୍ନର ହୋଇ ଥାଏ । ଏହି ଦିନ ଭୋଗ ବିଳାଶ ଓ ସ୍ତ୍ରୀ ଠାରୁ ଦୂରେଇ ରୁହନ୍ତୁ ।

ଦ୍ବିତୀୟରେ ଆପଣଙ୍କ ଘରେ ଥିବା ପଶୁ ମାନେ ଯଦି ମଙ୍ଗଳବାର ଦିନ କାନ୍ଦନ୍ତି ତେବେ ଏହା ଅଶୁଭ ଅଟେ ଏଭଳି ହେବା ଦ୍ଵାରା ଆପଣଙ୍କ ଘରେ ପଇସା ର ଅଭାବ ଦେଖା ଯିବାର ସମ୍ଭାବନା ଅଛି । ତୃତୀୟ ରେ ଯଦି ଆପଣ ଭଙ୍ଗା ପାନିଆ ବ୍ୟବହାର କରୁଛନ୍ତି ତାହେଲେ ଆପଣ ଏହା କରନ୍ତୁନି । ଯଦି ଆପଣଙ୍କ ଘରେ ଭାଙ୍ଗି ଯାଇ ଥିବା ଆଇନା ବି ଅଛି ତାହେଲେ ମଧ୍ୟ ଏଭଳି କରନ୍ତୁନୀ ।

ମଙ୍ଗଳବାର ରେ କିଛି ବି ଜିନିଷ ଭାଙ୍ଗିବା ଅଶୁଭ ଅଟେ । ଆପଣ ଯଦି ଭଙ୍ଗା ଗାଡିରେ ବସିକି ଯିବେ ତାହେଲ ଆପଣଙ୍କ ସହ ଆହୁରି ହୋଇ ପାରେ ଖରାପ । ମଙ୍ଗଳ ହେଉଛି ଏଭଳି ଏକ ଗ୍ରହ ଯାହା ଦ୍ଵାରା ମଣିଷ ଖୁବ ଅଧିକ ପଇସା କମେଇ ପାରିବ ଓ କାଙ୍ଗାଲ ହୋଇ ପାରିବ ।

ଏହି ଗ୍ରହ ମଙ୍ଗଳବାର ଦିନ ପ୍ରତେକ ଲୋକ କରୁଥିବା କାମ ହିସାବରେ ତାହାକୁ ଫଳ ଦେଇ ଥାଏ । ଏହି ବାର ରେ ଯଦି କେହି ଗାଧେଇ ନଥାଏ ତାହେଲେ ତାକୁ କେବେବି ସଫଳତା  ମିଳି  ନଥାଏ । ଯଦି କେହି ମଙ୍ଗଳବାର ଦିନ ମାଂସ କିମ୍ବା ମଦ୍ୟ ପାନ କରିଥାଏ ଏହା ଦ୍ଵାରା ସେ ଦୁଃଖ ଭୋଗ କରିଥାଏ । ଯେଉଁ ମାନେ ମଙ୍ଗଳବାର ର ବ୍ରତ କରିଥାନ୍ତି ସେମାନେ କେବେବି ପରଚର୍ଚ୍ଚା କରି ନଥାନ୍ତି ।

ସେମାନେ କେବେବି କାହା କଥା ଶୁଣିବା ଅନୁଚିତ , ସ୍ତ୍ରୀ କୁ ଗାଧୋଇବାର ଦେଖିବା ଅନୁଚିତ , ସ୍ତ୍ରୀ କୁ ପ୍ରେମ ଦୃଷ୍ଟିରେ ଦେଖିବା ଅନୁଚିତ , ଲୁଣ ଖାଇବା ଅନୁଚିତ , ପିଆଜ ରସୁଣ ଖାଇବା ଅନୁଚିତ । ଏଭଳି କରିବା ଦ୍ଵାରା ମଙ୍ଗଳ କିଛି ଶୁଭ ଫଳ ପ୍ରଦାନ କରି ଥାଏ । ଏହି ଦିନ କେବେବି ଘରେ ହୋମ କରେଇବା ଉଚ୍ଚିତ ନୁହେଁ । ମଙ୍ଗଳବାର ଦିନ କେବେବି ହାତ କିମ୍ବା ଗୋଡର ନଖ କାଟିବା ଉଚ୍ଚିତ ନୁହେଁ ।

ଏହି ଦିନ ଛୁଟି କାଟିବା ଫଟା ଡ୍ରେସ ପିନ୍ଧିବା ଅନୁଚିତ ଏଭଳି କାଲେ ଆପଣଙ୍କର ମାନ ହାନି ହେବ । ଏହି ଦିନ କେବେବି କଳା ଡ୍ରେସ ପିନ୍ଧିବା କଥା ନୁହେଁ । ଏହି ଦିନ ଆପଣ ଯଦି ମିଠା ଜିନିଷ ଦାନ କରୁଛନ୍ତି ତାହେଲେ ଆପଣ ଏହି ଦିନ ମିଠା ଜିନିଷ ଖାଇବେ ନି । ଏହି ଦିନ ଘରକୁ ଲୁହା ଜିନିଷ  , ସ୍ତ୍ରୀ ଙ୍କର ସଜେଇ ହେବା ଜିନିଷ ଲୁହା କିମ୍ବା ଧାର ଥିବା ଜିନିଷ କିଣିବା କଥା ନୁହେଁ । ଏହି ସବୁ ଭୁଲ ବ୍ୟକ୍ତିଙ୍କୁ କାଙ୍ଗାଳ କରି ଦେଇ ପାରେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।