ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡର ସୁପର ଷ୍ଟାର ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିଶ୍ଚୟ ଜାଣିଥିବେ । ଓଲିଉଡ ଜଗତରେ ଦୁହିଙ୍କ ଯୋଡି ବେଶ ଲୋକପ୍ରିୟତା ହାସଲ କରିଛି ।
ଠିକ ସେହି ଭଳି ବାସ୍ତବ ଜୀବନରେ ମଧ୍ୟ ଦୁହେଁ ପରସ୍ପର ସହ ବିବାହ କରିଛନ୍ତି । କିନ୍ତୁ ଗତ ୬ ମାସ ହେବ ଦୁହିଙ୍କ ମଧ୍ୟରେ କିଛି ମନାତର ହୋଇଥିବାରୁ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିସ୍ପତି ନେଇଛନ୍ତି । ସେଥିପାଇଁ ଦୁହେଁ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । କିନ୍ତୁ ଖବର ଅନୁଯାଯାଇ ବର୍ଷା କୋର୍ଟର କୌଣସି ବି ଡେଟରେ ଆସୁ ନାହାନ୍ତି । କିନ୍ତୁ ଅନୁଭବ ସବୁ ଡେଟରେ ଆସି କୋର୍ଟରେ ଉପସ୍ଥିତି ରହୁଛନ୍ତି ।
ଏହାକୁ ନେଇ ଅନୁଭବ ମଧ୍ୟ କହିଛନ୍ତି ଯେ ଯଦି ସୋସିଆଲ ମିଡିଆ ସମୟ ଅଛି ତ କୋର୍ଟ ଆସିବାକୁ କଣ ପାଇଁ ସମୟ ନାହି । ଏହା ସହ ଯେତେ ଜଲ୍ଦି ସମ୍ଭବ ଏହି କେସର ସମାଧାନ କରିବାକୁ ଅନୁଭବ ନିଜ ରାଏରେ କହିଛନ୍ତି । ଦୁହିଙ୍କର ଏହି ବିବାଦକୁ ନେଇ ବର୍ଷାଙ୍କୁ ନାତୁଣୀ କହୁଥିବା ସୁରା ରାଉତରାଏ ନିଜ ମତରେ କହିଛନ୍ତି ଯେ ଦୁହେଁ ସବୁ ଦିନ ପାଇଁ ପୁଣି ଠାରେ ଏକାଠି ହୋଇଯାଅ ।
ଏପରି ହୋଇ ପାରିଲେ ଦୁହେଁ ପରସ୍ପର ସହ ଖୁସିରେ ଜୀବନ ଅତିବାହିତ କରିବ । ଏହା ଛଡା ଗାଁ ଦାଣ୍ଡରେ ଏଭଳି କିଛି ଅବାଗିଆ କାମ କରନି ବୋଲି ସୁରା ରାଉରାଏ ବର୍ଷାଙ୍କୁ ଅନୁରୋଧ କରି କହିଛନ୍ତି । ଦୁହିଙ୍କର ପାରିବାର ବହୁତ ଭଲ ଓ ଖାନଦାନି ହୋଇଥିବାରୁ ଦୁହେଁ ପରସ୍ପର ଏକାଠି ହୋଇଗଲେ ସମସ୍ତେ ଖୁସି ହେବେ ବୋଲି ସୁର ରାଉତରାଏ ନିଜର ମତାମତ ଦେଇଛନ୍ତି ।
କାହା କଥା କିଛି ନ ଶୁଣି ରାସ୍ତା ମଝିରେ ବଦ୍ନାମ ନ ହେବାକୁ ସୁର ରାଉତରାଏ ବର୍ଷାଙ୍କୁ ନିବେଦନ କରିଛନ୍ତି । ସୁରା ରାଉତରାଏ ଆହୁରି ମଧ୍ୟ କହିଛନ୍ତି ଯେ ବର୍ଷା ଓ ଅନୁଭବ ଦୁହେଁ ଫିଲମି ଷ୍ଟାର । ତେଣୁ ଦୁହେଁ ଏକାଠି ହୋଇଗଲେ ଦୁହିଙ୍କ ମନ ମଧ୍ୟ ମିଶିବା ସହ ପରିବାର ମଧ୍ୟ ଏକ ହୋଇଯିବ । ଏପରି କମ କରି ଫୁତଫାତରେ ବଦନାମ ନ ହୋଇ ତୁରନ୍ତ ଏକ ହୋଇଯିବା ଉଚିତ ।
ବର୍ଷା ପୁଣି ଥରେ ନିଜ ଘରକୁ ଫେରି ଆସନ୍ତୁ ବୋଲି ସୁର ରାଉତରାଏ ବର୍ଷାଙ୍କୁ ନିବେଦନ କରିଛନ୍ତି । ସେ ଆଶା କରୁଛନ୍ତି ଦୁହେଁ ଏକାଠି ହୋଇଗଲେ ଦୁହିଙ୍କ ମଧ୍ୟରେ ଆଗ ଭଳି ଭାବ ଓ ଭଲ ପାଇବା ଫେରି ଆସିବ ।
ବନ୍ଧୁଗଣ ବର୍ଷା ଓ ଅନୁଭବଙ୍କ ସମ୍ପର୍କକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।