ଆଜି ଆମେ ଆପଣଙ୍କୁ ତୁଳସୀ ଗଛ ବିଷୟରେ ବିଶେଷ ତଥ୍ୟ ଦେବାକୁ ଯାଉଛୁ । କହିବାକୁ ଗଲେ ତୁଳସୀ ଗଛ ଦୁଇ ପ୍ରକାରର ଅଛି । ଯାହା ବିଷୟରେ ଦୁନିଆର ପ୍ରାୟତଃ ଲୋକମାନଙ୍କୁ ଜଣା ନାହିଁ । ଆଜି ଆମେ ଆପଙ୍କୁ ଏହି ଦୁଇ ତୁଳସୀ ଗଛ ମଧ୍ୟରେ ଥିବା ପାର୍ଥ୍ୟକ ବିଷୟରେ କହିବାକୁ ଯାଉଛୁ । ଗୋଟିଏ ତୁଲସୀ ଗଛର ନାମ ରାମ ତୁଳସୀ ଅଟେ, ଯାହାକି ଧଳା ରଙ୍ଗର ଦେଖାଯାଏ । ଅନ୍ୟ ଏକ ତୁଲସୀ ଗଛକୁ କୃଷ୍ଣ ତୁଳସୀ କୁହାଯାଏ, ଯାହାର ରନଗ କଳା ଅଟେ ।
କହିବାକୁ ଗଲେ କେଉଁ ତୁଳସୀ ଗଛକୁ ଘରେ ରଖିବା ଉଚିତ ଓ କେଉଁ ତୁଲସୀ ଗଛକୁ ଘରେ ରଖିବା ଉଚିତ ନୁହେଁ, ଆସନ୍ତୁ ଏହା ବିଷୟରେ ଜାଣିବା ।
ପ୍ରଥମେ ଏହାର ବାସ୍ନା ବିଷୟରେ ଆପଣଙ୍କୁ କହିଦେଉଛୁ । ରାମ ତୁଳସୀର ସୁଗନ୍ଧ କମ ଥାଏ । ଯେତେବେଳେ କି କୃଷ୍ଣ ତୁଳସୀର ସୁଗନ୍ଧ କଡା ଅଟେ । ରାମ ତୁଳସୀ ଗଛର ପତ୍ର ସେବନ କରିଲେ ତାହାର ସ୍ଵାଦ ଅଳ୍ପ ଅଟେ । ଆଉ କୃଷ୍ଣ ତୁଳସୀ ଗହକାର ପତ୍ର ସେବନ କରିଲେ ତାହା ଅଳ୍ପ ଅଳ୍ପ ଥଣ୍ଡା ଲାଗେ ।
ଏହା ବହୁତ ସୁଗନ୍ଧିତ ହୁଏ ଓ ଅଳ୍ପ ଗୋଲମରୀଚ କିମ୍ବା ଲବଙ୍ଗ ଖାଇଲା ଭଳି ଟେଷ୍ଟ ଲାଗେ । କଳା ତୁଲସୀ ପତ୍ରରେ ଅଳ୍ପ ସ୍ଵାଦ ଥାଏ । ଏହି ତୁଳସୀ ପତ୍ର ଗୁଡିକରେ ଔଷଧୀୟ ଗୁଣ ବି ଥାଏ । ଆୟୁର୍ବେଦ ଅନୁସାରେ ତୁଳସୀ ପତ୍ରର ବହୁତ ମହତ୍ଵ ଅଛି । ଏହି ଦୁଇ ତୁଲସୀ ଗଛ ମଧ୍ୟରେ ଔଷଧୀୟ ଗୁଣର ବିଶେଷ ଫରକ ନାହିଁ । ସବୁ ପ୍ରକାରର ଗଛର କିମ୍ବା ପତ୍ରର କିଛି ନା କିଛି ମହତ୍ଵ ଥାଏ । ସେହିଭଳି ତୁଲସୀ ପତ୍ରର ମଧ୍ୟ ଅଛି ।
ଗରମ ଦିନ ମାନଙ୍କରେ ରାମ ତୁଲସୀ ପତ୍ରର ସର୍ବତ କରି ସେବନ କରିବା ଉଚିତ କାହିଁକି ନା ଏହା ଅଳ୍ପ ଥଣ୍ଡା ଲାଗେ । ଏହା ଛଡା ଯଦି ଆପଣ ଶୀତ ଦିନରେ ନାଲି ଚା ପିଇବାକୁ ଚାହୁଞ୍ଚନ୍ତି ତେବେ ସେଥିରେ କୃଷ୍ଣ ତୁଳସୀ ପତ୍ର ପକାଇ ପିଅନ୍ତୁ । କାରଣ ଏହା ଟିକେ ଗରମ ସ୍ଵଭାବର ଅଟେ । ବର୍ତ୍ତମାନ ଆପଣଙ୍କୁ କହିଦେଉଛୁ କି କେଉଁ ତୁଳସୀ ଗଛକୁ ଘରେ ଲଗାଇବା ଉଚିତ ଓ କାହକୁ ନୁହେଁ । କୃଷ୍ଣ ତୁଳସୀ ଗଛକୁ ଘରେ ଲଗାଇବା ଉଚିତ ।
କିନ୍ତୁ ଏହି ଦୁଇ ପ୍ରକାରର ତୁଳସୀ ଗଛକୁ ଘରେ ଲଗାଇବା ଦ୍ଵାରା କିଛି ବି ଅସୁବିଧା ହୁଏ ନାହିଁ । କୃଷ୍ଣ ତୁଳସୀ ଗଛ ଘରେ ଲଗାଇବା ଦ୍ଵାର ଘରକୁ ମଶାମାନଙ୍କ ଠାରୁ ରକ୍ଷା ମିଳେ । କାହିଁକି ନା ଏହାର ସୁଗନ୍ଧ ଅଳ୍ପ କଡା ଅଟେ । ତୁଳସୀ ଗଛ କୁ ପୂର୍ବ – ଉତ୍ତର ଦିଗରେ ଲଗାଇଲେ ବାସ୍ତୁ ଦୋଷରୁ ରକ୍ଷା ମିଳେ । ଏହି ଦିଗରେ ଲଗାଇଲେ ଭଲ ଖରା ବି ମିଳିବ ଏବଂ ଏହା ଦ୍ଵାରା ଗଛ ଭଲ ବି ବଢିବ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।