ଘୋଡା ଧରି ପଶି ଆସିଥିଲେ, ଆଉ ଏହିଭଳି କାଣ୍ଡ କରିଥିଲେ ଚିନ ସୈନିକ, ଦେଖନ୍ତୁ video

ଚୀନ ସୀମା ନିୟମ ଉ-ଲ୍ଲଂ-ଘ-ନ କରିଥିବା ନେଇ ପୁଣି ଥରେ ଆଉ ଏକ ଖବର ସମାନାକୁ ଆସିଛି । ଲଦାଖର ପୂର୍ବ ଭାଗରେ ହ-ଇ-ରା-ଣ କରିବା ପରେ ଚୀନ ଏବେ ଉତ୍ତରାଖଣ୍ଡରେ ମଧ୍ୟ ଘୃ-ଣ୍ୟ କା-ର୍ଯ୍ୟ କରିଛି । ସମାଚାର ଏଜେନ୍ସିର ରିପୋର୍ଟ ମୁତାବକ ଗତ ଅଗଷ୍ଟ ୩୦ ତାରିଖରେ ଚୀନ ସେନାର ୧୦୦ ରୁ ଅଧିକ ଯବାନ ସୀମା ପାର ହୋଇ ଭାରତକୁ ପ-ଶି ଆସିଥିଲେ । ଭାରତ ସୀମାର ପ୍ରାୟ ୫ କିମି ଭିତରକୁ ପ-ଶି ଆସିଥିଲେ ସୈନିକ ମାନେ ।

ଏହି ଅନୁପ୍ରବେଶର କିଛି ଘଣ୍ଟା ପରେ ଉତ୍ତରାଖଣ୍ଡର ବାରାହୋତି ଇଲାକାରୁ ଚିନୀ ସୈନିକ ମାନେ ଫେରି ଯାଇଥିଲେ । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଏହି ସୈନିକ ମାନେ ଫେରିବା ପୂର୍ବରୁ ସେହି ଇଲାକାରେ ଥିବା ଏକ ପୁଲ୍ କୁ କ୍ଷ-ତି ପହଞ୍ଚାଇ ଥିଲେ । ଏହି ରିପୋର୍ଟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ବିଟ କରି ମୋଦୀ ସରକାରଙ୍କ ଉପରେ ଦା-ଉ ସା-ଧି-ଛ-ନ୍ତି । କିନ୍ତୁ ଶତାଧିକ ସଂଖ୍ଯାରେ ଚିନୀ ସୈନିକ ମାନଙ୍କ ଅନୁପ୍ରବେଶ ଖବରକୁ ସୁରକ୍ଷା ଏଜେନ୍ସି ସିଧାସଳଖ ଖାରଜ କରିଛି ।

ଚୀନ ସୀମା ପାଖରେ ବାରାହୋତିରେ ୬୦ ବର୍ଗଫୁଟ କିଲୋମିଟରର ଏକ ଚାରଣଭୂମି ଅଛି ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବି-ବା-ଦ ଚାଲୁଅଛି । ଏହି ବି-ବା-ଦୀ-ୟ ଚାରଣଭୂମିକୁ ଦୁଇ ଦେଶର ପଶୁପାଳକ ସମୟ ସମୟରେ ଆସନ୍ତି । ସେନା ପକ୍ଷରୁ ଏହି କ୍ଷେତ୍ରରେ କୌଣସି ପେଟ୍ରୋଲିଂ ହୁଏ ନାହିଁ । ବେଳେବେଳେ ବାରାହୋତି ପ୍ରଶାସନ ଏହି କ୍ଷେତ୍ର ପ୍ରଦକ୍ଷିଣ କରିବାକୁ ଯାନ୍ତି ।

ଏହି ସ୍ଥାନରେ ପେଟ୍ରୋଲିଂ ପାଇଁ କେଉଁ ଦେଶର ସେନା ଆସିବେ ନାହିଁ ବୋଲି ଏହି ଇଲାକା ପାଇଁ ଅନେକ ବର୍ଷରୁ ଏହି ନିୟମ ପ୍ରଚଳିତ ହୋଇ ଆସୁଛି । ଏହି ଇଲାକାରେ ଭାରତ-ତିବ୍ବତ ସୀମା ପୋଲିସ (ITBP) ଯବାନଙ୍କୁ ରଖାଯାଏ । ଏହି ସୂଚନା ମିଳିବା ପରେ ଭାରତୀୟ ସେନା ଏହି ଇଲାକା ଗସ୍ତରେ ଯାଇଥିଲେ ।

ତେବେ ଏହି ଇଲାକାର ରେଖାଙ୍କନକୁ ନେଇ କୌଣସି ସ୍ପଷ୍ଟ ସ୍ଥିତି ନାହିଁ, ସେଥିପାଇଁ ସୀମା ଉ-ଲ୍ଲଂ-ଘ-ନ ଘ-ଟ-ଣା ଦେଖାଦେଉଛି । କିନ୍ତୁ ଏତେ ସଂଖ୍ୟାରେ ଚିନୀ ସୈନିକ ଏହି ଇଲାକାରେ ଅନୁପ୍ରବେଶ କରିବା ଭାରତ ପାଇଁ ନିହାତି ଭାବେ ଚିନ୍ତାର ବିଷୟ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।