IAS Exam Questions: ଓକିଲ ପୁଅର ଆକ୍ସିଡେଣ୍ଟ ହୋଇଗଲା, ମେଡିକାଲ ଗଲାପରେ ଡାକ୍ତର କହିଲେ ଇଏ ମୋ ପୁଅ । ଏହା କିପରି ସମ୍ଭବ ? 99% ଲୋକ ଫେଲ୍

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ପ୍ରଥମ ଡିଜିଟାଲ କମ୍ପ୍ୟୁଟରର ନାମ କଣ ?

ଉ: ୟୁନିଭାକ

୨- ୟୁନିଭାକ କେବେ ନିର୍ମାଣ ହୋଇଥିଲା ?

ଉ: ୧୯୫୧ ମସିହା

୩- ଲଗାରିଦିମ ର ପ୍ରବର୍ତ୍ତା କିଏ ?

ଉ: ଜନ୍ ନାପର

୪- ଏଭଳି କେଉଁ ପ୍ରାଣୀ ଅଛି ଯିଏ ନିଜ ଜିଭ ଦ୍ଵାରା ନିଃଶ୍ଵାସ ନେଇଥାଏ ?

ଉ: ସାପ

୫- ଦୁନିଆରେ ରାଜ୍ କରୁଥିବା ପ୍ରଥମ ରାଜା କିଏ ?

ଉ: ସରଗୋନ ଦି ଗ୍ରେଟ

୬- ରାଷ୍ଟ୍ର ଗୀତ ପ୍ରଥମ କେବେ ଗାନ କରା ଯାଇଥିଲା ?

ଉ: ୧୯୧୧ ମସିହା

୭- ଏପରି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?

ଉ: ଭେଜିଟେବୁଲ

୮- ଅଯୋଧ୍ୟାର ପୁରୁଣା ନାମ କଣ ଥିଲା ?

ଉ: ସାକେତ

୯- ଭାରତର କେଉଁ ନଦୀରେ ହୀରା ମିଳିଥାଏ ?

ଉ: କ୍ରୀଷ୍ଣା ନଦୀ

୧୦- ବିଶ୍ଵର ଏଭଳି କେଉଁ ଦେଶ ଅଛି ଯିଏ ଆଜି ପର୍ଯ୍ୟନ୍ତ ଅନ୍ୟ କେଉଁ ଦେଶର ଗୁଲାମ ହୋଇ ନାହିଁ ?

ଉ: ନେପାଳ

୧୧- କେଉଁ ଦେଶରେ ଦୁଇଟି ରାଷ୍ଟ୍ରପତି ଅଛନ୍ତି ?

ଉ: ସନ୍ ମାରିନୋ

୧୨- କେଉଁ ସାପ ବସା ତିଆରି କରି ରହିଥାଏ ?

ଉ: କିଙ୍ଗ କୋବ୍ରା

୧୩- ତମ୍ବାଖୁରେ କେଉଁ ହାନିକାରକ ତତ୍ତ୍ଵ ରହିଥାଏ ?

ଉ: ନିକୋଟିନ

୧୪- ଉଡାଜାହାଜରେ କେଉଁ ଗ୍ଯାସ ଭର୍ତ୍ତି କରା ଯାଇଥାଏ ?

ଉ: ହିଲିୟମ

୧୫- କେଉଁ ଜୀବର ଦୁଇଟି ହୃଦୟ ରହିଛି ?

ଉ: ସାମୁଦ୍ରିକ କଙ୍କଡା

୧୬- ସାତ ପାହାଡର ନଗର କାହାକୁ କୁହାଯାଏ ?

ଉ: ରୋମ

୧୭- କେଉଁ ଦେଶରେ ଗୋଟିଏ ମଧ୍ୟ ଟ୍ରାଫିକ ସିଗନାଲ ରହି ନାହିଁ ?

ଉ: ଭୁଟାନ

୧୮- ତାହା କଣ ଯାହାଠାରୁ ଆପଣ ସବୁ ନେଇଯିବେ ତଥାପି କିଛି ରହିଯିବ ?

ଉ: ସବୁକିଛି

୧୯- ତାହା କେଉଁ ଶବ୍ଦ ଯାହାକୁ ସମସ୍ତେ ଶୁଣିଥାନ୍ତି କିନ୍ତୁ ଆପଣ ଶୁଣି ପାରନ୍ତି ନାହିଁ ?

ଉ: ଆପଣଙ୍କ ଘୁଙ୍ଗୁଡି

୨୦- ଓକିଲ ପୁଅର ଆକ୍ସିଡେଣ୍ଟ ହୋଇଗଲା, ମେଡିକାଲ ଗଲାପରେ ଡାକ୍ତର କହିଲେ ଇଏ ମୋ ପୁଅ । ଏହା କିପରି ସମ୍ଭବ ?

ଉ: ଓକିଲ ଜଣକ ପୁଅର ବାପା ଓ ଡାକ୍ତର ପୁଅର ମାଆ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।