କାହିଁକି ପଡ଼େ ପରିସ୍ରାରେ ରକ୍ତ ? ଜାଣନ୍ତୁ କାରଣ ଓ ନିବାରଣ- Dr Sukant Kumar Padhy

ଆମ ଶରୀରରେ ଅନେକ ପ୍ରକାର ରୋଗ ଦେଖା ଯାଇଥାଏ । ସେଥି ମଧ୍ୟରୁ ରକ୍ତ ପ-ରି-ସ୍ରା ହେବା ରୋଗ ଅନ୍ୟତମ ଅଟେ ଯାହା ପୁରୁଷ ଠାରୁ ଆରମ୍ଭ କରି ନାରୀ ବା ଛୋଟ ଶିଶୁଙ୍କ ଠାରେ ଦେଖାଯାଏ ।

ଶିଶୁଙ୍କ ଥରେ ବ୍ରୋମୋଲିନ ଏଫାଡିସ ଭଳି ଏକ ରୋଗ ହୋଇଥାଏ ଯେଉଁଥିରେ ୮୦% ଶିଶୁ ଚିକିତ୍ସା ହେବ ପରେ ଭଲ ହୋଇଥାନ୍ତି । କିନ୍ତୁ ୨୦% ଶିଶୁଙ୍କର କିଡନି ଫେଲ ହୋଇଥାଏ । ଶିଶୁ ମାନଙ୍କ ଥରେ ୱିଙ୍ଗସ ଟ୍ଯୁମର ହୋଇଥାଏ ଯେଉଁଥିରେ ର-କ୍ତ ପ-ରି-ସ୍ରା ହୋଇଥାଏ । ଜନ୍ମ ପରେ ଶିଶୁଙ୍କ ଠାରେ ହେମୋଫିଲିୟା ରୋଗ ହୋଇଥାଏ ଯାହା ରକ୍ତ ଜମାଟ କରିନଥାଏ । ଏହା ଫଳରେ ପତଳା ରକ୍ତ ପ-ରି-ସ୍ରା ହୋଇଥାଏ ।

ଯୁବାବସ୍ଥାରେ ମହିଳା ମନ୍କର ବାରମ୍ବାର ପ-ରି-ସ୍ରା ଇଂଫେକସନ ହେବାରୁ ତାଙ୍କର ରକ୍ତ ପରୀକ୍ଷା ହୋଇଥାଏ । ପୁରୁଷ ମାନଙ୍କ ଠାରେ କିଡନିରେ ପଥର ହୋଇ କିଡନି ଇଞ୍ଜ୍ଯୁର୍ଡ ହେବାରୁ ରକ୍ତ ପ-ରି-ସ୍ରା ହୋଇଥାଏ । ବୟସ ବଢିବା ସଙ୍ଗେ ସଙ୍ଗେ କ୍ୟାନ୍ସର ହୋଇଥିଲେ ରକ୍ତ ପ-ରି-ସ୍ରା ହୋଇଥାଏ ।

ଯଦି କୌଣସି ବ୍ୟକ୍ତିର ପ-ରି-ସ୍ରା-ରେ ର-କ୍ତ ପଡୁଥାଏ ତେବେ ତାହାର ୟୁରିନର ରୁଟିନ ମାଇକ୍ରୋସ୍କୋପି ଟେଷ୍ଟ କରାଯାଏ । ଯେଉଁଥିରେ ଜଣାପଡେ ଯେ ପ-ରି-ସ୍ରା-ରେ ର-କ୍ତ କନିକା ରହିଛି । ଯଦି ପ-ରି-ସ୍ରା-ରେ ଇନଫେକସନ ହୋଇଥାଏ ତେବେ ପସେଲ ଦେଖାଯାଏ । ଏହା ପରେ ୟୁରିନ ସାଇଟୋଲୋଜି ଟେଷ୍ଟ କରାଯାଏ ଯେଉଁଥିରେ କ୍ୟାନସରର ଜୀବାଣୁ ଅଛନ୍ତି କି ନାହି ଜଣାପଡେ । ବାରମ୍ବାର ପରିସରରେ ର-କ୍ତ ପଡୁଥିଲେ ସେହି ବ୍ୟକ୍ତିର ଅଲ୍ଟ୍ରାସାଉଣ୍ଡ ଟେଷ୍ଟ କରାଯାଏ ଯେଉଁଥିରେ ଷ୍ଟୋନ, ଟ୍ଯୁମର ଆଦି ରୋଗ ଅଛି କି ନାହି ଜଣାପଡିଥାଏ ।

ଯଦି ଅଲ୍ଟ୍ରାସାଉଣ୍ଡରେ କିଛି ରୋଗ ଦେଖାଯାଏ ତେବେ କନଫର୍ମ ହେବା ପାଇଁ ସିଟି ୟୁରୋଗ୍ରାଫି ଟେଷ୍ଟ କରାଯାଏ । ବେଳେବେଳେ ସିଷ୍ଟୋଷ୍କପି ବା ୟୁରୋଟାରସ୍କୋପି କରାଯାଏ  ଯେଉଁଥିରେ ଏକ ପତଳା ଟ୍ଯୁବରେ ଏକ କ୍ୟାମେରା ଯାହାକୁ ପ-ରି-ସ୍ରା ରାସ୍ତା ଦେଇ ଇଣ୍ଟରଡିୟୁସ କରାଯାଏ  ଯାହା ପରେ ବ୍ଳାଡର, କିଡନିକୁ ପରୀକ୍ଷା କରାଯାଏ । ରକ୍ତ ପ-ରି-ସ୍ରା ହେଉଥିଲେ ଏହାର ଚିକିତ୍ସା ପାଇଁ ପ୍ରଥମେ ମେଡ଼ିସିନ ଦିଆଯାଏ ଯାହା ଫଳରେ ରକ୍ତ ବନ୍ଦ ହେବ । ଏହା ପରେ ଲକ୍ଷଣ ଦେଖି ଆଗକୁ ଚିକିତ୍ସା ଆରମ୍ଭ କରାଯାଏ ।

ଯଦି ରୋଗୀର ବ୍ୟଥା ହେଉଛି ତେବେ ପେ-ନ-କ୍ଲି-ୟ-ର- ଦିଆଯାଏ । ଯଦି ପ-ରି-ସ୍ରାରେ ଜ-ଳା-ପୋ-ଡା ହେଉଥାଏ ତେବେ ଆଲକାଲାଇଜର ଔଷଧ ଦିଆଯାଏ । ଏହା ସହ ରୋଗୀର ଯଦି ର-କ୍ତ ହୀ-ନ-ତା ହେଉଥାଏ ତେବେ ବ୍ଲଡ଼ ଟ୍ରାନ୍ସଫର୍ମନେସନ କରାଯାଏ । ଏହା ପରେ ଏହାର କାରଣ ଅନୁଯାୟୀ ଚିକିତ୍ସା କରାଯାଏ । ଯଦି ର-କ୍ତ ପ-ରି-ସ୍ରା ହେଉଥାଏ ତେବ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଯଦି ଅବହେଳା କରାଯାଏ ତେବେ ଆମ ଶରୀରରେ ରକ୍ତର ମାତ୍ରା କମିଯାଏ ଯାହା ଫଳରେ ଅନେକ୍ ସମସ୍ଯା ସୃଷ୍ଟି ହୋଇଥାଏ । ସବୁଠାରୁ ଅଧିକ ଗୁରୁତ୍ଵ କଥା ହେଉଛି ଯେ ର-କ୍ତ ପ-ରି-ସ୍ରା ହେଉଥିଲେ ଅବହେଳା କରିବା ଦ୍ଵାରା କ୍ୟାନ୍ସର ମଧ୍ୟ ହୋଇପାରେ । ଏହାର ନି-ରା-କ-ର-ଣ ପାଇଁ ପ୍ରଚୁର ପାଣି ପିଇବା ଉଚିତ । ଏହା ସହ ଉପଯୁକ୍ତ ଖାଦ୍ଯ ଖାଇବା ସହ ନି-ଶା-ଦ୍ର-ବ୍ଯ-ର ସେବନ କରିବା ଉଚିତ ନୁହେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ