ଏହି King Cobra ଭୟଙ୍କର ଗର୍ଜନ ଆଉ ଆକ୍ରମଣ ରୁ ବଞ୍ଚିବା ମୁସ୍କିଲ, ପୁରା Video ଦେଖିଲେ ଆପଣ ବି ଡରିଯିବେ

ଜଣେ ବନ୍ୟା ଅଧିକାରୀ କିଙ୍ଗ କୋବ୍ରା ସାପକୁ ଜଙ୍ଗଲ ମଧ୍ୟରେ ଛାଡିବାକୁ ଆସିଛନ୍ତି । ଯାହାକି ଅତି ଭ-ୟ-ଙ୍କ-ର ଦୃଶ୍ୟ ଥିଲା । ଏହି ସମୟରେ ସେ କିଙ୍ଗ କୋବ୍ରା ବିଷୟରେ ବହୁତ କିଛି ରୋଚକ ତଥ୍ୟ ବି ଦେଲେ । କହିବାକୁ ଗଲେ ଏହି ଅଧିକାରୀମାନେ ଗୋଟିଏ କିଙ୍ଗ କୋବ୍ରାକୁ ଏକ ଗାଁରୁ ଧରିଥିଲେ । ଯେଉଁଠି କି ଏହି କିଙ୍ଗ କୋବ୍ରା ବହୁତ ଲୋକମାନଙ୍କୁ ଭ-ୟ-ଭୀ-ତ କରିଥିଲା । ଏହା ପରେ ତାକୁ ଜଙ୍ଗଲ ମଧ୍ୟରେ ଛାଡିବାକୁ ଆସିଥିଲେ । କହିବାକୁ ଗଲେ ଏହି ସାପକୁ ଏକ ଗାଁରେ ଅଧିକାରୀମାନେ ଧରିଥିଲେ ।

ବର୍ତ୍ତମାନ ସେମାନେ ଏହି ସାପକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଯାହାକି ସାପ ମାନଙ୍କ ଘର ହୋଇଥାଏ ସେହି ସ୍ଥାନରେ ଛାଡି ଦେଉଛନ୍ତି । ଗୋଟିଏ କିଙ୍ଗ କୋବ୍ରା ସାପ ବ୍ୟକ୍ତିକୁ ଦୌଡାଇ ଦୌଡାଇ ଚୋ-ଟ ମା-ରି-ଥା-ଏ । କିଙ୍ଗ କୋବ୍ରା ଏକ ଏମିତି ସାପ ଅଟେ ଯିଏକି ବହୁତ ଜଲ୍ଦି ପଛକୁ ବୁଲି ବ୍ୟକ୍ତିକୁ ଚୋ-ଟ ମା-ରି-ବା ପାଇଁ ପ୍ରସ୍ତୁତ ଥାଏ । ଦୁନିଆର ସବୁଠୁ ଲମ୍ବା ଓ ବିଷଧର ସାପ ଅଟେ କିଙ୍ଗ କୋବ୍ରା ।

ଏହି ସାପ ବହୁତ ଜଲ୍ଦି ଚୋ-ଟ ମା-ରି-ଥା-ଏ ଅନ୍ୟ ସାପ ମାନଙ୍କ ତୁଳନାରେ । ଏହାକୁ ନାଗରାଜ ବି କୁହନ୍ତି ଲୋକମାନେ । ସବୁଠୁ ଠାରୁ ଅଧିକ ବି-ଷ-ଧ-ର ସାପ ଅଟେ କିଙ୍ଗ କୋବ୍ରା । ଏହି ସାପକୁ ଧରିବାକୁ ଯାଇ ଥିବା ଲୋକ ସାହାସୀ ବି ହେବା ଦରକାର । ଏହି ସାପ ଅନ୍ୟ ସାପମାନଙ୍କ ତୁଳନାରେ ବହୁତ ଅଧିକ ଉଚ୍ଚରେ ଛିଡା ହୋଇଥାଏ ଓ ଏହାକୁ ଦେଖିବା ମାତ୍ରେ ହିଁ ଲାଗିବ କି କୌଣସି ଛୋଟ ପିଲା ଆପଣଙ୍କ ସାମ୍ନାରେ ଛିଡା ହୋଇଛି ।

ଯଦି ଏହି ସାପ ଛିଡା ହୋଇଯିବ ତେବେ ଭଲ ଭଲ ସାହାସୀ ଲୋକମାନଙ୍କର ବି ଝାଳ ବୋହିଯିବ । ସାପକୁ ଧରି ଜଙ୍ଗଲେ ଛାଡିବା ଦ୍ଵାରା ସାପ ନିଜ ଘରକୁ ଚାଲିଯିବ ଓ କାହାକୁ କିଛି କ୍ଷତି ବି କରିବ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ବି ଏମିତି କିଛି ଲୋକମାନେ ଅଛନ୍ତି ଯେଉଁମାନେ ସାପକୁ ମା-ରି ଦେଉଛନ୍ତି ।

ଯାହାକି ଭୁଲ ଅଟେ । ସମସ୍ତେ ଜୀବ ଜନ୍ତୁର ସେତିକି ଅଧିକାର ଅଛି ଯେତିକି ମଣିଷର । କହିବାକୁ ଗଲେ ଅଧିକାରୀମାନେ ପ୍ରଥମେ ସାପକୁ ଏକ ଘଞ୍ଚ ଜଙ୍ଗଲ ମଧ୍ୟକୁ ନେଇ ଗଲେ ଓ ସେଠି ସାପକୁ ମୁଣି ଭିତରୁ ବାହାର କରି କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଶେଷରେ ସାପଟି ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଗଲା ।