ଟର୍ଚ କୁ ଓଡିଆରେ କଣ କୁହାଯାଏ ? ଏହା ସହ ଆହୁରି 10+ ସାଧରାଣଜ୍ଞାନ ପ୍ରଶ୍ନ ଉତ୍ତର

ନମସ୍କାର ବନ୍ଧୁଗଣ, ମଣିଷ ବଞ୍ଚିଥିବା ଯାଏ କେବେ ହେଲେ ଜ୍ଞାନ ଆହରଣ କରିବା କମିନଥାଏ । ଜ୍ଞାନକୁ କେହି କାହାଠାରୁ ନେଇପାରନ୍ତି ନାହିଁ କିନ୍ତୁ ବାଣ୍ଟିପାରନ୍ତି । କୁହାଯାଏ ଜ୍ଞାନ ବାଣ୍ଟିବା ଫଳରେ ବଢିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଛି ଅଜଣା ପ୍ରଶ୍ନର ଉତ୍ତର ଯାହା ଆପଣ ମାନଙ୍କ ଜ୍ଞାନ ବଢାଇବା ପାଇଁ ସହାୟ ହେବ । ଆପଣଙ୍କ ନିଜ ଜ୍ଞାନ ନିଜେ ବୃଦ୍ଧି କରିପାରିବେ ଆମର ଏହି ପୋଷ୍ଟ ମାଧ୍ୟମରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କିଛି ପ୍ରଶ୍ନର ଉତ୍ତର ।

1- କେଉଁ ଜିନିଷ ଆମ ପାଖରେ ଅଛି ହେଲେ ଆମେ ଦେଖି ପାରୁନା କି ଛୁଇଁ ପାରୁନା ? ଉତ୍ତର: ପବନ । ଏହା ଆମ ଚାରିପାଖରେ ଥାଏ ଆମେ ନିଶ୍ଵାସ ପ୍ରଶ୍ଵାସ ମଧ୍ୟ ନେଊ ହେଲ ଏହା ଅଦୃଶ୍ୟ ଯାହା ଫଳରେ ଏହାକୁ ଛୁଇଁ ହୁଏନି କିମ୍ବା ଦେଖି ହୁଏନି । 2- କେଉଁ ପକ୍ଷୀ ଡେଣା ନ ବାଡେଇ ଉଡିପାରେ ? ଉତ୍ତର: ଅଲବ୍ରାଟସ । ଏହି ପକ୍ଷୀ ନିଜ ଡେଣା ନ ବାଡେଇ ସେମିତି  ଶୂନ୍ୟରେ ଉଡିବାର କ୍ଷମତା ରଖିଛି ।

3-  କେଉଁ ଫଳ ସିଝେ ନାହିଁ ? ଉତ୍ତର: ନଡିଆ । ଆପଣ ନଡିଆକୁ ଯେତେ ଚେଷ୍ଟା ପାରିବେ ନାହିଁ କାରଣ ତାହା ବହୁତ ଶକ୍ତ ବା ଟାଣ ଅଟେ । 4- ପୃଥିବୀରେ କେତେ ପ୍ରକାରର ପକ୍ଷୀ ଅଛନ୍ତି ? ଉତ୍ତର: ଛୟା ନବେ ହଜାର ପକ୍ଷୀ ରହିଛନ୍ତି ଆମ ଏହି ସାରା ସଂସାରରେ । 5- ପକ୍ଷୀ ସମ୍ପର୍କିତ ବିଜ୍ଞାନର ନାମ କଣ ? ଉତ୍ତର: ଅରିତଥାଲଜି ।

6- କେଉଁ ପକ୍ଷୀର ଦୃଷ୍ଟିଶକ୍ତି ସବୁଠାରୁ ଅଧିକ ଅଟେ ? ଉତ୍ତର: ଚିଲର ଦୃଷ୍ଟିଶକ୍ତି ସମସ୍ତ ପକ୍ଷୀଠାରୁ ଅଧିକ ଅଟେ । 7- କେଉଁ ଦେଶରେ 5G ନେଟୱର୍କ ବ୍ୟବହାର କରାଯାଉଛି ? ଉତ୍ତର: ଦକ୍ଷିଣ କୋରିଆ । 8- କେଉଁ ଦେଶରେ ପୁରୁଷଙ୍କ ଜନସଂଖ୍ୟା ମହିଳାଙ୍କ ଜନସଂଖ୍ୟା ଠାରୁ କମ ଅଟେ ? ଉତ୍ତର: ବ୍ରାଜିଲ ।

9- ଚକ୍ର କାହାର ପ୍ରତୀକ ଅଟେ ? ଉତ୍ତର: ପ୍ରଗତି । 10- ଟର୍ଚ୍ଚ କୁ ଓଡିଆରେ କଣ କୁହାଯାଏ ? ଉତ୍ତର: ଟର୍ଚ୍ଚ କୁ ଓଡିଆରେ କୁହାଯାଏ ମଶାଲ । 11- କେଉଁ ଦେଶ ପ୍ରଥମେ ଉଡୁଥିବା କାର ଉଦ୍ଭାବନ କରିଥିଲା ? ଉତ୍ତର: ସ୍ଲୋଭାକିଆ । 12-  କେଉଁ ଦେଶ ସର୍ବାଧିକ କୋଇଲା ଉତ୍ପାଦନ କରିଥାଏ ? ଉତ୍ତର: ଚୀନ । 13- ଅମ୍ବୁଲାନ୍ସକୁ ଓଡିଆରେ କଣ କୁହାଯାଏ ? ଉତ୍ତର: ଆପତକାଳୀନ ଯାନ ।

14- ଅଙ୍ଗୁର ଚାଷ ପାଇଁ କେଉଁ ନଗର ପ୍ରସିଦ୍ଧ ? ଉତ୍ତର: ନାସିକ । 15- କେଉଁ ଜୀବର ରକ୍ତର ରଙ୍ଗ ଧଳା ହୋଇଥାଏ ? ଉତ୍ତର: ଅସରପା । 16- ବର୍ତ୍ତମାନ କୋହିନୁର ହୀରା କେଉଁ ଦେଶରେ ଅଛି? ଉତ୍ତର: ଲଣ୍ଡନ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।