ରାସ୍ତାରୋକ କଲେ, କହିଲେ ଦୋଷିକୁ ଖୋଜ ନହେଲେ ନିଆଁ ଜଳିବ, ଦେଖନ୍ତୁ ପୁରା Video

ରାସ୍ତାରେ ଆ-ନ୍ଦୋ-ଳ-ନ-କୁ ଓହ୍ଲାଇଛନ୍ତି ଶହ ଶହ ବିଜେପି କର୍ମୀ ଓ ସମର୍ଥକ । ହାତରେ ଧରିଛନ୍ତି ବିଜେପିର ଦଳୀୟ ପତାକା । ବିଭିନ୍ନ ପ୍ରକାର ପ୍ରତିବାଦ ମୂଳକ ନାରାରେ ସବୁଆଡ ଫାଟି ପଡୁଛି । ଘ-ଟ-ଣା-ସ୍ଥ-ଳ-ରେ କିଛି ପୋ-ଲି-ସ ମଧ୍ୟ ମୁତୟନ ହୋଇଛନ୍ତି । ପୋ-ଲି-ସ ଦେଇଥିବା ସମୟ ସରିଯିବା ପରେ ମଧ୍ୟ ହାତ ଖାଲି । ସଦର ବିଧାୟକ ମୋହନ ମାଝୀ ଭାଇଙ୍କୁ ବି-ରୋ-ଧୀ ଦ-ଳ-ର ଜଣେ ନେତା ବୋ-ମା-ମା-ଡ କରିଥବା ଘ-ଟ-ଣା ପରେ ଏହିପରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ ମାନେ ।

ବିଜେପି ବିଧାୟକ ତାଙ୍କ ଗାଡିରେ ଯାଉଥିବା ବେଳେ ଏକ ବାଇକରେ ଆସି ତାଙ୍କ ଉପରକୁ ବୋ-ମା-ମା-ଡ କରିଥିଲେ ବି-ରୋ-ଧୀ ଦ-ଳ ନେତା । ଭାଗ୍ୟବଶତଃ ବିଧାୟକ ଜଣକ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ତେବେ ଘ-ଟ-ଣା ଦିନ ମଧ୍ୟ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ରାସ୍ତାରୋକ କରିଥିଲେ । ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ପରେ ଜିଲ୍ଲା ଆରକ୍ଷ ଅଧିକ୍ଷକ ନିଜେ ସେମାନଙ୍କ ସହ କଥା ହୋଇଥିଲେ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେ ଅ-ଭି-ଯୁ-କ୍ତ-ଙ୍କୁ ଧରି ଗି-ର-ଫ କରିବେ ବୋଲି ଭାରତୀୟ ଜନତା ପାର୍ଟି କର୍ମୀ ମାନଙ୍କୁ କଥା ଦେଇଥିଲେ ।

ଏହାପରେ ବିଜେପି କର୍ମୀ ମାନେ ଧାରଣାରୁ ହଟିଥିଲେ । କିନ୍ତୁ ଦୁଃଖର ବିଷୟ ଗି-ର-ଫ କରିବା ତ ଦୂର କଥା ଏ ପର୍ଯ୍ୟନ୍ତ ଅ-ଭି-ଯୁ-କ୍ତ-କୁ ମଧ୍ୟ ଠାବ କରିବାରେ ବିଫଳ ହୋଇଛି ପୋ-ଲି-ସ । ଗତ ୧୦ ତାରିଖ ଦିନ ସଦର ବିଧାୟକ ମୋହନ ମାଝୀଙ୍କ ଉପରେ ବାଇକରେ ଦୁ-ର୍ବୁ-ତ୍ତ ଆସି ବୋ -ମା- ମା-ଡ କରିଥିଲେ । ଶୀଘ୍ର ଅ-ଭି-ଯୁ-କ୍ତ-ଙ୍କୁ ଧରି ଦ-ଣ୍ଡ ଦିଆଯାଉ ବୋଲି ପ୍ର-ତି-ବା-ଦ କରି ବିଜେପି କର୍ମୀମାନେ ରା-ସ୍ତା-ରୋ-କ କରିଥିଲେ ।

ପୋ-ଲି-ସ ଏସ-ପି ମଧ୍ୟ ତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଯେମିତି ହେଲେ ୨୪ ଘଣ୍ଟା ମଧ୍ୟରେ ଅ-ଭି-ଯୁ-କ୍ତ-ଙ୍କୁ ଗି-ର-ଫ କରିବେ । ଏହାପରେ ଯାଇ ବିଜେପି କର୍ମୀ ରାସ୍ତା ଖୋଲିବାକୁ ରାଜି ହୋଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ଦୋ-ଷୀ-କୁ ଦ-ଣ୍ଡ ମିଳିବା ତ ଦୂର ଗି-ର-ଫ ମଧ୍ୟ ହୋଇ ପାରି ନାହିଁ ।

ତେବେ ପୋ-ଲି-ସ-ର ନିଷ୍କ୍ରିୟତା ବି-ରୋ-ଧ-ରେ ଆଜି ପୁଣି ଠାରେ ରା-ସ୍ତା-ରୋ-କ କରିଛନ୍ତି ବିଜେପି କର୍ମୀ ଓ ଶୀଘ୍ର ଦୋ-ଷୀକୁ ଦ-ଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।