UN ରେ ଭାରତର ସବୁଠୁ ବଡ ଜିତ, 96 % ଦୁନିଆ ଭାରତ ସହିତ, ହାରିଗଲେ Chin ଆଉ Pak

ଗତକାଲି ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୋଟିଏ ଖାସ ବିଷୟରେ ଆଲୋଚନା କରିବା ପାଇଁ ଏକ ବୈଠକ ଡକା ଯାଇଥିଲା ଓ ଏହି ବୈଠକ ଭାରତ ପାଇଁ ବହୁତ ମୁଖ୍ୟ ଥିଲା । କାରଣ ଭାରତ ଗୋଟିଏ ଭଲ ପୋଜିସନ ପାଇଁ ନିର୍ବାଚନ ଲ-ଢୁ ଥିଲା । ଏହି ପୋଜିସନ ଜରିଆରେ ଚୀନ ଓ ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ର ଜରିଆରେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେଉଥିଲା ଯାହାକୁ ଭାରତ ବର୍ତ୍ତମାନ ଅଟକାଇ ପାରିବ । ଏହାର ଜବାବ ଦେଇ ଆମେ ଚୀନ ଓ ପାକିସ୍ତାନର ଆଭ୍ୟନ୍ତରୀଣ ମାମଲାକୁ ସଂଯୁକ୍ତ ରାଷ୍ଟ୍ରରେ ଉଠାଇ ପାରିବା ।

ସଂଯୁକ୍ତ ରାଷ୍ଟ୍ରରେ ଭାରତ ପାଇଁ ଏହି ନିର୍ବାଚନ ବହୁତ ମହତ୍ଵ ରଖୁଥିଲା । ଚୀନ ଓ ପାକିସ୍ତାନ ବହୁତ ଚେଷ୍ଟା କରୁଥିଲେ କି ଭାରତ ଏହି ନିର୍ବାଚନ ହାରି ଯାଉ । ଗତକାଲି ଯାହା ବି ହୋଇଛି ତାକୁ ଦେଖି ଭାରତ ଆଶ୍ଚର୍ଯ୍ୟ ହୋଇ ଯାଇଛି ।

କାରଣ ଆଜି ପର୍ଯ୍ୟନ୍ତ କୌଣସି ବି ଦେଶ ପାଇଁ ଏତେ ସପୋର୍ଟ ଦେଖିବାକୁ ମିଳି ନ ଥିଲା । ଯେମିତି କି ଗତକାଲି ଭାରତ ପାଇଁ ଦେଖା ଯାଇଛି । କୁହାଯାଉ ଥିଲା କି ଭାରତକୁ ଏହି ନିର୍ବାଚନ ଲଢିବା ପାଇଁ ୯୭ ଦେଶର ଭୋଟ ଦରକାର ଥିଲା । କାରଣ ସଂଯୁକ୍ତ ରାଷ୍ଟ୍ରର ସଦସ୍ୟ ଦେଶର ସଂଖ୍ୟା ୧୯୩ ଅଟେ ଓ ତାହାର ଅଧ ୯୭ ହେଉଛି । ଭାରତକୁ ଜିତିବା ପାଇଁ କମ ରୁ କମ ୯୭ ଦେଶର ସପୋର୍ଟ ଦରକାର ଥିଲା । ଯେତେବେଳେ ଭୋଟର ଫଳାଫଳ ସାମ୍ନାକୁ ଆସିଲା ତେବେ ସେଠି ଭାରତ ସହ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଭାରତକୁ ୧୮୪ ଦେଶର ଭୋଟ ମିଳିଲା । ଅର୍ଥାତ ମାତ୍ର ୯ ଟି ଦେଶ ଭାରତକୁ ଭୋଟ କରି ନାହାନ୍ତି । ନଚେତ ଏହି ବିଶ୍ଵରେ ଯେତେ ବି ଦେଶ ଅଛି ସମସ୍ତେ ଭାରତକୁ ସପୋର୍ଟ କରିଛନ୍ତି । ଅନ୍ୟ ପଟେ ପାକିସ୍ତାନ ଓ ଚୀନ ଭାରତକୁ ଭୋଟ ନ ଦେବା ପାଇଁ ସମସ୍ତଙ୍କୁ କହୁଥିଲେ । ଭୋଟର ଫଳାଫଳ ସାମ୍ନାକୁ ଆସିବା ପରେ ସମସ୍ତେ ଜାଣିଗଲେ କି ଭାରତର ସ୍ଥାନ କେଉଁଠି ତାଙ୍କର ସ୍ଥାନ କେଉଁଠି । କହିଦେଉଛୁ କି ଏହି ଭୋଟ United Nations Human Rights Council ଅର୍ଥାତ ସଂଯୁକ୍ତ ରାଷ୍ଟ୍ର ମାନବ ଅଧିକାର ପରିଷଦ ପାଇଁ ହେଉଥିଲା ।

ଏହା ସେହି ପରିଷଦ ଅଟେ ଯାହା ପାଖାପାଖି ୭୦ ବର୍ଷ ହେବ ଭାରତକୁ କାଶ୍ମୀର ମାମଲାରେ ହଇରାଣ କରି ଆସୁଛି । କାରଣ ଏହାର ସଦସ୍ୟ ଦେଶରେ ପ୍ରାୟତଃ ଦେଶ ପାକିସ୍ତାନ ଓ ଚୀନର ସମର୍ଥକ ଦେଶ ରହୁଥିଲେ । ଏମାନଙ୍କ କହିବା ଅନୁସାରେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଦାଖଲ ଦେଉଥିଲେ ଓ ପଶ୍ଚିମ ଦେଶରେ ଭାରତର ଛବି ଖରାପ କରୁଥିଲେ ।

ଭାରତର ଛବି ଏଥିପାଇଁ ଖରାପ ହେଉ ଥିଲା କାରଣ ଭାରତ ଏହି ପରିଷଦର ସଦସ୍ୟ ହୋଇ ପାରୁ ନ ଥିଲା । କହିଦେଉଛୁ କି ଭାରତ ଏହି ପରିଷଦ ପାଇଁ ଷଷ୍ଠ ଥର ନିର୍ବାଚିତ ହୋଇଛି । ଯାହାର କାର୍ଯ୍ୟକାଳ ମାତ୍ର ୨ ବର୍ଷ ପର୍ଯ୍ୟନ୍ତ ଥାଏ । ଭାରତ ଏହି ପରିଷଧରେ ୨୦୨୪ ପର୍ଯ୍ୟନ୍ତ ରହିବ ଓ ଚୀନ ପାକିସ୍ତାନକୁ ହଇରାଣ କରୁଥିବ ଓ ଅନ୍ୟ ଦେଶ ମାଧ୍ୟମରେ କରାଉଥିବ ।