ଆଖି ଅଛି କିନ୍ତୁ ମୁଁ ଅନ୍ଧ ଅଟେ, ପାଦ ଅଛି କିନ୍ତୁ ମୁଁ ଚାଲିପାରେ ନାହିଁ, ମୁହଁ ଅଛି କିନ୍ତୁ ଚୁପ ଅଛି, କୁହନ୍ତୁ ମୁଁ କିଏ ?

ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧ – କେଉଁ ଦେଶର ଲୋକମାନେ ଗୋଟିଏ ଦିନରେ ୧୫ କୋଟି କପ ଚା ପିଇଥାନ୍ତି ?

ଉତ୍ତର – ଇଂଲଣ୍ଡ ଦେଶର ଲୋକମାନେ

୨ – କେଉଁ ଦେଶରେ ପ୍ଲାଷ୍ଟିକ ର ବ୍ୟବହାର କରିବା ଉପରେ ଲୋକଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ ?

ଉତ୍ତର – ଇଜରାଇଲ ଦେଶରେ

୩ – ପ୍ୟାନ କାର୍ଡରେ ମହିଳାଙ୍କ ସହିତ କାହାର ନାମ ଲେଖା ହୋଇଥାଏ ?

ଉତ୍ତର – ପିତାଙ୍କ ନାମ

୪ – କାହାର ଶବକୁ ଚୁପଚାପ ବାହାର କରାଯାଇ ଥାଏ ?

ଉତ୍ତର – କିନ୍ନରଙ୍କ ଶବକୁ

୫ – ଭାରତରେ କେତେ ପ୍ରତିଶତ ଲୋକମାନେ ବିନା ଟିକେଟରେ ଟ୍ରେନରେ ଯାତ୍ରା କରିଥାନ୍ତି ?

ଉତ୍ତର – ୪୦ ପ୍ରତିଶତ ଲୋକମାନେ

୬ – ଫେସବୁକର ମାଲିକ କିଏ ?

ଉତ୍ତର – ମାର୍କ ଜୁକରବର୍ଗ

 

୭ – ଇଂରେଜ ଭାରତରେ କେଉଁ ତାରିଖରେ ପ୍ରବେଶ କରିଥିଲେ ?

ଉତ୍ତର – ୨୦ ମେ ୧୪୯୮

୮ – କେଉଁ ଫଳକୁ ଖାଇବା ଦ୍ଵାରା ଆମକୁ ସବୁ ଜିନିଷ ୨ଟି ଦେଖାଯାଏ ?

ଉତ୍ତର – Matt Fruit

୯ – କଣ ମାଛଙ୍କୁ ବି ଶୋଷ ଲାଗିଥାଏ ?

ଉତ୍ତର – ନା

୧୦ – ଆଖି ଅଛି କିନ୍ତୁ ମୁଁ ଅନ୍ଧ ଅଟେ, ପାଦ ଅଛି କିନ୍ତୁ ମୁଁ ଚାଲିପାରେ ନାହିଁ, ମୁହଁ ଅଛି କିନ୍ତୁ ଚୁପ ଅଛି, କୁହନ୍ତୁ ମୁଁ କିଏ ?

ଉତ୍ତର – କଣ୍ଢେଇ

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।