ରୂପା ମୁଦି କେଉଁ ଆଙ୍ଗୁଠିରେ ଧାରଣ କରିଲେ କାର୍ଯ୍ୟସିଦ୍ଧି ହୋଇଥାଏ ? ଜାଣନ୍ତୁ ବାସ୍ତୁ ଶାସ୍ତ୍ରସମ୍ମତ ମତ ! Sadhu Vani

ସକାଳୁ ଉଠି ନିଜ ୨ ହାତର ପାପୁଲିକୁ ଦେଖିଲେ । ବହୁତ ହିଁ ଶୁଭ ହୋଇଥାଏ । ଚୁଚୁନ୍ଦ୍ରା ଘରେ ଦେଖିଲେ, ଲକ୍ଷ୍ମୀ ଆଗମନର ସୂଚନା ମିଳିଥାଏ । ଘରେ ବୁଢିଆଣୀ ଜାଲ ହେଲେ ତାହା ଅଶୁଭ ହୋଇଥାଏ । ବେଙ୍ଗ ବୋବାଇଲେ ବର୍ଷା ହେବାର ସୂଚନା ମିଳିଥାଏ । ଅମାବାସ୍ୟା ଦିନ ଅଦରକାରୀ ଜିନିଷ ବାହାରେ ଫୋପାଡିଲେ ଶୁଭ ହୋଇଥାଏ । ପକ୍ଷୀ ଫଳ ଖାଇ ଘର ଉପରେ ପକାଇଲେ ଭଲ ସମୟ ଆସିବାର ସୂଚନା ମିଳିଥାଏ । ସୂର୍ଯ୍ୟ ଉଦୟ ସମୟରେ ଘରର ପୂର୍ବ କିମ୍ବା ପଶ୍ଚିମରେ କାଉ ବୋବାଇଲେ, ଶୁଭ ହୋଇଥାଏ ।

ଜନ୍ମ ମାସ ଓ ଜନ୍ମ ସମୟ ଓ ଜନ୍ମ ନକ୍ଷତ୍ରରେ ପୁଅ କିବା ଝିଅ ବାହା ଘର କଲେ ଅଶୁଭ ହୋଇଥାଏ । ମନ୍ଦିରକୁ ଗଲେ ପ୍ରଥମେ ବାହନକୁ ମୁଣ୍ଡିଆ ମାରନ୍ତୁ । ତାପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ । ପ୍ରତିଦିନ ୮ ଗ୍ଳାସ ପାଣି ପିଅନ୍ତୁ । ଏବଂ ତାହାକୁ ବସି କରି ପିଅନ୍ତୁ । ରାତିରେ ଶୋଇବା ବେଳେ ଦର୍ପଣ ଘୋଡାଇ ରଖିଲେ, ଶୁଭ ହୋଇଥାଏ । ଗାଧେଇବା ପରେ ସୂର୍ଯ୍ୟଙ୍କୁ ନମସ୍କାର କଲେ । ଶୁଭ ହୋଇଥାଏ । ଏବଂ ତେଲ ସ୍ପର୍ଶ କରନ୍ତୁ ନାହିଁ ।

କଥା ହେଲା ବେଳେ ଭାବିଚିନ୍ତି ଓ ଜଗିକି କଥା ହେଲେ ମଙ୍ଗଳ ହୋଇଥାଏ । ଟଙ୍କା ଗଣିବା ବେଳେ କେବେ ଛେପ ମାରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ସୋମବାର, ବୁଧବାର ଓ ଶୁକ୍ରବାର ବାମ ପାଦ ଦେଇ ଘରୁ ବାହାରିଲେ ଶୁଭ ହୋଇଥାଏ । ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଡାହାଣ ପାଦ ଦେଇ ଘରୁ ବାହାରିଲେ ଶୁଭ ହୋଇଥାଏ ।

ଗାଈ ଆଖିରୁ ଲୁହ ବୋହିଲେ ବିପଦ ଆସିବାର ସୂଚନା ମିଳିଥାଏ । କଳା ପେଚା ଘର ଉପରେ ବସିଲରେ ଅଶୁଭ ହୋଇଥାଏ । ବିଛା ଦେଖିଲେ ବହୁତ ଶୁଭ ହୋଇଥାଏ । ତେଣୁ ବିଛାକୁ କେବେ ମାରନ୍ତୁ ନାହିଁ । ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ମୁଣ୍ଡରେ ପିନ୍ଧନ୍ତୁ ନାହିଁ । ମନ୍ଦିରର ଦେବତା ପୂର୍ବ ମୁଖ ଓ ଘରର ଠାକୁର ପଶ୍ଚିମ ମୁଖା ହୋଇଥିଲେ, ଶୁଭ ହୋଇଥାଏ ।

ବାରମ୍ବାର ଚର୍ମ ରୋଗ ହେଉଥିଲେ । ମଙ୍ଗଳବାର ଦିନ ମାଟିରେ ମୁଣ୍ଡ ଲଗେଇ ମୁଣ୍ଡିଆ ଦୂର ହୋଇଥାଏ । ବାସନ ମଜିବା ବେଳେ ବାସନ ମାଜିବାର ଶବ୍ଦ ଅଧିକ ହେଲେ । ଅଶୁଭ ହୋଇଥାଏ । ବାରମ୍ବାର କ୍ରୋଧ ଆସୁଥିଲେ, ଦିନକୁ ୫ ଥର ପାଦ ଧୋଇଲେ, ତାହା ଦୂର ହୋଇଥାଏ । ଶେଯରୁ ଉଠିବା ପରେ ବିଛଣା ଅସଜଡା ରଖିଲେ । ରାହୁଙ୍କ କୁଦ୍ରୁଷ୍ଟି ପଡିଥାଏ ।

ଖାଇ ବସିବା ବେଳେ ଲୁଣ ତଳେ ପକାଇବା ଲୁଗାରେ ପୋଛିବା ଭଲ ନୁହେଁ । ଏପରି କରିବା ଦ୍ଵାରା ରୁଣ ବଢିଥାଏ । ଠାକୁର ଘରେ ପ୍ରତିଦିନ ଝୁଣା, ଧୂପ କିମ୍ବା କର୍ପୁର ଧୂପ ଦେଲେ ଅଶୁଭତ୍ଵ ଦୂର ହୋଇଥାଏ । ରୂପା ମୁଦି ଡାହାଣ ହାତରେ ପିନ୍ଧିଲେ କାର୍ଯ୍ୟସିଦ୍ଧି ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଳ୍କ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ