Vastu Shastra- ଧନତେରସରେ ଘରକୁ ନେଇ ଆସନ୍ତୁ ଏହି 3ଟି ଜିନିଷ, ମା ଲକ୍ଷ୍ମୀଙ୍କ କୃପାରୁ ହେବ ଧନବର୍ଷା

ହିନ୍ଦୁ ଧର୍ମରେ ଧନତେରସ ର ବହୁତ ମହତ୍ୱ ରହିଛି । ଯଦି ଧନତେରସ ଦିନ ଆପଣ ନିଜ ଘରକୁ କିଛି ନୂଆ ଜିନିଷ କିଣି ଆଣିବେ ତେବେ ଆପଣଙ୍କ ଦରିଦ୍ରତା ଦୂର ହୋଇଯିବ । କାରଣ ହିନ୍ଦୁ ଧର୍ମ ଶାସ୍ତ୍ରରେ କୁହା ଯାଇଛି କି ଯଦି ଏହି ଦିନ କିଛି ନୂଆ ସାଧନ ବା ନୂଆ ବସ୍ତୁ ନିଜ ଘରକୁ କିଣି ଆଣୁଛନ୍ତି ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । କାରଣ ଧନତେରସ ଦିନଟି ଅତି ଶୁଭ ଦିନ ଅଟେ । ଯଦି ସେହିଦିନ ଏହି ୩ଟି ଜିନିଷ ଆପଣ ନିଜ ଘରକୁ ଆଣିବେ ତେବେ ମାତାରାଣୀ ଆପଣଙ୍କ ଦରିଦ୍ରତା ଛୁ ମନ୍ତର କରିଦେବେ ।

୧- ତମ୍ବାର ପତ୍ର ପ୍ରଥମ ଜିନିଷ ଟି ହେଉଛି ତମ୍ବାର ପାତ୍ର । ଯଦି ଧନତେରସ ଦିନ ଆପଣ କିଛି ତମ୍ବାର ପାତ୍ର କିଣି ଘରକୁ ଆଣୁଛନ୍ତି ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ । ମା ଲକ୍ଷ୍ମୀଙ୍କୁ ଯଦି ଆପଣ ପ୍ରସନ୍ନ କରିପାରିବେ ତେବେ ଦରିଦ୍ରତା ଆପଣଙ୍କ ଘରର ରାସ୍ତା ସବୁଦିନ ପାଇଁ ଛାଡ଼ି ପଳାଇବ ।

୨- ସୁନାର ଆଭୂଷଣ ଦ୍ଵିତୀୟ ଜିନିଷଟି ହେଉଛି ସୁନାର ଆଭୂଷଣ । ଯଦି ଆପଣ ସୁନାରେ ତିଆରି ଆଭୂଷଣ ନିଜ ଘରକୁ ଆଣୁଛନ୍ତି ତେବେ ମଧ୍ୟ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ । ଆପଣ ଯଦି ଗରିବ ଅଟନ୍ତି ତେବେ ଅଳ୍ପ କିଛି ସୁନାର ବସ୍ତୁ ନିଜ ଘରକୁ ନେଇ ଆସନ୍ତୁ । ଯେମିତି କି ସ୍ତ୍ରୀ ଲୋକଙ୍କ ନାକର ଛୋଟ ନୋଥ ଅବା ବେକରେ ପିନ୍ଧା ଯାଉଥିବା କିଛି ଛୋଟ ଜିନିଷ ନେଇଆସନ୍ତୁ । ଦେଖିବେ ଆପଣ ବହୁତ ଶୀଘ୍ର ଧନୀ ହୋଇପାରିବେ ।

୩- ଧନତେରସ ଙ୍କ ମୂର୍ତ୍ତି ତୃତୀୟରେ ହେଉଛି ଧନତେରାସଙ୍କ ମୂର୍ତ୍ତି । ଯଦି ଆପଣ ନିଜ ପୂଜା ଘରେ ଧନତେରସଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରିବେ ତେବେ ଦରିଦ୍ରତା ଆପଣଙ୍କ ଘରର ରାସ୍ତା ଭୁଲିଯିବ ଓ ଆପଣ କେବେ ମଧ୍ୟ ଦରିଦ୍ର ହେବେ ନାହିଁ । ଆପଣ ସବୁ କ୍ଷେତ୍ର ରେ ଦ୍ଵିଗୁଣ ଓ ଚୌଗୁଣ ଉନ୍ନତି କରି ଚାଲିବେ । ଏହିପରି ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ଧନତେରସ ଦିନ ଏହି ୩ଟି ଜିନିଷ ଘରକୁ ନିଶ୍ଚୟ ନେଇ ଆସନ୍ତ । ଦେଖିବେ ଆପଣଙ୍କ ଦରିଦ୍ରତା ସବୁ ଦିନ ପାଇଁ ଶେଷ ହୋଇଯିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।