ଆଜିର ରାଶିଫଳ, 25 ଜୁଲାଇ 2020, ଶନିବାର, ଆଜି ଏହି ୫ଟି ରାଶିଙ୍କୁ ମିଳିବ ଶନିଦେବଙ୍କ ଆଶୀର୍ବାଦ, ଆର୍ଥିକ କ୍ଷେତ୍ର ହେବ ମଜବୁତ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଶନିବାର ଦିନ ଆପଣ ନିଜ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବେ । ଆପଣ ନିଜର ସିନିୟରସଙ୍କ ପ୍ରତି ଭଲ ବ୍ୟବହାର ବି କରିବେ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଆପଣଙ୍କୁ ବହୁତ ଆର୍ଥିକ ଲାଭ ମିଳିବ । ଯେଉଁ ଲୋକମାନେ ଚାକିରି କରୁଛନ୍ତି ତାଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ଜାଗାରେ ଫସିଥିବା ଟଙ୍କାରୁ ଆପଣଙ୍କୁ ବହୁତ ସାହାର୍ଯ୍ୟ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥିଙ୍କ ପୂର୍ଣ ସହଯୋଗ ମିଳିବ ।

ବୃଷ

ଆପଣଙ୍କ ଆଶା ଅନୁସାରେ ଧନ ପ୍ରାପ୍ତି ହେବ । ଏହି ରାଶିର ଲୋକମାନଙ୍କୁ ସଫଳତା ହାସଲ ହେବ । ଅଫିସର କୌଣସି ବଡ ଅଧିକାରୀଙ୍କ ସହଯୋଗ ମିଳିବ । ଏହି ରାଶିର ବ୍ୟାପାରୀମାନଙ୍କ ଆୟର ସ୍ରୋତ ମିଳିବ । ଆପଣଙ୍କୁ ନୂଆ ଗାଡି କ୍ରୟ କରିବାକୁ ହେବ । ସନ୍ତାନଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆର୍ଥିକ ମାମଲା ସହ ଜଡିତ ଯାତ୍ରା ଲାଭଦାୟକ ରହିବ । ଅଟକିଥିବା ଟଙ୍କା ପୁଣି ଥରେ ମିଳିବ । ଆପଣଙ୍କ ପାର୍ଟନରଶୀପ ଆପଣଙ୍କୁ ଲାଭ ଦେବ । ଆମଦାନୀର କୌଣସି ନୂତନ ରାସ୍ତା ଦେଖାଯିବ ।

ମିଥୁନ

ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରିବାକୁ ପଡିପାରେ । ଧନ ପ୍ରାପ୍ତି ହେବ । ପରିବାରର ସମସ୍ତଙ୍କୁ ଆର୍ଥିକ ମାମଲାରେ ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିଷ୍ପତି ଭଲ ଲାଗିବ । ଏହି ସମୟ ଆପଣ ନିଜର ବ୍ୟବସାୟକୁ ବଢାଇ ପାରିବେ । ନିଜ କ୍ଷେତ୍ରରେ ନିବେଶ ବି କରି ପାରିବେ । ଭୁଲ ବୁଝାମଣା ବଢିବ । ସମ୍ପର୍କୀୟଙ୍କ ସହ ମିଶି ରହିବେ ।

କର୍କଟ

ଶନିବାରକୁ ଆପଣଙ୍କ ମନ ସ୍ଥିର ରହିବ । କିନ୍ତୁ ଚିନ୍ତା ବଢିପାରେ । ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଆପଣଙ୍କୁ କିଛି ବିଷୟରେ ଶୁଭ ଖବର ମିଳିପାରେ । କୌଣସି ବଡ ନିଷ୍ପତି ନେବା ଦ୍ଵାରା ଆପଣଙ୍କ ଚିନ୍ତା ହୋଇପାରେ । ଆପଣ ଟଙ୍କା ଉଧାରରେ ନିଜକୁ ସକ୍ଷମ କରିବେ । ଯଦି ଆପଣ ପରିଶ୍ରମୀ ଅଟନ୍ତି ତେବେ ଆପଣଙ୍କୁ ଭଲ ଫଳାଫଳ ମିଳିବ । ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ନିଜର ବୈବାହିକ ଜୀବନରେ ଶାନ୍ତି ରହିବ । କୌଣସି ଝଗଡା ଠାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ

କାମ ଅଧିକ ହେବା ଦ୍ଵାରା ଆପଣ ଅଧିକ ଚିନ୍ତିତ ହୋଇ ପାରନ୍ତି । କ୍ୟାରିୟର ମାମଲାରେ ସମୟ ଭଲ ରହିବ । ପରିବାର ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ । ବିଦ୍ୟାର୍ଥୀଙ୍କ ଏକାଗ୍ରତା ବଢିବ । ଉଚ୍ଚ ଶିକ୍ଷା ଲାଭ ପାଇଁ ଆଜିର ଦିନ ଭଲ ଅଟେ । ଯଦି ଆପଣ ବ୍ୟାକିଙ୍ଗ କ୍ଷେତ୍ର ସହ ଜଡିତ ଅଛନ୍ତି ତେବେ ଏହି ସମୟ ବହୁତ ଭଲ ଅଟେ । ଆର୍ଥିକ ସ୍ଥିତିର ବିଷୟରେ କଥାବାର୍ତ୍ତା କରିବେ ତ ଆପଣ ସାମାନ୍ୟ ରୂପରେ ଆଗକୁ ବଢିବେ । ବିଭିନ୍ନ କ୍ଷେତ୍ରରେ ଆପଣଙ୍କ ଆମଦାନୀର ସ୍ରୋତ ହାସଲ ହେବ ।

କନ୍ୟା

ଟଙ୍କା ସହ ଜଡିତ ମାମଲା ସହଜରେ ସମାଧାନ ହୋଇଯିବ । ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ । କୌଣସି ବନ୍ଧୁଙ୍କ ସ୍ଵଭାବ ଦ୍ଵାରା ଆପଣ ଚିନ୍ତିତ ରହିବେ । ଆପଣ ନିଜର ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ । ପରିବାର ଠାରୁ ଆର୍ଥିକ ଲାଭ ମିଳିବ । ବ୍ୟବସାୟ ସହ ଜଡିତ ଲୋକମାନଙ୍କୁ ଲାଭ ହେବ । ଆପଣ ନିଜର କାମ ଯୋଗୁ ଯାତ୍ରା କରି ପାରନ୍ତି । ଧନ ବ୍ୟୟ ହେବ ସହ ଆର୍ଥିକ ଲାଭ ବି ହେବ । ବିବାହିତ ଯୋଡି ପରସ୍ପର ସହ ସମୟ ବ୍ୟତିତ କରିବେ ।

ତୁଳା

ଆପଣଙ୍କୁ ପ୍ରତିଷ୍ଠା ବୁଦ୍ଧି ହେବ । ଆପଣ ନିଜର ଜୀବନରେ ଉନ୍ନତି କରିବେ । ଅଫିସରେ କୌଣସି ପ୍ରକାରର ରାଜନୀତି ହୋଇପାରେ । ସ୍ୟାଲେରୀ ବୁଦ୍ଧି ପାଇଁ ଆପଣ ଚେଷ୍ଟା କରିବେ । ସହକର୍ମୀ ଆପଣଙ୍କ ସମ୍ବନ୍ଧରେ ଭଲ କହିବେ । ଆପଣଙ୍କ ଆତ୍ମ ବିଶ୍ଵାସ ବୁଦ୍ଧି ହେବ । ବ୍ୟାପାର ସହ ଜଡିତ ଲୋକମାନଙ୍କ ସାହାର୍ଯ୍ୟ ମିଳିବ । ଯଦି କୌଣସି ପ୍ରକାରର ବ୍ୟବସାୟ କରୁଛନ୍ତି ତେବେ କିଛି ବାଧାର ସାମ୍ନା କରିବାକୁ ପଡିପାରେ । ସଫଳତା ପାଇବା ପାଇଁ ଆପଣ ଚେଷ୍ଟା କରନ୍ତୁ ।

ବିଚ୍ଛା

ଆପଣ ଭାଇ ଭଉଣୀଙ୍କ ସହ ସାମଞ୍ଜସ୍ୟ ରଖିବେ । କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ମାସିକ ଶାନ୍ତି ପାଇଁ ଆପଣଙ୍କୁ ସାହାର୍ଯ୍ୟ ମିଳିବ । ଆପଣଙ୍କ ଜୀବନରେ ନୂଆ ଊର୍ଜା ପ୍ରବେଶ କରିବ । ଏହି ସମୟ ଚାକିରି କରୁଥିବା ଲୋକମାନଙ୍କୁ ଭଲ ଅବସର ମିଳିବ । ଆପଣ ଅନ୍ୟ ବ୍ୟକ୍ତିଙ୍କ ସାମ୍ନାରେ ନିଜର କଥାକୁ ରଖିବାରେ ସଫଳ ହେବେ । ଆର୍ଥିକ ପକ୍ଷ ମଜବୁତ ବି ହେବ । ଏହି ସମୟ କୌଣସି ଭଲ ଯୋଜନା ଉପରେ ଆପଣ କାର୍ଯ୍ୟ କରିବେ ।

ଧନୁ

ଆଜି କିଛି ବିଚାର ମନକୁ ଆସିପାରେ । ନିଜ ମଧ୍ୟରେ ବୁଝାମଣା ସହ ଆଗକୁ ବଢିବେ । ଅଧିକ ଦୂର ସ୍ଥାନକୁ ଯାତ୍ରା କରି ପାରିବେ ନାହିଁ । ଏହି ସମୟରେ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପରିବର୍ତ୍ତନର ମୌସମ ଦ୍ଵାରା ଚିନ୍ତିତ ହୋଇ ପାରନ୍ତି । ପରିବାରରେ ଆପଣଙ୍କ ପ୍ରଶଂସା ହେବ । ଆପଣଙ୍କ ଦିନ ସୁଖମୟ ହେବ । ନୂଆ ଟେକନିକ ଦ୍ଵାରା ଆପଣ ନିଜର ସମସ୍ତ କାମରେ ବୁଦ୍ଧି କରିବେ । କାରୋବାରରେ ଉନ୍ନତି ହେବ । ବ୍ୟାପାରରେ ସଫଳତା ମିଳିବାର ଯୋଗ ଅଛି ।

ମକର

ଜୀବନସାଥିଙ୍କୁ ସମ୍ମାନ ଦିଅନ୍ତୁ । ଆପଣଙ୍କ ଅଟକିଥିବା କାର୍ଯ୍ୟ ଆରମ୍ଭ ହୋଇଯିବ । ଆପଣଙ୍କ ସହଯୋଗୀ କିମ୍ବା ପୁଣି ମିତ୍ର ଦ୍ଵାରା ଆପଣଙ୍କ ଧନ ବୁଦ୍ଧି ହେବେ । ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । ଯାତ୍ରା କରିବାକୁ ପଡିପାରେ । ଟଙ୍କାର ଆଦାନ ପ୍ରଦାନ ସମୟରେ ସାବଧାନ ରୁହନ୍ତୁ । କାହା ଉପରେ ବି ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଅଫିସରେ କୌଣସି ପ୍ରୋଜେକ୍ଟକୁ ନେଇ ଛୋଟ ମୋଟ ବିବାଦ ହୋଇପାରେ । ଆପଣଙ୍କ ଏହିଭଳି ସ୍ଥିତିରୁ ବଞ୍ଚିବାର ଅଛି ।

କୁମ୍ଭ

ଅଧିକ ଟଙ୍କା ଖର୍ଚରୁ ବଞ୍ଚିବାର ଅଛି । ଆର୍ଥିକ ନିବେଶ କରିବା ଦ୍ଵାରା ପୂର୍ବରୁ ହିଁ ବୁଝି ସୁଝି ନିଅନ୍ତୁ । କେଉଁଠି ବି ବ୍ୟର୍ଥ ଧନ ଖର୍ଚ କରିବା ଠାରୁ ବଞ୍ଚନ୍ତୁ । ଧନ ସହ ଜଡିତ କୌଣସି ବି କାମକୁ ସାବଧାନ ସହ କରନ୍ତୁ । ପରିଚିତ ଲୋକମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଏହି ସମୟ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ ଲୋକମାନେ କୌଣସି ରୋଗରେ ପୀଡିତ ଅଛନ୍ତି ସେମାନେ ସୁସ୍ଥ ହୋଇ ଯିବେ ।

ମୀନ

ଯେଉଁମାନେ ପ୍ରେମୀ ଅଟନ୍ତି ତାଙ୍କ ପାଇଁ ବର୍ତ୍ତମାନର ସମୟ ଭଲ ଅଟେ । କୌଣସି ଅନୁଭବି ବ୍ୟକ୍ତିଙ୍କ ଉପଦେଶ ମିଳିବ । କୌଣସି ସର୍ଟକଟକୁ ଆପଣନାନ୍ତୁ ନାହିଁ ପରିଶ୍ରମ କରନ୍ତୁ । ଆଜି ଆପଣଙ୍କ ସହ ସାକ୍ଷାତ ହୋଇପାରେ । ଯାହାକୁ ଆପଣ ଜୀବନସାରା ପ୍ରେମ କରିବେ । ମାନସିକ ଶାନ୍ତି ପାଇଁ ଆପଣ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରନ୍ତୁ । ବହୁତ ଲାଭ ପାଇବା ପାଇଁ କୌଣସି ବି ଅବସର ହାତରେ ଲାଗିପରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।