ଆଜିର ରାଶିଫଳ, 27 ମେ 2022, ଶୁକ୍ରବାର, ମା ଦୁର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କାମର ଭାର ଅଧିକ ରହିପାରେ । ଯଦି ଆପଣ ଚାକିରି କରୁଛନ୍ତି ଓ ଆପଣଙ୍କର ମାଲିକ କୌଣସି ମହତ୍ଵ ପୂର୍ଣ୍ଣ ଦାୟିତ୍ଵ ଦେବେ ତେବେ ଆପଣ ଛୋଟ ଛୋଟ ଭୁଲ କରିବାରୁ ବଞ୍ଚିତ ହୁଅନ୍ତୁ । ଏଥିପାଇଁ ଆପଣଙ୍କ ଇମେଜ ଖରାପ ହୋଇପାରେ ଯାହାର ଖରାପ ପ୍ରଭାବ ଆପଣଙ୍କର ପ୍ରମୋଶନ ହେବାରେ ପଡିପାରେ । ଆସୁଥିବା ଦିନ ମାନଙ୍କରେ କାନୁନି ମାମଲା ଆପଣଙ୍କର ପାଖରେ ରହିବ । ଆପଣଙ୍କ ସହ କୌଶସି ସମସ୍ଯା ମଧ୍ୟ ହୋଇପାରେ । ସମ୍ପର୍କୀୟ ଓ ମିତ୍ର ମାନଙ୍କ ସହଯୋଗ ପାଇବେ ।

ବୃଷ ରାଶି : ଆପଣ ନିଜର ଭାବନା କୁ କାବୁ ରେ ରଖନ୍ତୁ । ଆପଣଙ୍କର ଇଚ୍ଛା ପୂରଣ ହେବାର ସମୟ ଆସି ଯାଇଛି । ଆପଣ ନିଜର ବ୍ୟବସାୟିକ ନିସ୍ପତି ବିଚାର କରି ନେବେ । ଜୀବନରେ ସ୍ଥିତି ଭଲ ରହିବ । ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ହୋଇପାରେ । କୌଣସି ମିତ୍ର ଙ୍କ ଆଗମନ ଆପଣଙ୍କ ଘରକୁ ହୋଇପାରେ । ଅଚଳ ସମ୍ପତି ରେ ଆପଣ ହକଦାର ହେବେ । ବ୍ଯବସାୟିକ ଯୋଜନା ଫଳପ୍ରଦ ହେବ । ଜୀବନ ସାଥି ଙ୍କ ଭୁଲ ଆଚରଣ ଆପଣଙ୍କ ଉପରେ ପ୍ରଭାବ ପକାଇପାରେ ।

ମିଥୁନ ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । କାମ କାର୍ଯ୍ୟ ରେ ଜଡିତ କୌଣସି ଖବର ପ୍ରାପ୍ତ ହେବ । କାରୋବର ବୃଦ୍ଧି କରିବା ପାଇଁ ଅନ୍ୟ ଠାରୁ ଆପଣ ଭଲ ପରାମର୍ଶ ନେବେ । ଆଜି ଚାକିରି କରୁଥିବା ବ୍ୟକ୍ତି ଙ୍କୁ ଆଗକୁ ବଢିବାରେ ମୌକା ମିଳିବ । ସବୁ କ୍ଷେତ୍ର ରୁ ସଫଳତା ପାଇବେ । ଆପଣଙ୍କୁ ସାମାଜିକ ସମାରୋହର ଭାଗ ନେବାକାଉ ପଡିପାରେ । ସମାରୋହରେ ଏମିତି ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହେବ ଯିଏ ଆପଣଙ୍କ ପାଇଁ ବହୁତ ଖାସ ହେବେ ।

କର୍କଟ ରାଶି : ଆଜି ମତଭେଦ ଦୂର ହେବ । ଘାର ମାହୋଲ ବେହତର ରହିବ । ଆପଣ ପରିବାର ସହ ପିକନିକ ଯିବାର ପ୍ଳାନ କରିବେ । ଜୀବନ ସାଥି ଙ୍କ ସହ କୌଣସି କଥାକୁ ନେଇ ଲମ୍ବା ସମୟ ଧରି ଆଲୋଚନା କରିବେ । କାମ ମାମଲାରେ କିଛି ଲୋକ ଆପଣଙ୍କର ସହମତି ମାଗିବେ । ବିଦ୍ୟାର୍ଥୀ ବର୍ଗ କ୍ଯାରିୟର ରେ ସଫଳ ହେବେ । ଜୀବନ ସାଥି ଙ୍କ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କର ଭେଟ ଏମିତି ବ୍ୟକ୍ତି ଙ୍କ ସହ ହେବ ଯାହାଙ୍କ ଠାରୁ ଆପଣଙ୍କୁ ଭବିଷ୍ୟତରେ ଫାଇଦା ମିଳିବ ।

ସିଂହ ରାଶି : ଆଜି ଆପଣ ଚିଡିଚିଡା ଅନୁଭବ କରିବେ । ଆଜି ଆପଣଙ୍କୁ ବହୁତ କାମ କରିବାକୁ ହେବ । ଦୌଡ ଧାପଡ କରିବା ପରେ ଆପଣଙ୍କୁ ଫାଇଦା ମିଳିବ । ଆପଣଙ୍କର ପ୍ରେମିକ ଙ୍କ ମୁଡ ଭଲ ରହିବ । ଅଧିକ ସମୟ ପ୍ରିୟଜନ ଙ୍କ ସହ ବ୍ଯତୀତ ହେବ । ଆପଣଙ୍କ ଜୀବନର ସବୁ ସମୟର ଅନ୍ତ ଘଟିବ । ଆପଣଙ୍କୁ ଆପଣଙ୍କ ଜୀବନରେ ନୂଆ ସଫଳତା ମିଳିବାର ସମ୍ଭାବନା ରହିଛି । ଆପଣ ଘରୋଇ ସାମନା କିଣିବାରେ ଧାନ ଖର୍ଚ୍ଚା କରିବେ ।

କନ୍ୟା ରାଶି : ଆୟ ରେ ବୃଦ୍ଧି ହେବାର ସମ୍ଭାବନା ରହିଛି । କାର୍ଯ୍ୟ କ୍ଷେତ୍ର ରେ ଅପାନଙ୍କୁ ଭଲ ପରିଣାମ ଦେଖିବାକୁ ମିଳିବ । କିନ୍ତୁ ଏହା ଦେଖି ଆପଣଙ୍କର ଶତ୍ରୁ ଈର୍ଷା କରିବେ । ଅପାନ ନିଜର ବ୍ୟକ୍ତିତ୍ବ ର ବିକାଶ କରିବେ ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଫାଇଦା ସାବ୍ୟସ୍ତ ହେବ । ପ୍ରେମୀ ଯୁଗଳ ଙ୍କ ପାଇଁ ସମୟ ଭଲ ରହିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ ରେ ଉନ୍ନତି କରିବେ ।

ତୁଳା ରାଶି : ଆଜି ଅନେକ ଦିନ ପରେ ଅଟକି ରହିଥିବା କାମ ପୁରା ହେବ । ଯଦି ଆପଣଙ୍କ ସମ୍ପର୍କୀୟ ଆପଣଙ୍କ ଠାରୁ ଉଧାର ମାଗିବେ ତେବେ ବିଚାର କରନ୍ତୁ । କାରଣ ଧନ ମାମଲା କୁ ନେଇ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ଯଦି ଆପନ ମନ ଲଗାଇ ପ୍ରୟାସ କରିବେ ତେବେ ଆପଣଙ୍କୁ ନିଶ୍ଚିନ୍ତ ଭାବେ ସଫଳତା ମିଳିବ । ଆପଣଙ୍କ ପରିବାର ରେ ଭାଇ ବା ଭଉଣୀ ଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଘର କାମ ରେ ଆପଣ ବ୍ୟସ୍ତରେ ରହିବେ । ସମାଜରେ ମାନ ସମାନ ବୃଦ୍ଧି ହେବ ।

ବିଛା ରାଶି : ଆଜି ଆପଣଙ୍କ ଜୀବନରେ ସଫଳତା ର ନୂଆ ମାର୍ଗ ଖୋଲିବ । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ଭାଗ ନେବେ ଏଥିପାଇଁ ଆପଣଙ୍କର ଧନ ମଧ୍ୟ ବ୍ୟୟ ହେବ । ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଆଜି ଦିନ ଟି ଉତ୍ତମ ରହିବ । ସଠିକ ସମୟ ଦେଖି ଆପଣ ନିଜର ପ୍ରେମର ଇଜହାର କରିବେ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ଧନ ଲାଭର ସମ୍ଭାବନା ରହିଛି । ଭୂମି, ବାହନ ଇତ୍ୟାଦି ର ଯୋଗ ଦେଖା ଯାଉଛି । ଚାକିରି କ୍ଷେତ୍ର ରେ ଆପଣଙ୍କୁ ମାନ ସମାନ ପ୍ରାପ୍ତ ହେବ ।

ଧନୁ ରାଶି : ଆଜି ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ଯଦି ଆପଣ କୌଣସି ସମ୍ପତି କ୍ରୟ କରିବାକୁ ଇଚ୍ଛା ରଖିଛନ୍ତି ତେବେ ସେଥିରେ ଆଜି ଆପଣ ନିଶ୍ଚିନ୍ତ ଭାବେ ସଫଳ ହେବେ । କୌଣସି ପୁରୁଣା ବା ଅଧିକ ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନେବା ପାଇଁ ଆଜି ଦିନ ଟି ଭଲ ରହିବ । ଜୀବନ ସାଥି ଙ୍କ ଠାରୁ ଆଜି ଆପଣ ପୂର୍ଣ୍ଣ ସହଯୋଗ ପାଇବେ । ନିଜର ପ୍ରତିଭା ଉପରେ ଭରସା ରଖନ୍ତୁ । ଖାଲି ସମୟରେ କରୁଥିବା ଗତି ବିଧି ପାଇଁ ସମୟ ବାହାର କରନ୍ତୁ ।

ମକର ରାଶି : ଯଦି ଆପଣ ବ୍ୟାପାରୀ ତେବେ କାରୋବାର ରେ ପରିବର୍ତ୍ତନ ହୋଇପାରେ । ବେପାର ରେ କୌଣସି ସ୍ଥିତି ଅଚାନକ ବଦଳିବା କାରଣରୁ ମନ ପ୍ରସନ୍ନ ହେବ । କିନ୍ତୁ ଆପଣ ନିଜର ଯୋଜନା ବିଷୟରେ କାହାକୁ କୁହନ୍ତୁ ନାହି । ପରିବାର ଲୋକଙ୍କ ସହ ସମୟ ବ୍ଯତୀତ କରିବେ । ସାମାଜିକ କାର୍ଯ୍ୟ ସଠିକ ସମୟରେ ହେବାର ନଜର ଆସିବ । କିଛି ବଡ ସ୍ଥିତି କୁ ବୁଝିବା ଆପଣଙ୍କ ପାଇଁ ବେହତର ସାବ୍ୟସ୍ତ ହେବ । ବ୍ୟାୟମ ଓ ଯୋଗ ଅଭ୍ଯାସ କରି ଦିନ ଆରମ୍ଭ କରନ୍ତୁ ।

କୁମ୍ଭ ରାଶି : ବ୍ଯବସାୟିକ ଯାତ୍ରା ଅନୁକୂଳ ରହିବ । ନୂଆ କାମ ପ୍ରାପ୍ତ ହେବ । ଲାଭର ଅବସର ହାତକୁ ଆସିବ । କୋର୍ଟ କଚେରି କାମ କରିବା ପାଇଁ ସମୟ ଭଲ ରହିବ । ଆଜି ଆପଣଙ୍କର ଅନିୟମିତତା ଦିନଚର୍ଯ୍ୟା ରହିବ ଯାହା ପାଇଁ କାମ ହାତରୁ ଖସି ଯାଇପାରେ । ଚାକିରି ପାଇଁ ଆପଣଙ୍କୁ ଆଜି ଯାତ୍ରା କରିବାକୁ ପଡିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନ ଟି ଭଲ ରହିବ । ସନ୍ଧ୍ଯା ସମୟରେ ଅଚାନକ ଖୁସି ଖବର ପ୍ରାପ୍ତ ହେବା କାରଣରୁ ପରିବାର ରେ ହସ ଖୁସି ର ମାହୋଲ ରହିବ ।

ମୀନ ରାଶି : ଆଜି ସକାଳୁ ପିତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ପ୍ରେମ ଜୀବନରେ ଆଜି ଦିନ ଟି ଆପଣଙ୍କର ଭଲ ରହିବ । ଅନ୍ୟ ଠାରୁ ସହଯୋଗ ନେଲେ ସଫଳ ହେବେ । ଉପହାର ବା ସମାନ ବୃଦ୍ଧି ହେବ । ଜମି ବାହନ ସଉଦା କରିବା ସମୟରେ ବିଚାର ବିମର୍ଶ କରନ୍ତୁ । ସହକର୍ମୀ ମାନଙ୍କ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହେବ ଯାହା ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।