ଆମେରିକାର ଏହି ପଦକ୍ଷେପ ପରେ ଚୀନ ଆଶ୍ଚର୍ଯ୍ୟ, ଭାରତକୁ ଦେଲା ଏହି ବଡ ଅଫର

ଭାରତ ଓ ଚୀନ ମଧ୍ୟରେ ଚାଲି ଥିବା ବିବାଦ ପୂର୍ଣ ସ୍ଥିତିକୁ ଦେଖି ଆମେରିକା ବର୍ତ୍ତମାନ ସମୟରେ ଭାରତକୁ ଏକ ବହୁତ ବଡ ଅଫର ଦେଇ ଦେଇଛି । ଯଦି ଭାରତ ଆମେରିକାର ଏହି ଅଫରକୁ ଗ୍ରହଣ କରି ନେଉଛି ତେବେ ଚୀନ ଓ ପାକିସ୍ତାନ ପାଇଁ ଭାରତକୁ ଯୁଧ୍ୟରେ ହରାଇବା ପାଖାପାଖି ଅସମ୍ଭବ ହୋଇଯିବ । ଏହା ସହିତ ସବୁଠୁ ଭଲ ଖବର ଏହା ଅଟେ କି ଏହି ଅଫରରେ ଚୀନ ବହୁତ ଭୟଭୀତ ହୋଇ ଯାଇଛି ।

କହିବାକୁ ଗଲେ ଆମେ ଏହିଭଳି କହୁ ନାହୁଁ ଚୀନ ତରଫରୁ ହିଁ ଏହିଭଳି କିଛି ପ୍ରତିକ୍ରିୟା ଆସୁଛି । ଯେଉଁଥିରେ ଜଣା ପଡୁଛି କି ସେ ଭୟଭୀତ ହୋଇ ଯାଇଛି । ଚାଳନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା ।

ଏହା ସହିତ ଏହା ବି ଜାଣିବା କି ଏହି ଅଫର ଦ୍ଵାରା ଭାରକୁ କଣ ଲାଭ ହେବ ଓ କଣ କ୍ଷତି ହେବ । ଯଦି ଭାରତ ଓ ଚୀନର ସ୍ଥିତି ବିଷୟ ଉପରେ କଥାବାର୍ତ୍ତା କରିବା ତେବେ ସବୁଦିନ ଭାରତ ଓ ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ବସିଥାଏ ଓ ନିଜ ମଧ୍ୟରେ ଚାଲୁଥିବା ସମସ୍ୟା ବିଷୟରେ କଥାବାର୍ତ୍ତା ହୋଇଥାଏ । କିନ୍ତୁ ବାରମ୍ବାର ବୈଠକ ବସିବା ସତ୍ବେ ବି କୌଣସି ବି ପ୍ରକାରର ସମଧାନ ସାମ୍ନାକୁ ଆସୁ ନାହିଁ ଓ ଲାଗୁ ନାହିଁ କି ଏହି ବିବାଦ ବର୍ତ୍ତମାନ ସମାପ୍ତ ହେବ ।

ଏହା ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରେ । କିନ୍ତୁ ଏହି ସବୁ ମଧ୍ୟରେ ଆମେରିକାର ବିଦେଶମନ୍ତ୍ରୀ Mike Pompeo ଦୁଇ ଦିନ ପୂର୍ବ ହିଁ ଭାରତକୁ ଏକ ବଡ ଅଫର ଦେଇଛନ୍ତି । ଏହି ଅଫର ଅନ୍ତର୍ଗତ ଭାରତ ଓ ଆମେରିକା ଆଧିକାରୀ ରୂପରେ ଏଲଆଇଏ ହୋଇ ଯାଆନ୍ତୁ । ଏହାକୁ ନେଇ ଗୋଟିଏ ଏଗ୍ରୀମେଣ୍ଟ ବି ହେବା ଦରକାର ।କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଶୁଣିଥିବେ କି ଭାରତକୁ ଆମେରିକା ହଥିୟାର ସପ୍ଲାଇ କରୁଛି ।

ଏହା ଛଡା ଦୁଇ ଦେଶ ମିଶି ଯୁଧ୍ୟ ଅଭ୍ୟାସ ବି କରୁଛନ୍ତି । ଏହା ସହିତ ଭାରତର ସୀମାବର୍ତ୍ତି ଅଞ୍ଚଳରେ ଆମେରିକା ନିଜର ଏୟାରକ୍ରାଫ୍ଟ କ୍ୟାରିୟର ଓ ପରମାଣୁ ପଣ୍ଡୁବୀ ବି ପଠାଇଛି । କିନ୍ତୁ ଆମେରିକା ବର୍ତ୍ତମାନ ଚାହୁଁଛି କି ଭାରତ ଓ ଆମେରିକା ଆଧିକାରୀ ରୂପରେ ଏଲଆଇଏ ହୋଇ ଯାଆନ୍ତୁ ଓ ଗୋଟିଏ ଏଗ୍ରୀମେଣ୍ଟ ସାଇନ କରି ଦିଅନ୍ତୁ । ଏହା ଦ୍ଵାରା ଆମେରିକାରେ ଯେ କୌଣସି ବି ସରକାର ଆସୁ ତେବେ ସେ ଭାରତ ଓ ଆମେରିକାର ସମ୍ପର୍କ ମଧ୍ୟରେ କିଛି ବି ବାଧା ଉତ୍ପନ୍ନ କରି ପାରିବେ ନାହିଁ ।

ଯଦି ଦୁଇ ଦେଶ ଏଲଆଇଏ ହୋଇ ଯାଉଛନ୍ତି ତେବେ ଦୁଇ ଦେଶ ମଧ୍ୟରେ ଜ୍ଞାନକୌଶଳର ଆଦାନପ୍ରଦାନ ସହ ଭାରତ ଆମେରିକା ଠାରୁ ଡାରେକ୍ଟ ହଥିୟାର ବି କିଣିପାରିବ । କାରଣ ଯେତେବେଳ ବି ଭାରତ ଆମେରିକା ଠାରୁ ହଥିୟାର କିଣିବାକୁ ଇଚ୍ଛା କରିଥାଏ ତେବେ ସେଥିପାଇଁ ଭାରକୁ ଆମେରିକାର ସିନେଟ ପାଖକୁ ଯିବାକୁ ପଡିଥାଏ ଓ ସେଠୁ ଭାରତ ଅନୁମତି ନେବା ପରେ ହିଁ ଆମେରିକା ଭାରତକୁ ହଥିୟାର ବିକ୍ରି କରିଥାଏ ।

କିନ୍ତୁ ଏହି ଏଗ୍ରୀମେଣ୍ଟ ଦ୍ଵାରା ଏହି ସବୁ ସମସ୍ୟା ଦୂର ହୋଇଯିବ । ଏହା ସହିତ ଯଦି ଆଗକୁ ଆମେରିକାରେ ଜୋ ବିଡେନଙ୍କ ସରକାର ଆସୁଛି କିମ୍ବା ଅନ୍ୟ କୌଣସି ବି ସରକାର ଆସୁଛି ତେବେ ଏହା ଦ୍ଵାରା ଭାରତ ଓ ଆମେରିକାର ସମ୍ପର୍କ ମଧ୍ୟରେ ବି କିଛି ଫରକ ଆସିବ ନାହିଁ । ଯଦି ଭାରତ ଓ ଆମେରିକା ଏଲଆଇଏ ହୋଇ ଯାଉଛନ୍ତି ତେବେ ଏହା ଦ୍ଵାରା ଭାରତକୁ ଗୋଟିଏ କ୍ଷତି ବି ହେବ । ତାହା ହେଉଛି ଭାରତ ଓ ରୁସ ମଧ୍ୟରେ ଥିବା ବନ୍ଧୁତା ଭାଙ୍ଗିଯିବ ।

କାରଣ କହିବାକୁ ଗଲେ ରୁସ କେଉଁଠି ନା କେଉଁଠି ଆଜି ବି ଚୀନକୁ ସପୋର୍ଟ କରୁଛି ଓ ଅନ୍ୟ ପଟେ ରୁସ ଓ ଆମେରିକା ଦୁଇ ଶତ୍ରୁ ଅଟନ୍ତି । ଏମତିରେ ଯଦି ଭାରତ ଓ ଆମେରିକା ସହ ଏହି ଏଗ୍ରୀମେଣ୍ଟ କରୁଛି ତେବେ ରୁସ ଚୀନକୁ ଆହୁରି ସପୋର୍ଟ କରିବା ସହିତ ଭାରତ ଓ ରୁସନର ସମ୍ପର୍କ ବି ଖରାପ ହୋଇଯିବ ।

ଏମିତିରେ ଭାରତ ବର୍ତ୍ତମାନ ଏହି ଏଗ୍ରୀମେଣ୍ଟ ସାଇନ କରିବ ନାହିଁ । ସେ ଉଭୟ ରୁସ ଓ ଆମେରିକା ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିବ । କିନ୍ତୁ ଯଦି ଭାରତ ଓ ଆମେରିକା ଏହି ଏଗ୍ରୀମେଣ୍ଟ ସାଇନ କରୁଛନ୍ତି ତେବେ ଚୀନ ପାଇଁ ଏହା ବହୁତ ଚିନ୍ତାର କାରଣ ହୋଇଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।