ଗ୍ୟାରେଜ ଭିତରେ ଝୁଲୁଥିଲା ମାଲିକର ମୃ-ତ-ଦେ-ହ, ଗାଁ ଲୋକେ ଯାହା କହିଲେ ଶୁଣିଲେ ଆପଣଙ୍କ ଛାତି ଥ-ରି-ଯି-ବ, ଦେଖନ୍ତୁ Video

ବାଇକ ଗ୍ଯାରେଜରେ ଝୁ-ଲୁ-ଛି ମାଲିକର ମୃ-ତ ଦେ-ହ । ଆଉ ବାହାରେ ରୁ-ଣ୍ଡ ହୋଇଛନ୍ତି ଗାଁ ଲୋକେ । କେତେ ପ୍ରକାର ପ୍ରଶ୍ନ ଓ ସ-ନ୍ଦେ-ହ ସମସ୍ତଙ୍କ ମନକୁ ବିଚଳିତ କରୁଛି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି ତାଙ୍କ ମୃ-ତ୍ୟୁ-ର କାରଣ । ହେଲେ କେବଳ ପାରିପାର୍ଶ୍ଵିକ ପରିସ୍ଥିତି ଦେଖି ସାଧାରଣ ମଣିଷ କେମିତି ବା ଜାଣିପାରିବ ଏତେ ବଡ ର-ହ-ସ୍ୟ । ଏପରି ଏକ ଅଭାବନୀୟ ଘ-ଟ-ଣା ଘ-ଟି-ଛି ନିଆଳି ଥା-ନା ଅଧୀନ ନିଆଳି ବଗିଚା ସାହି ବସ୍ତି ଛକରେ ଥିବା ମା କୁତମ ଚଣ୍ଡୀ ବାଇକ ଗ୍ଯାରେଜରେ ।

ଘ-ଟ-ଣା ସମ୍ବନ୍ଧରେ ପୋ-ଲି-ସ-କୁ ମଧ୍ୟ ଖବର ଦିଆଯାଇଛି । ତେବେ ଗ୍ଯାରେଜ ମାଲିକଙ୍କ ଏହିଭଳି ସ-ନ୍ଦେ-ହ-ଜ-ନ-କ ମୃ-ତ୍ୟୁ-କୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବାଇକ ଗ୍ଯାରେଜର ମାଲିକ ବାପି ପଟ୍ଟନାୟକଙ୍କ ମୃ-ତ-ଦେ-ହ ଗ୍ଯାରେଜ ଭିତରେ ଝୁ-ଲୁ-ଥି-ବା ଅବସ୍ଥାରେ ମିଳିଛି । ତେବେ ମୃ-ତ୍ୟୁ-ର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସେପଟେ ବାପିଙ୍କ ପରିବାର ଲୋକ ତାଙ୍କୁ କେହି ହ-ତ୍ୟା କରିଥିବା ଅ-ଭି-ଯୋ-ଗ ଆଣିଛନ୍ତି । ଏଭଳି ଏକ ଖବର ବ୍ୟାପିବା ପରେ ସମଗ୍ର ସାହି ଲୋକେ ଆସି ଘ-ଟ-ଣା-ସ୍ଥ-ଳ-ରେ ପହଞ୍ଚିଛନ୍ତି ।

ବାପି ଆ-ତ୍ମ-ହ-ତ୍ୟା କରିଥିବା କେହି କେହି କହୁଥିବା ବେଳେ ଆଉ କେହି କେହି ବାପିଙ୍କୁ ହ-ତ୍ୟା କରାଯାଇ ଥିବା ସ-ନ୍ଦେ-ହ କରୁଛନ୍ତି । ବାପି ଖାଇବା ପାଇଁ ମନା କରିଥିଲେ ଓ କହିଥିଲେ କି ସେ ବାହାରେ ଖାଇକରି ଯିବେ । ଏହାସହ ଯିବାକୁ ଡେରି ହେବ ବୋଲି ମଧ୍ୟ କହିଥିଲେ । ତେବେ ଜଣେ ଗ୍ରାମବାସୀଙ୍କ ବୟାନ ଅନୁସାରେ ଗତକାଲି ରାତିରେ ବାପିଙ୍କ ଭାଇ ତାଙ୍କୁ ଫୋନ କରିଥିଲେ ସେ କେତେବେଳେ ଘରକୁ ଫେରିବେ ବୋଲି ପଚାରିବା ପାଇଁ ଏବଂ ଖାଇବା ପାଇଁ ମଧ୍ୟ ଡ଼ାକିଥିଲେ ।

କିନ୍ତୁ ଅନେକ ରାତି ଯାଏ ବାପି ଘରକୁ ନଯିବାରୁ ଘରଲୋକ ଶୋଇ ପଡିଥିଲେ । ତେବେ ସେମାନେ ଭାବିଥିଲେ ବାପି ଗ୍ଯାରେଜ ଭିତରେ ଶୋଇ ପଡିଥିବେ ବୋଲି । କିନ୍ତୁ ବିଳମ୍ବ ହେବାରୁ ସେମାନେ ଆସି ଗ୍ଯାରେଜ ଖୋଲିଥିଲେ । ଆଉ ସେଠାରେ ବାପିଙ୍କ ଶ-ରୀ-ର ମୃ-ତ ଅବସ୍ଥାରେ ଝୁ-ଲୁ-ଥି-ବା-ର ଦେଖିବାକୁ ପାଇଥିଲେ ।

ତେବେ ପୋ-ଲି-ସ ଘ-ଟ-ଣା-ସ୍ଥ-ଳରେ ପହଞ୍ଚି ଶ-ବ ଜ-ବ-ତ କରି ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଇଛି ଓ ମା-ମ-ଲା-ର ତ-ଦ-ନ୍ତ ମଧ୍ୟ ଆରମ୍ଭ କରିଛି । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।