ଆଜି ଆମେ ଆପଣଙ୍କୁ ଶାସ୍ତ୍ରରେ ଲିଖିତ ଏପରି କିଛି ଅନୁଚିନ୍ତା ବିଷୟରେ ଜଣାଇବୁ ଯାହାଦ୍ୱାରା ଯାହା ଦ୍ଵାରା ଆପଣ ନିଜ ଜୀବନକୁ ସରଳ ଓ ସୁନ୍ଦର କରିପାରିବେ । ଘଋ ବାହାରକୁ ଯିବା ସମୟରେ ଯଦି ମୂଷା ଆଗରେ ଚାଲିଯାଏ ତେବେ ଅଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ବାଧାବିଧ୍ନ ଆସିବାର ସଙ୍କେତ ହୋଇଥାଏ । ଘରେ ମୂଷା ସଂଖ୍ୟା ବୃଶଶୀ ହେବା ମଧ୍ୟ ଅଶୁଭ ହେବା ସହ ପରିବାର ଲୋକଙ୍କ ନକରାତ୍ମକ ଚିନ୍ତାଧାର ବୃଦ୍ଧି ହେବା ସହିତ ବୁଦ୍ଧିନାଶ ହେବାର କାରଣ ହୋଇଥାଏ ।
କଳା ମୂଷା ରାତିରେ ଘରେ ପଶିବା କିମ୍ବା ଉତ୍ପାତ କରିବା ମଧ୍ୟ ଅଶୁଭ ହୋଇଥାଏ ଏବଂ ଘରେ କେହି ରୋଗଗ୍ରସ୍ତ ହେବାର କିମ୍ବା ଶତ୍ରୁ ବୃଦ୍ଧି ହେବାର ସଙ୍କେତ ହୋଇଥାଏ । ଯଦି ଘରୁ ବାହାରିବା ସମୟରେ ଲଗାତାର କୌଣସି ଝାଡୁ ମାରିବା ଲୋକ ଦେଖନ୍ତୁ ତେବେ ଶୁଭ ହୋଇଥାଏ ଏବଂ କିଛିଦିନ ମଧ୍ୟରେ ଧନବାନ ହେବାର ସଙ୍କେତ ହୋଇଥାଏ । ରାସ୍ତାରେ ଯାଉଥିବା ସମୟରେ କୌଣସି କୁକୁର ରୁଟି କିମ୍ବା ଅନ୍ୟ କିଛି ଖାଦ୍ଯ ମୁହଁରେ ଧରି ଯାଉଥିବାର ଦେଖନ୍ତି ତେବେ ତାହା ମଧ୍ୟ ଶୁଭ ହୋଇଥାଏ ଏବଂ ଧନଲାଭ ହେବାର ସଙ୍କେତ ହୋଇଥାଏ ।
ଯଦି ଲଗାତାର ଘର ବାହାରେ ଧଳା ପେଚା ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବାର ସଙ୍କେତ ହୋଇଥାଏ । ରାସ୍ତାରେ ଯାଉଥିବା ସମୟରେ ଯଦି ଆଖୁ ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ ।
ସକାଳୁ ଉଠିଲା ପରେ ଯଦି ଶଙ୍ଖ ଧ୍ୱନି ଶୁଣିବାକୁ ମିଳେ ତାହା ଶୁଭ ହୋଇଥାଏ ଏବଂ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବାର ସଙ୍କେତ ହୋଇଥାଏ । ଦୀପାବଳି ଦିନ ଯଦି ତୁଳସୀ ଗଛରେ ଝିଟିପିଟି ଚଢିଥିବାର ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଅପାର ଧନ ସମ୍ପତ୍ତି ପ୍ରାପ୍ତି ହେବାର ସଙ୍କେତ ହୋଇଥାଏ । ଘରେ କୌଣସି ପକ୍ଷୀ ଆସି ବସା ବାନ୍ଧିବା ମଧ୍ୟ ଶୁଭ ହୋଇଥାଏ ଓ ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ହୋଇଥାଏ ।
ସକାଳୁ ଉଠିବା ମାତ୍ରେ ଆଇନା ଦେଖିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଦିନସାରା ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ସକାଳୁ ଉଠିବା ପରେ କୌଣସି ପଶୁଜନ୍ତୁଙ୍କ ନାମ ଧରିବା ଉଚିତ ନୁହେଁ । ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ସକାଳୁ ତୁହିବା ପରେ ତେଲ ପାତ୍ର କିମ୍ବା ଛୁଞ୍ଚି ସୂତା ଦେଖିବା ଉଚିତ ନୁହେଁ । ଏହା ମଧ୍ୟ ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ ।
ସକାଳୁ ଉଠିବା ପରେ ନିଆଁ କିମ୍ବା ହୋମ ଦେଖିବା ଶୁଭ ହୋଇଥାଏ ଏବଂ ଘାସ, ଗୋବର, ସୁନା ଇତ୍ୟାଦି ଦେଖିବା ଦ୍ଵାରା ଅମଙ୍ଗଳକାରୀ ହୋଇଥାଏ । ସକାଳୁ ଉଠିବା ପରେ ଶୃଙ୍ଗାର କରିଥିବା ସଧବା ନାରେ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ସକାଳୁ ଉଠିବା ପରେ ଗାଈ ଦେଖିବା କିମ୍ବା ଗାଈର ରାବ ଶୁଣିବାକୁ ପାଇବା ମଧ୍ୟ ଶୁଭ ହେବା ସହ ଦିନତି ମଙ୍ଗଳକାରୀ ହୋଇଥାଏ ।
ସକାଳୁ ଉଠିବା ପରେ ପ୍ରଥମେ ହାତର ଦୁଇ ପାପୁଲିକୁ ଦେଖିବା ଉଚିତ । ଏହାଦ୍ବାରା ଦିଅନ୍ତି ଶୁଭ ଏବଂ ମଙ୍ଗଳମୟ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।