‘ଡ୍ରଗ ବେପାରୀଙ୍କ ଚାମଚା କି Uddhav Thackeray, ବଲିଉଡ୍ ନିଶାଡିଙ୍କ ପାଇଁ ଏତେ ଦରଦ କାହିଁକି ?’ ଦେଖନ୍ତୁ Video, କଣ କହିଲେ ମହାରାଷ୍ଟର ପୂର୍ବତନ ମୁଖ୍ୟମନ୍ତ୍ରୀ Devendra Fadnavis

ମୁମ୍ବାଇ କ୍ରୁଜ ଡ୍ର-ଗ୍ସ କେ-ସ-ରେ ଉଦ୍ଧବ ଠାକରେଙ୍କ ବୟାନ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ଉଦ୍ଧବ ଠାକରେଙ୍କୁ ଟା-ର୍ଗେ-ଟ କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରିଛନ୍ତି ନି-ଶା-ଡି-ମାନଙ୍କୁ ତମର ଏତେ ପ୍ରେମ କାହିଁକି ? କାହିଁକି ନି-ଶା-ଡି-ମାନଙ୍କୁ ଏତେ ସପୋର୍ଟ କରୁଛ ।

ଏହା ପରେ ଉଦ୍ଧବ ଠାକରେ ଯେତେବେଳେ ଏନସିବିକୁ ଟା-ର୍ଗେ-ଟ କରି କହିଥିଲେ ତେବେ ସେ ଏହି କଥାକୁ ନେଇ ବି ଉଦ୍ଧବ ଠାକରେଙ୍କୁ କହିଥିଲେ କି କାହିଁକି ତୁମେ ନି-ଶା ବେପାରୀମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛ । ସମସ୍ତେ ଜାଣିଛନ୍ତି କି ବଲୀଉଡ ଇଣ୍ଡଷ୍ଟ୍ରିରେ କେମିତି ନି-ଶା-ର ବ୍ୟବହାର ଚାଲିଛି । କେମିତି ଛୋଟ ଛୋଟ ଆକାରରେ ବଲୀଉଡର ନିଶା ବି-କ୍ରି ହୁଏ ଓ ଧୀରେ ଧୀରେ ବଲୀଉଡ ଅଭିନେତା ଓ ଅଭିନେତ୍ରୀମାନେ ଏହାର ସବୁଦିନିଆ ଗ୍ରାହକ ହୋଇ ଯାଆନ୍ତି ।

ଦେବେନ୍ଦ୍ର ଫଡଣବୀସ ଆଗକୁ କହିଲେ କି ଯୁବପିଢିକୁ ନ-ଷ୍ଟ କରୁଥିବା ଏହି ଡ୍ର-ଗ୍ସ ବ୍ୟବସାୟମାନଙ୍କ ପ୍ରତି ଏତେ ଭଲ ପାଇବା କାହିଁକି ? ତାଙ୍କୁ ସପୋର୍ଟ କରୁଥିବା ଭଳି ଏତେ ଭାଷଣ କାହିଁକି ?ଏହିଭଳି ଭବାରେ ଦେବେନ୍ଦ୍ର ଫଡଣବୀସ ଉଦ୍ଧବ ଠାକରେଙ୍କୁ ବହୁତ ପ୍ରଶ୍ନ କରିଛନ୍ତି । ଦେବେନ୍ଦ୍ର ଫଡଣବୀସ ଉଦ୍ଧବ ଠାକରେଙ୍କୁ ମୁଦ୍ରା ପୋର୍ଟକୁ ନେଇ ବି ପ୍ରଶ୍ନ କରିଥିଲେ । କହିଦେଉଛୁ କି କିଛି ଦିନ ତଳେ ଉଦ୍ଧବ ଠାକରେ ନିଜର ଏକ ଭାଷଣରେ କହିଥିଲେ କି ଏନସିବି କିଛି ଗ-ଞ୍ଜେ-ଇ ପୁ-ଡି-ଆ ଓ ଗ-ଞ୍ଜେ-ଇ କଲି ଧରି ପ୍ରଶଂସିତ ହେଉଛି ଓ ସମସ୍ତଙ୍କ ସାମ୍ନାରେ ଢୋ-ଲ ପି-ଟୁ-ଛି ।

କହିଥିଲେ କି ମହାରାଷ୍ଟ୍ର ପୋଲିସ ୧୫୦ କୋଟି ଟଙ୍କାର ଡ୍ର-ଗ୍ସ ଧରିଛି । ମୁଦ୍ରା ପୋର୍ଟରେ ୩୦୦୦ କିଲୋଗ୍ରାମର ଡ୍ର-ଗ୍ସ ଧରିଥିବା ସମୟରେ କାହିଁକି ଏନସିବି ଫ-ସା-ଇ ଦିଆଯାଉଛି ଛୋଟ ଛୋଟ ଅଭିନେତାମାନଙ୍କୁ । କହିବାକୁ ଗଲେ ଏହା ପରୋକ୍ଷ ଭାବରେ ଶାହାରୁଖ ଖାନଙ୍କ ପୁଅ ଉଦ୍ଧବ ଠାକରେଙ୍କ ପୁଅ ପ୍ରତି ସମର୍ଥନ ଥିଲା । ବର୍ତ୍ତମାନ ଦେବେନ୍ଦ୍ର ଫଡଣବୀସ ପ୍ରଶ୍ନ କରିଛନ୍ତି କି ଉଦ୍ଧବ ଠାକରେ କାହିଁକି ଏହି ସବୁ ଜିନିଷକୁ ସମର୍ଥନ କରିଛନ୍ତି । କହିଦେଉଛୁ କି ସୁଶାନ୍ତ ସିଂହ ରାଜପୁତଙ୍କ କେ-ସ-ରେ ଉଦ୍ଧବ ଠାକରେଙ୍କ ପୁଅର ନାଁ ସାମ୍ନାକୁ ଆସିଥିଲା ।

ସେହି ସମୟରେ ସୁଶାନ୍ତଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାରର ବି-ବା-ଦ ମଧ୍ୟ ଦେଖା ଯାଇ ଥିଲା । ଉଦ୍ଧବ ଠାକରେଙ୍କ ଏହି ସମସ୍ତ ଜିନିଷକୁ ସମର୍ଥନ କରିବା ଏହି ସବୁକୁ ରାଜନୈତିକ ରୂପ ଦେବାକୁ ଯାଉଛି ବୋଲି କୁହାଯାଉଛି । ବର୍ତ୍ତମାନ ଦେଖିବାର ଅଛି କି ଏହା ଉପରେ ଉଦ୍ଧବ ଠାକରେ କଣ ପ୍ରତିକ୍ରିୟା ଦେଉଛନ୍ତି ।