ତୁଳସୀ ବୃକ୍ଷ ନିକଟରେ ଲଗାଇ ଦିଅନ୍ତୁ ଏହି 1 ଚମତ୍କାରୀ ଗଛ, ଘରକୁ ଧନ ମାଡି ଆସିବ, Vastu Tips

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁଳସୀ ହେଉଛି ଅତ୍ୟନ୍ତ ପବିତ୍ର ଗଛ । ତୁଳସୀ ଗଛର ମହତ୍ଵ ବିଷୟରେ ଆପଣ ମାନେ ଆଗରୁ ବହୁତ କିଛି ନିହାତି ଭାବେ ଶୁଣିବାକୁ ପାଇଥିବେ । ହେଲେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଏହା ଯେ ଘରେ ଥିବା ତୁଳସୀ ଗଛ ପାଖରେ ଆପଣ ଏପରି କିଛି ବିଶେଷ ଗଛ ଯଦି ଲଗାଇବେ । ତେବେ ଆପଣଙ୍କ ଘରର ଉନ୍ନତି ହୋଇବ । ଆପଣଙ୍କ ଭାଗ୍ୟର ଚାରଚାନ୍ଦ ଲାଗିଯିବ ।  ତୁଳସୀ ଗଛକୁ ନିତ୍ୟ ପୂଜନ କରନ୍ତୁ ।

ଏପରି କରିବା ଦ୍ଵାରା ଖାଲି ମା’ ଲକ୍ଷ୍ମୀ ନୁହନ୍ତି ବଂର ପ୍ରଭୁ ନାରାୟଣଙ୍କର ଆଶ୍ରୀବାଦ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇବ । ଏହା ସହ ଆପଣ ଘରେ ରଖି ପୂଜା କରୁଥିବା ଶ୍ରୀକୃଷ୍ଣ ବା ନାରାୟଣଙ୍କ ମୂର୍ତ୍ତି ବା ଫୋଟରେ ତୁଳସୀ ନିତ୍ୟ ଅର୍ପଣ କରନ୍ତୁ । ଆପଣ ପ୍ରତ୍ଯେକ ଦିନ ନିଜ ଘରେ ପୂଜା କରିବା ସମୟରେ ପାଣିରେ ତୁଳସୀ ପକାଇ ତାହାକୁ ସବୁ ଘରେ ଛିଞ୍ଚନ କରନ୍ତୁ । ଏପରି କରିବା ଦ୍ଵାରା ଘରେ ଥିବା ନକରାତ୍ମକ ଊର୍ଜା ସମୂଳେ ନଷ୍ଟ ହୋଇଥାଏ । ଏହା ସହ ଘରେ ସୁଦ୍ଧ ଓ ଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ ।

ଯେଉଁ ବ୍ୟକ୍ତି ନିଜ ଘରେ ଆର୍ଥାଭାବକୁ ଦୂର କରିବାକୁ ଚାହୁଁଥାଏ । ଘର ଉପରକୁ ଆସୁଥିବା ସମସ୍ତ ବିପଦକୁ ଟାଳିବାକୁ ଚାହୁଁଥାଏ । ଘରେ ଯେତେ ଅଧିକରୁ ଅଧିକ ତୁଳସୀ ବୃକ୍ଷ ରୋପଣ କରିବେ । ସେତେ ହିଁ ଆପଣଙ୍କ ଘର ନିମନ୍ତେ ଏହା ଶୁଭ ହୋଇଥାଏ । ତେବେ ଗୁରୁବାର ଦିନ ଆପଣଙ୍କୁ ଏହି ଉପାୟଟି ନିହାତି ଭାବେ କରିବାକୁ ପଡିବ । ଗୁରୁବାର ଦିନ ଘରର ମହିଳା ମାନେ ହଳଦିଆ ବସ୍ତ୍ର ପରିଧାନ କରିବା ଉଚିତ ।

ଏହା ସହ ମଥାରେ ହଳଦୀର ଟୀକା ମଧ୍ୟ ଲଗାଇବା ଉଚିତ । ଗୁରୁବାର ଦିନ ଆପଣ ଆପଣଙ୍କ ଘରେ ରହିଥିବା ତୁଳସୀ ଗଛ ପାଖରେ କୌଣସି ଏକ ଛୋଟ ଗଛକୁ ଉପାଡି ଆଣନ୍ତୁ । ଯଦି ପୂଜା କରୁଥିବା ତୁଳସୀ ଗଛ ପାଖରେ ଅନ୍ୟ ଏକ ଛୋଟ ତୁଳସୀ ଗଛ ମଧ୍ୟ ରହିଥାଏ । ତେବେ ସେହି ତୁଳସୀ ଗଛ ଆଣିଲେ ମଧ୍ୟ ହେବ । ଏହା ସହ ସେହି ତୁଳସୀ ଚେର ହେଉ ଅବା ତୁଳସୀ ଗଛ ନିକଟରେ ଉଠିଥିବା କୌଣସି ଗଛ ହେଉ । ତାହାକୁ ଆଣି ସଫା ଓ ଶୁଦ୍ଧ ପାଣିରେ ଧୋଇ ଦିଅନ୍ତୁ ।

ତାପରେ ତାହାକୁ ଚନ୍ଦନ, ସିନ୍ଦୁର ଲଗାଇ ଓ ଧୂପ, ଦୀପ ବୁଲାଇ ତାହାର ପୂଜା କରି ନିଅନ୍ତୁ । ଏହାପରେ ଆପଣ ସେହି ଗଛକୁ ଆପଣ ଆପଣଙ୍କ ଟଙ୍କା ରଖୁଥିବା ସ୍ଥାନରେ ନେଇ ରଖନ୍ତୁ । ଯେତେବେଳେ ସେହି ଗଛକୁ ନେଇ ଆପଣ ନିଜ ଟଙ୍କା ରଖୁଥିବା ସ୍ଥାନରେ ରଖିବେ । ସେତେବେଳେ ମନରେ ଆପଣ ବିଶ୍ବାସ ରଖିବେ, ଯେ ଆପଣ ମା’ ଲକ୍ଷ୍ମୀଙ୍କୁ ନେଇ ଘରେ ସ୍ଥାପନା କରୁଛନ୍ତି ।

ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ନିହାତି ଭାବରେ ନିଜର ଶୁଭକୃପା ଦ୍ରୁଷ୍ଟି ପକାଇବେ । ତାପରେ ଆପଣ ନିଜ ଘରେ ହେଉଥିବା ଆର୍ଥିକ ସ୍ଥିତିର ପରିବର୍ତ୍ତନକୁ ନିଜେ ଅନୁଭବ କରିପାରିବେ । ଘରେ ଲାଗି ରହୁଥିବା ଅର୍ଥ ସଙ୍କଟ ଆପଣଙ୍କ ଘରୁ ଧୀରେ ଧୀରେ ଦୂର ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ