ହଠାତ ଏହି କୁନି ଝିଅଟି ସହ ହେଇଗଲା କିଛି ଏମିତି, ନିମିଷକେ ଚାଲିଗଲା ତା’ର ଜୀବନ, ସତ ଜାଣିଲେ ଦୋହଲି ଯିବେ ଆପଣ ! ଦେଖନ୍ତୁ ଭିଡିଓ

ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ  ଏମିତି ଏକ ଘ-ଟ-ଣା ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନଙ୍କର ଛା-ତି ଦୋ-ହ-ଲି ଯି-ବ । ଦୁଖରେ ଆପଣଙ୍କର ହୃଦୟ କାନ୍ଦି ଉଠିବ ଏହି ଘ-ଟ-ଣା ବିଷୟରେ ଜାଣିଲେ ।

ତେବେ ଆସନ୍ତୁ ଜାଣିବା ଏହି ଘ-ଟ-ଣା-ର ସତ୍ୟତା କଣ ଓ କେଉଁଠାରେ ଘ-ଟି-ଛି । ଏହି ଘ-ଟ-ଣା-ଟି ଛତିଶଗଡ଼ର ତାମ୍ବଲି ଗାଁରେ ୮ ବର୍ଷର ଝିଅକୁ ବିନା କାରଣରେ ସା-ପ କା-ମୁ-ଡି ଥିବାରୁ ତାର ମୃ-ତ୍ୟୁ ହୋଇଛି । ଏହି ଘ-ଟ-ଣା କୁନି ୮ ବର୍ଷର ଝିଅ ସହ ଘ-ଟି-ବା ସମୟରେ ପରିବାର ଲୋକ ମାନେ ମଧ୍ୟ ବୁଝି ପାରିଲେ ନାହି ଯେ ତାଙ୍କ ଝିଅ କାହିଁକି ନୀଳ ରଙ୍ଗର ହୋଇଗଲା । 

ଯେବେ ପରିବାର ଲୋକ ମାନେ ସିସିଟିଭି କ୍ୟାମେରା ଦେଖିଲେ ସେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ଝିଅକୁ ସା-ପ କା-ମୁ-ଡି-ଛି । କୁ-ନି ଝିଅଟି ଘର ବାହାରେ ଖେଳୁଥିବା ସମୟରେ ସୁଇଚ ବୋର୍ଡ ମା-ରି-ବା ସମୟରେ ଇ-ଟା ଭିତରେ ସା-ପ ଲୁ-ଚି ରହିଥିଲା ।

ଏହି କୁନି ଝିଅ ଗୁର୍ଶିରାଟ ଯିଏ କି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ ମାତ୍ର ୫ ସେକେଣ୍ଡରେ ତାଙ୍କର ଜୀବନ ବଦଳିଗଲା । କେହି ବି ଜାଣି ନ ଥିଲେ ଯେ ଏତେ କମ ସମୟରେ ମଧ୍ୟରେ ସା-ପ କା-ମୁ-ଡି ଥିବାରୁ ମୃ-ତ୍ୟୁ ହୋଇଯିବ । ଆଉ ମାତ୍ର ମାସକ ପରେ ଏହି କୁନି ଝିଅର ଜନ୍ମଦିବସ ପାଳନ କରାଯାଇ ଥାନ୍ତା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ପିଂକ ରଙ୍ଗର ଡ୍ରେସ ପିନ୍ଧିଥିବା ଏହି କୁନି ଝିଅଟି ବାହାରେ ଆସି ସୁଇଜ ମା-ରି ଘରକୁ ଯିବା ସମୟରେ ସା-ପ ତାକୁ କା-ମୁ-ଡି-ଥି-ଲା । ଏହା ପରେ ତଳକୁ ଅନାଇ ଦେଖିଥିଲା ଯେ ସାପ ତାକୁ କା-ମୁ-ଡି-ଛି ।

କିନ୍ତୁ ଭୟରେ ସେ ଏ କଥା ଘର ଲୋକଙ୍କୁ ଜଣାଇ ନ ଥିଲା । ଏହାର କିଛି ସମୟ ପରେ ଅଚାନକ ତା ଶରୀର ନୀ-ଳ ର-ଙ୍ଗ ହୋଇ ଯାଇଥିଲା । ଏହି ଘ-ଟ-ଣାରୁ ସ୍ପଷ୍ଟ ହେଉଛି ଯେ ମୃ-ତ୍ୟୁ ଯେବେ ଆସେ ତାକୁ କେହି ବି ଅଟକାଇ ପାରେ ନହି । ଏହା ସହ ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ତାକୁ ଏକା ବାହରକୁ ଛାଡନ୍ତୁ ନହି ।

ଯଦି ଆପଣଙ୍କ ଘରେ କିଛି ଜାଗାରେ ଏହିଭଳି ଇଟା ଗଦା ହୋଇଛି ବା ଅଳିଆ ଆବର୍ଜନା ରହିଛି ତେବେ ତାହାକୁ ତୁରନ୍ତ ସଫା କରନ୍ତୁ । ଏହି ଭିଡିଓ ଦେଖିବା ପରେ ଆପଣ ମାନେ ସତର୍କ ରୁହନ୍ତୁ । ଯଦି ସମ୍ଭବ ହୁଏ ତେବେ ୬ ବର୍ଷରୁ ଉର୍ଦ୍ଧ ପିଲାଙ୍କୁ ଏହି ଭିଡିଓ ଦେଖାନ୍ତୁ ଯେ ଆଗକୁ ଯାଇ ସେ ନିଜର ଦାୟିତ୍ଵ ରଖି ପାରିବେ ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।