Vastu Shastra- ମା ଲକ୍ଷ୍ମୀ କହିଛନ୍ତି ଘରେ କରିନିଅନ୍ତୁ ଏହି ଗୋଟେ କାମ, କେବେବି ହେବନାହିଁ ଧନର ଅଭାବ, ହେଲେ ଏହି ଗୋଟେ କାମ କେବେବି କରିବେନି

ପ୍ରତ୍ଯେକ ବ୍ୟକ୍ତି ନିଜ ଜୀବନରେ ବହୁତ ସାରା ଧନ କମେଇବାକୁ ଚାହିଁଥାଏ । ବହୁତ ଲୋକ ଏପରି ଅଛନ୍ତି ଯିଏ ଧନ ବହୁତ କମେଇଥାନ୍ତି କିନ୍ତୁ କିଛି କାରଣ ରୁ ତାଙ୍କ ପାଖରେ ଧନ ରହି ନଥାଏ । ଯାହା ଫଳରେ ସେମାନେ ବହୁତ ଚିନ୍ତିତ ରହିଥାନ୍ତି । ତେଣୁ ଆମେ ଆପଣଙ୍କୁ ଗୋଟେ ଉପାୟ ବିଷୟରେ କହିବୁ ଯାହା ଆପଣଙ୍କୁ ରବିବାର ଦିନ କରିବାକୁ ପଡିବ । କାରଣ ରବିବାର ସୂର୍ଯ୍ୟ ଙ୍କ ଦିନ ହୋଇଥାଏ ଏବଂ ସୂର୍ଯ୍ୟ ଦେବଙ୍କୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ ।

ଯଦି ଆପଣ ଆପଣଙ୍କ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ରବିବାର ଦିନ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ଉପରେ ଗୋଟେ ଗ୍ଲାସ ପାଣି ରେ କିଛି କ୍ଷୀର ମିଶାଇ ସୁଅନ୍ତୁ । କିନ୍ତୁ ଗୋଟେ କଥାର ଧ୍ୟାନ ରଖନ୍ତୁ ଏହାକୁ ଏପରି ସ୍ଥାନ ରେ ରଖନ୍ତୁ ଯେପରି ରାତିରେ ଶୋଇବା ସମୟରେ ଆପଣଙ୍କ ହାତ ବାଜି ତାହା ପଡି ନଯାଉ ।

ସକାଳେ ଉଠି ସ୍ନାନ ସଋ ଏହାକୁ ବବୁଲ ଗଛ ମୂଳରେ ପକାଇ ଦିଅନ୍ତୁ । ଯଦି ଆପଣଙ୍କ ପାଖରେ କୌଣସି ବବୁଲ ଗଛ ନାହିନ ତେବେ ଆପଣ ବର ଗଛ ମୂଳରେ ମଧ୍ୟ ଢାଳି ପାରିବେ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ପଇସା ବା ଧନ ରହିବାକୁ ଲାଗିବ । ଆପଣଙ୍କ ମନ ମଧ୍ୟ ଶାନ୍ତ ରହିବ । ଯଦି ଆପଣଙ୍କ କୌଣସି କାର୍ଯ୍ୟ ହେଉ ନାହିଁ କିମ୍ବା ଆପଣଙ୍କ କାର୍ଯ୍ୟରେ ବାଧା ଆସୁଥିଲେ ରବିବାର ଦିନ କଳା କୁକୁରକୁ ରୁଟି ଖୁଆନ୍ତୁ । ବା କଳା ଚଢେଇଙ୍କୁ ଖାଇବାକୁ ଦିଅନ୍ତୁ ।

ଏହା କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ଆସୁଥିବା ସବୁ ବାଧା ବିଘ୍ନ ଦୂର ହୋଇଯିବ । କୁହାଯାଏ କି ରବିବାର ଦିନ କଳା ରାସୀ(ତିଳ) ବା କଳା ବିରି ଦାନ କରିବା ଦ୍ଵାରା ଜୀବନରେ ଆସୁଥିବା ସବୁ ସମସ୍ୟା ର ଅନ୍ତ ହୋଇଥାଏ । ଏହା ସହ ଆପଣଙ୍କ ଉପରେ ଶନିଦେବ ଙ୍କ କୃପା ରହିଥାଏ । ରବିବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଦିଅନ୍ତୁ । ଜଳ ଦେବା ସମୟରେ ଜଳ ମାଧ୍ୟମରେ ସୂର୍ଯ୍ୟଙ୍କୁ ଦେଖିବାକୁ ଚେଷ୍ଟା କରନ୍ତୁ । ଏହା କରିବା ଦ୍ଵାରା ଆଖିର ଜ୍ୟୋତି ବଢିଥାଏ ।

ଆପଣ ବେମାରି ଠାରୁ ବଞ୍ଚି ରହିଥାନ୍ତି । ଏବଂ ବେମାରି ଆପଣଙ୍କ ପରିବାର ର କାହା ପାଖରେ ହୋଇନଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ” ଓଁ ସୂର୍ୟଦେବାୟ ନମଃ” ର ଜାପ ନିଶ୍ଚୟ କରନ୍ତୁ । ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଏହି କଥାର ନିଶ୍ଚୟ ଧ୍ୟାନ ରଖନ୍ତୁ ଚଢାଉଥିବା ଜଳ ଆପଣଙ୍କ ଚପଲ କିମ୍ବା ଜୋତା ଉପରେ ନ ପଡୁ । ରବିବାର ଦିନ ବାର ଗଛ ମୂଳରେ ଏକ ଚର୍ତୁ ମୁଖୀ ଦ୍ଵିପ ଲଗାନ୍ତୁ । ଏହା କରିବା ଦ୍ଵାରା ବ୍ୟାପାର ରେ ବୃଦ୍ଧି ହୋଇଥାଏ ଓ ଏହା ସହ ଘରକୁ ଧନ ଆସିଥାଏ । ଏବଂ ଘରୁ ସବୁ ପ୍ରକାରର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।