ସିଂହ ହାବୁଡରେ ପଡିଗଲେ ଜଣେ ପର୍ଯ୍ୟଟକ, ଆଉ ତା’ପରେ ଯାହା ହେଲା ନା…ଦେଖି କି କାବା ହେଇଯିବେ, ଦେଖନ୍ତୁ viral video

ହାଇଦ୍ରାବାଦର ଜୁଓଲୋଜିକାଲ ପାର୍କରେ ଘଟିଛି ଏକ ଅ-ଭା-ବ-ନୀ-ୟ ଘ-ଟ-ଣା । ଜଣେ ପର୍ଯ୍ୟଟକ ସିଂହ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତକାଲି ଜଣେ ପର୍ଯ୍ୟଟକ ପାର୍କରେ ବୁଲୁଥିବା ବେଳେ ହଠାତ ଆଫ୍ରିକାନ ସିଂହର ଏନକ୍ଳୋଜର ଭିତରକୁ ପଶି ଯାଇଥିଲେ । ପର୍ଯ୍ୟଟକ ଜଣାଣ ଏନକ୍ଳୋଜର ଉପରି ଭାଗରେ ଥିବା ବେଳେ ତାଙ୍କୁ ତଳେ ଜଗି ରହିଥିଲା ସିଂହ । ତେବେ ସେ ଉପରୁ ଖସଡା ପଥରୁ ତଳକୁ ଖସି ନଥିବାରୁ ତାଙ୍କ ଜୀବନ ସୁରକ୍ଷିତ ରହିଥିଲା ।

ଏହି ସମୟରେ ଅନ୍ୟ ପର୍ଯ୍ୟଟକ ମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ ଓ ପରେ ତାଙ୍କୁ ନେଇ ବାହାଦୁରପୁରା ପୋ-ଲି-ସ ଷ୍ଟେସନରେ ଜିମା ଦେଇଥିଲେ ଚିଡିଆ ଖାନା କତ୍ତୃପକ୍ଷ । ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ସେହି ଅ-ଭା-ବ-ନୀ-ୟ ଘ-ଟ-ଣା ସମୟର ଦୃଶ୍ୟ । ଯାହା ଦେଖିବାକୁ ଅତ୍ୟନ୍ତ ଭ-ୟା-ନ-କ ଥିଲା । ତଳେ ବ୍ୟକ୍ତି ଜଣଙ୍କୁ ଅନେଇ ରହିଛି ସିଂହ ଆଉ ଉପରେ ଏକ ଖସଡା କାନ୍ଥରେ ସେ ବସି ରହିଛନ୍ତି ।

ଭି-ଡି-ଓ ଦେଖିଲେ ଏମିତି ଲାଗୁଛି ଯେପରି ସେ ଅଳ୍ପକେ ତଳକୁ ଖସି ପଡିବେ ଆଉ ସିଂହର ଶି-କା-ର ହେବେ । କିନ୍ତୁ ଯାହା ହେଉ ସେ ସାହାସ ଧରି ରହିଥିଲେ ଓ ସାବଧାନତାର ସହ ଉପରକୁ ଉଠି ଆସିଥିଲେ । ଏହି ଦୃଶ୍ୟ ଦେଖୁଥିବା ଲୋକେ ମଧ୍ୟ ଖୁବ୍ ଭ-ୟ-ରେ ଚି-ତ୍କା-ର କରୁଥିଲେ ଓ ତାଙ୍କୁ ସେଠାରୁ ଉଠି ଆସିବାକୁ ପାଟି କରୁଥିଲେ । କିଛି ସମୟ ପରେ ପର୍ଯ୍ୟଟକ ଜଣକ ମଧ୍ୟ ସେଠାରୁ ଉଠି ଯାଇଥିଲେ ଓ ଅନ୍ୟ କିଛି ପର୍ଯ୍ୟଟକ ତାଙ୍କୁ ସେଠାରୁ ନେଇ ଯାଇଥିଲେ ।

କିଛି ଲୋକ ଏହି ଘ-ଟ-ଣା-ର ଭି-ଡି-ଓ ଉତ୍ତୋଳନ କରିଥିଲେ ଓ ସାମନାକୁ ଆସିବା ପରେ ଏବେ ଏହା ଦ୍ରୁତଗତିରେ ଭା-ଇ-ରା-ଲ ହେଉଛି । ଦେଖିବା ଲୋକ ବି ନିହାତି ଭାବେ ଡ-ରି ଯାଉଛନ୍ତି । ତେବେ କେଉଁ ପରିସ୍ଥିତିରେ କିପରି ଓ କଣ ପାଇଁ ପର୍ଯ୍ୟଟକ ଜଣକ ସେଠାକୁ ଯାଇଥିଲେ ସେନେଇ ତାଙ୍କୁ ପଚରା ଉଚରା କରୁଛି ବାହାଦୁରପୁରା ପୋ-ଲି-ସ । ପୂର୍ବରୁ ଦିଲ୍ଲୀର ଜୁଓଲୋଜିକାଲ ପାର୍କରେ ମଧ୍ୟ ଏଭଳି ଏକ ଅ-ଭା-ବ-ନୀ-ୟ ଘ-ଟ-ଣା-ର ଭି-ଡି-ଓ ଖୁବ୍ ଭା-ଇ-ରା-ଲ ହୋଇଥିଲା ।

ସେଠାରେ ବାଘ ଏନକ୍ଳୋଜର ମଧ୍ୟରେ ଖସି ପଡିଥିଲେ ଜଣେ ଯୁବକ । କିନ୍ତୁ ଦୁର୍ଭାଗ୍ୟବଶତଃ ବାଘର ଶି-କା-ର ହୋଇ ପ୍ରା-ଣ ହ-ରା-ଇ-ଥି-ଲେ । ତେବେ ବର୍ତ୍ତମାନ ଏହି ଭି-ଡି-ଓ-ଟି ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ଯାହା ହେଉ ପର୍ଯ୍ୟଟକ ଜଣକ ସୁରକ୍ଷିତ ଭାବେ ସେଠାରୁ ବାହାରି ଆସିଛନ୍ତି । ନଚେତ ସିଂହର ଶି-କା-ର ହେବାରୁ ତାଙ୍କୁ କେହି ମଧ୍ୟ ବଞ୍ଚାଇ ପାରି ନଥାନ୍ତେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।