ତକିଆ ତଳେ ଏହି ଜିନିଷ ରଖିବା ଦ୍ଵାରା ଘରକୁ ଟାଣି ହୋଇ ଆସିଥାଏ ଟଙ୍କା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମର ଘରେ ସମସ୍ତ ରୁମ୍ ମାନଙ୍କ ଠାରୁ ଯେଉଁଘରେ ବ୍ୟକ୍ତି ଶୟନ କରିଥାଏ । ସେହି ରୁମ୍ ପ୍ରତି ପ୍ରତ୍ଯେକ ବ୍ୟକ୍ତିଙ୍କୁ ଅଧିକ ଯତ୍ନଶୀଳ ହେବା ଉଚିତ । ଏହା ସହ ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ । ଯେ ଶୟନ କକ୍ଷ ବା ବେଡ୍ ରୁମ୍ ରେ କେଉଁ ଜିନିଷ ରଖିବା ଉଚିତ ଓ କେଉଁ ଜିନିଷ ରଖିବା ଅନୁଚିତ । ଯାହା ଦ୍ଵାରା ଘରର ବାସ୍ତୁଦୋଷ ଭଲ ରହିଥାଏ । ପ୍ରତ୍ଯେକ ବ୍ୟକ୍ତି ଶୋଇବା ସମୟରେ ତକିଆର ନିହାତି ଭାବେ ବ୍ୟବହାର କରିଥାଏ ।

ତେବେ ତକିଆର ଯଦି ଆପଣ ସଠିକ ଭାବରେ ବ୍ୟବହାର କରିବେ । ତେବେ ସେହି ତକିଆ ହିଁ ଆପଣଙ୍କର ଭାଗ୍ୟକୁ ଚମକାଇ ଦେବ । ଆପଣଙ୍କର ନୀତିଦିନିଆ ଜୀବନରେ ଲାଗି ରହୁଥିବା ଅନେକ ଗୁଡିଏ ସମସ୍ଯାର ମଧ୍ୟ ସମାଧାନ କରିଦେବ । ଆପଣ ଶୋଇବା ସମୟରେ ତକିଆ ତଳେ ଗୋଟିଏ ମୟୂର ପଙ୍ଖ ଆଣି ରଖି ଦିଅନ୍ତୁ । ତାପରେ ଆପଣ ଆରାମରେ ଶୋଇ ପଡନ୍ତୁ । ଆପଣ କ’ ଣ ଜାଣିଛନ୍ତି ।

ଶୋଇବା ସମୟରେ ତକିଆ ତଳେ ଗୋଟିଏ ମୟୂର ପଙ୍ଖ ଭଗବାନଙ୍କୁ ସୁମରଣା କରି ନିଷ୍ଠା ସହକାରେ ରଖି ଶୋଇବା ଦ୍ଵାରା କଣ ଲାଭ ମିଳିଥାଏ । ଆପଣଙ୍କ କୁଣ୍ଡଳୀରେ ଥିବା ବହୁ ଗୁଡିଏଦୋଷ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ । ଗ୍ରହ, ନକ୍ଷତ୍ରଙ୍କ ସ୍ଥିତି ମଜଭୁତ ରହିଥାଏ । ଯାହା ଦ୍ଵାରା ତାହାର ପ୍ରକୋପ ଆପଣଙ୍କ ଉପରେ ଭଲ ହିଁ ପଡିଥାଏ । ଏପରି କରିବା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଥାଏ ।

ନଚେତ ଆପଣଙ୍କ ତକିଆ ତଳେ ଆପଣ ତୁଳସୀ ପତ୍ରକୁ ରଖି ମଧ୍ୟ ଶୋଇ ପାରିବେ । ଆପଣ ସକାଳୁ ଏକ ତୁଳସୀ ଗଛରୁ ପତ୍ର ତୋଳି ଆଣିଥିବେ । ରାତି ସମୟରେ ତକିଆ ତଳେ ପତ୍ର ରଖି ଶୋଇ ପଡିବେ । ସକାଳୁ ଉଠି ସେହି ପତ୍ରକୁ ସେବନ କରିବେ । ଏପରି କରିବା ଦ୍ଵାରା ଆପଣଙ୍କର ବନ୍ଦ ହୋଇଯାଇଥିବା ସମସ୍ତ ମାର୍ଗରୁ ଟଙ୍କା ଆସିବା ଆରମ୍ଭ କରିଦେବ । କିନ୍ତୁ ଏଥିପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ।

ଯେ ଆପଣ ତୁଳସୀ ପତ୍ର ତୋଳିବା ସମୟରେ ମା’ ବୃନ୍ଦାବତୀଙ୍କୁ ସୁମରଣା କରି ତାଙ୍କୁ କ୍ଷମା ପ୍ରାଥନା କରି ତୁଳସୀର ପତ୍ର ଛିଡାଇବେ । ରବିବାର ଦିନ ଭୁଲରେ ମଧ୍ୟ ତୁଳସୀ ପତ୍ରକୁ ତୋଳି ଏହି ଉପଚାରକୁ କରିବେ ନାହିଁ । ବାକି ଅନ୍ୟ ଦିନ ଆପଣ ଏହି ଉପାୟକୁ ନିଷ୍ଠାର ସହ କିଛି ଦିନ କରିକି ଦେଖନ୍ତୁ ।

ତାପରେ ଆପଣଙ୍କ ଭାଗ୍ୟରେ ହେଉଥିବା ଚମତ୍କାରୀତା ଆପଣ ନିଜେ ଜାଣିବାକୁ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ