୩୦ ବର୍ଷ ପରେ ମଧ୍ୟ କୁଆଁରୀ ଅଛନ୍ତି ବଲିଉଡ ର ଏହି ୫ ଜଣ ହିରୋଇନ, ସୁନ୍ଦରତା ମାମଲାରେ ଏମାନଙ୍କ ଆଗରେ କେହି ନାହାଁନ୍ତି

ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ୩୦ ବର୍ଷ ପରେ ମଧ୍ୟ କୁଆଁରୀ ଅଛନ୍ତି । ଏମାନଙ୍କ ମଧ୍ୟରୁ କେତେଜଣ ବିବାହ ନକରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀମାନଙ୍କ ବିଷୟରେ ।

ସୁସ୍ମିତା ସେନ-

ପୂର୍ବ ମିସ ୟୁନିଭର୍ସ ସୁସ୍ମିତା ସେନଙ୍କ ବୟସ ୪୦ ରୁ ଅଧିକ ହେଲାଣି । ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।

ଅନୁସ୍କା ସେଟ୍ଟୀ-

ବାହୁବଳି ଫିଲ୍ମରୁ ଏହି ଅଭିନେତ୍ରୀ ଜଣକ ସବୁ ଲୋକଙ୍କ ମନକୁ ଜିତି ସାରିଛନ୍ତି । ହେଲେ ୩୭ ବର୍ଷର ଅନୁସ୍କା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।

ତବ୍ବୁ-

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତବ୍ବୁ ବର୍ତ୍ତମାନ ୪୬ ବର୍ଷର ହୋଇସାରିଛନ୍ତି । ହେଲେ ସେ ବିବାହ କରି ନାହାନ୍ତି । ବର୍ତ୍ତମାନ ମଧ୍ୟ ତାଙ୍କୁ ଦେଖିଲେ ତାଙ୍କ ବୟସର ଅନୁମାନ କରିହେବ ନାହିଁ ।

କଟ୍ରିନା କୈଫ-

ବଲିଉଡର ସୁନ୍ଦର ଅଭିନେତ୍ରୀ କଟ୍ରିନା ବର୍ତ୍ତମାନ ୩୬ ବର୍ଷର ହୋଇସାରିଛନ୍ତି । ହେଲେ ସେ ବିବାହ କରି ନାହାନ୍ତି । ଲୋକମାନେ କଟ୍ରିନାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି ।

କାଜଲ ଅଗ୍ରୱାଲ-

କାଜଲ ବଲିଉଡ ସହିତ ଟଲିଉଡ ଫିଲ୍ମ ମଧ୍ୟ କରିଛନ୍ତି । ବର୍ତ୍ତମାନ କାଜଲଙ୍କୁ ୩୪ ବର୍ଷ ହୋଇସାରିଛି, ହେଲେ କାଜୋଲ ବିବାହ କରି ନାହାନ୍ତି ।