IAS Interview Questions: ଉଡାଜାହାଜର ରଙ୍ଗ କାହିଁକି ଧଳା ହୋଇଥାଏ ? କେବଳ 101% IQ ଥିବା ଲୋକ ହିଁ ଉତ୍ତର ଦେଇପାରିବେ

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ ?

ଉ: ମୟୂରଭଞ୍ଜ

୨- କଣ୍ଟିଲୋ ନୀଳମାଧବ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉ: ନୟାଗଡ

୩- ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କେଉଁ ମସିହାରେ ଆରମ୍ଭ ହୋଇଥିଲା ?

ଉ: ୧୧୧୫ ମସିହାରେ

୪- ବେଦାନ୍ତ ମେଡିକାଲ କଲେଜ କେଉଁଠାରେ ଅବସ୍ଥିତ ?

ଉ: ପୁରୀ

୫- ଗୌରୀଶଙ୍କର ରାୟ କେଉଁ ଉପାଧି ପାଇଥିଲେ ?

ଉ: କର୍ମବୀର

୬- ଓଡିଶାର ପ୍ରଥମ ହାଇକୋର୍ଟ ଜଜ୍ କିଏ ?

ଉ: ବୀରକିଶୋର ରାୟ

୭- ତରଙ୍ଗର ସର୍ବୋଚ୍ଚ ବିନ୍ଦୁକୁ କଣ କୁହନ୍ତି ?

ଉ: ଶିଖର

୮- ତାପମାତ୍ରା ତାପ ସହ କଣ ଅଟେ ?

ଉ: ସମାନୁପାତ

୯- ରାଧାନାଥ ରାୟଙ୍କ ଜନ୍ମ ସ୍ଥାନ କେଉଁଠାରେ ଅବସ୍ଥିତ ?

ଉ: ରାଧାନାଥପୁର, ଆଠଗଡ, କଟକ

୧୦- କପିଳାସ ମନ୍ଦିରର ନିର୍ମାତା କିଏ ?

ଉ: ରାଜା ଲାଙ୍ଗୁଳା ନରସିଂହ ଦେବ

୧୧- ବାରବାଟୀ ଦୁର୍ଗର ନିର୍ମାତା କିଏ ?

ଉ: ଅନଙ୍ଗଭୀମ ଦେବ

୧୨- ଦୁଃଶାସନକୁ କିଏ ବଧ କରିଥିଲେ ?

ଉ: ଭୀମ

୧୩- ମହାବୀର କର୍ଣ୍ଣ ଙ୍କର ରଥର ସାରଥି କିଏ ଥିଲେ ?

ଉ: ଶଲ୍ୟ

୧୪- ଗୁରୁ ଦ୍ରୋଣାଚାର୍ଜ୍ୟଙ୍କୁ କିଏ ନିହତ କରିଥିଲେ ?

ଉ: ଧୃଷ୍ଟଦ୍ୟୁମ୍ନ

୧୫- କଳିଙ୍ଗ ସମ୍ରାଟଙ୍କୁ ଯୁଦ୍ଧରେ କିଏ ନିହତ କରିଥିଲେ ?

ଉ: ଭୀମ

୧୬- ଅର୍ଜୁନଙ୍କ ଅନ୍ଯତମ ପୁତ୍ର କିଏ ?

ଉ: ଇରାବନ

୧୭- ଭୀଷ୍ମଙ୍କୁ କିଏ ଶରଶଯ୍ୟା କରିଥିଲେ ?

ଉ: ଅର୍ଜୁନ

୧୮- ନାରକାସୁରକୁ କିଏ ବଧ କରିଥିଲେ ?

ଉ: କୃଷ୍ଣ

୧୯- କେଉଁ ଗ୍ରହର ଚତୁଃପାର୍ଶ୍ଵରେ ବଳୟ ରହିଛି ?

ଉ: ଶନି ଗ୍ରହ

୨୦- ‘ଭାରତରତ୍ନ’ ରେ କେଉଁ ବୃକ୍ଷର ପତ୍ର ରହିଥାଏ ?

ଉ: ଅଶ୍ଵତଥ

୨୧- କାହାକୁ ଜୀବ ବିଜ୍ଞାନର ଜନକ (Father of Biology) ବୋଲି କୁହାଯାଏ ?

ଉ: ଆରିଷ୍ଟୋଟଲ

୨୨- ଜନସଂଖ୍ୟା ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶ କିଏ ?

ଉ: ଚୀନ

୨୩- କ୍ଷେତ୍ରଫଳ ଅନୁସାରେ ବିଶ୍ଵର ସବୁଠାରୁ ବଡ ଦେଶ କିଏ ?

ଉ: ଋଷ

୨୪- ଭାରତର କେଉଁ ସହରକୁ ସିଲିକନ ଭ୍ୟାଲି କୁହାଯାଏ ?

ଉ: ବେଙ୍ଗାଲୁରୁ

୨୫- ଉଡାଜାହାଜର ରଙ୍ଗ କାହିଁକି ଧଳା ହୋଇଥାଏ ?

ଉ: ଉଡାଜାହାଜକୁ ଥଣ୍ଡା ରଖିବା ପାଇଁ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।