ଝିଅମାନଙ୍କର କେଉଁ ଜିନିଷ ଗାଧେଇବା ପରେ ମଧ୍ୟ ଓଦା ହେଉ ନାହିଁ, ସବୁବେଳେ ସେମିତି ଶୁଖିଲା ରହିଥାଏ ? ଏହା ସହିତ ଆହୁରି 20 Gk Questions & Answers

ନମସ୍କାର ବନ୍ଧୁଗଣ, IAS ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି ଇଣ୍ଟରଭିଉରେ ପଚରା ଯାଏ ଯାହାକୁ ଶୁଣି ଆପଣଙ୍କ ଦୀମାଗ ଗୋଲ ହୋଇଯାଏ ।

ଉତ୍ତର କଣ ହେବ ଆପଣ ଭାବି ବୁଲନ୍ତି କିନ୍ତୁ ଆପଣ ଭାବୁଥିବା ଉତ୍ତର ବହୁତ ସହଜ ହୋଇଥାଏ । ଏହି ପ୍ରଶ୍ନ କେବଳ ଆପଣଙ୍କ ମାନସିକ ଦକ୍ଷତା ଟେଷ୍ଟ କରିବା ପାଇଁ ପଚରା ଯାଇଥାଏ । ତେବେ ଆସନ୍ତୁ ଏଭଳି କିଛି ପ୍ରଶ୍ନ ଗୁଡ଼ିକ ବିଷୟରେ ଆଲୋଚନା କରିବା । ଯାହା ଆପଣଙ୍କ ପାଇଁ ଖୁବ ଦରକାରୀ ହେବ । ଦେଖିବା ଆପଣ ଏହି ପ୍ରଶ୍ନ ଗୁଡିକ ମଧ୍ୟରୁ କେତୋଟିର ସଠିକ ଉତ୍ତର ଦେଇ ପାରୁଛନ୍ତି ।

୧- କେଉଁଠାରେ ସର୍ବ ପ୍ରଥମେ ନୋଟ ବନ୍ଦୀ ଆରମ୍ଭ ହୋଇଥିଲା?

ଉ: ଘାନା

୨- କେଉଁ ଗ୍ରହକୁ ଲାଲ୍ ଗ୍ରହ କୁହାଯାଏ?

ଉ: ମଙ୍ଗଳ ଗ୍ରହ

୩- ବାସ୍କେଟବଲ୍ ରେ କେତୋଟି ଖେଳାଳି ରହିଥାନ୍ତି?

ଉ: ୫ଟି

୪- ମୁଦ୍ରାରାକ୍ଷସ କିଏ ରଚନା କରିଥିଲେ?

ଉ: ପ୍ରେମଚନ୍ଦ୍ର ଘୋର

୫- ବିଶ୍ୱରେ ପ୍ରଥମ ରେଳଗାଡ଼ି କେବେ ଚାଲିଥିଲା?

ଉ: ୧୮୨୫ ମସିହାରେ

୬- କାହାକୁ ସଂସାରର ଛାତ କୁହାଯାଏ?

ଉ: ପାମିର୍ ମାଳଭୂମି

୭- କେଉଁ କାରଣରୁ ଚନ୍ଦାପଣ ହୋଇଥାଏ?

ଉ: କବକ

୮- ସାପର ଦେଶ କାହାକୁ କୁହାଯାଏ?

ଉ: ବ୍ରାଜିଲ

୯- ଭାରତରେ ସର୍ବ ପ୍ରଥମେ ସୂର୍ଯ୍ୟ କେଉଁଠାରେ ଉଦୟ ହୋଇଥାନ୍ତି?

ଉ: ଅରୁଣାଚଳ ପ୍ରଦେଶ

୧୦- କାହାକୁ ରାଜସ୍ଥାନର ଶିମଲା କୁହାଯାଏ?

ଉ: ମାଉଣ୍ଟ ଆବୁ

୧୧- ବାଦାମ କେଉଁ ପ୍ରକାର ଫସଲ ଅଟେ?

ଉ: ଖରିଫ୍

୧୨- କେଉଁ ଦେଶ ପାଖେ ସବୁଠୁ ଅଧିକ କାର୍ ରହିଛି?

ଉ: ଆମେରିକା

୧୩- କେଉଁଥିରେ ଭୂମିକମ୍ପର ତୀବ୍ରତା ମପାଯାଏ?

ଉ: ରେକ୍ଟର ସ୍କେଲରେ

୧୪- କଥକଳୀ କେଉଁ ରାଜ୍ୟର ନୃତ୍ୟ ଅଟେ?

ଉ: କେରଳ

୧୫- କାହାକୁ ଭାରତ ନେପୋଲିୟନ୍ କୁହାଯାଏ?

ଉ: ସମୁଦ୍ରଗୁପ୍ତ

୧୬- କେଉଁଥିରେ ସବୁଠୁ ଅଧିକ ପ୍ରୋଟିନ ମିଳିଥାଏ?

ଉ: ସୋୟବିନ

୧୭- ବିଶ୍ଵର ଅନ୍ନ ଭଣ୍ଡାର କାହାକୁ କୁହାଯାଏ?

ଉ: ୟୁକ୍ରେନ

୧୮- ନୋବେଲ ପୁରସ୍କାର କେଉଁ ଏକାଡେମୀ ଦ୍ଵାରା ପ୍ରଦାନ କରାଯାଏ?

ଉ: ସ୍ଵିଡ଼ିଶ ଏକାଡେମୀ

୧୯- କେଉଁଟି ମନୁଷ୍ୟ ଶରୀରର ସବୁଠୁ ବଡ଼ ଗ୍ରନ୍ଥି ଅଟେ?

ଉ: ଯକୃତ

୨୦- କେଉଁଟି ସବୁଠୁ ବଡ଼ ମହାଦ୍ବୀପ ଅଟେ?

ଉ: ଏସିଆ ।

୨୧। ଏହି ପ୍ରଶ୍ନ ଝିଅମାନଙ୍କ ବିଷୟରେ, କେଉଁ ଜିନିଷ ଗାଧୋଇବା ପରେ ମଧ୍ୟ ଓଦା ହୁଏ ନାହିଁ, ସର୍ବଦା ଶୁଖିଲା ରହେ?

ଉତ୍ତର: ଝିଅଟିର ନାମ କେବଳ ତୁମକୁ ଦ୍ୱନ୍ଦରେ ପକାଇବା ପାଇଁ ନିଆଯାଇଥିଲା, ବାସ୍ତବରେ ସେ ପୁଅ ହେଉ କି ଝିଅ, ତା’ର ଛାଇ କେବେ ଓଦା ହୋଇପାରିବ ନାହିଁ କାରଣ ଛାଇ ସବୁବେଳେ ଶୁଖିଲା ରହିବ ।