ଆଜିର ରାଶିଫଳ, 06 ଜାନୁୟାରୀ 2023, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ମନ ବିଚଳିତ ରହିପାରେ । ଚାକିରିରେ କାର୍ଯ୍ୟ ଭାର ବଢିବ କାରଣରୁ ଷ୍ଟ୍ରେସ ରେ ରହିବେ । ବେହତର ହେବ ଆପଣ ନିଜ କାର୍ଯ୍ୟ ଭାର ଅନ୍ୟ ମାନଙ୍କ ସହ ବାଣ୍ଟି ଦିଅନ୍ତୁ । ଆପଣଙ୍କ ପାଇଁ ଜରୁରୀ କାମ ଓ ପାରିବାରିକ ଦାୟିତ୍ଵ ନିଭାଇବା ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଅଟେ । ପରିବାରର ସଦସ୍ୟ ଙ୍କୁ ଆପଣଙ୍କର ଜରୁରତ ଅଛି । ଆପଣଙ୍କର ସମ୍ମାନ ହେବ ଓ ଖ୍ୟାତି ବଢିବ । ଆପଣଙ୍କ ବ୍ୟାପାରରେ ବିସ୍ତାର ହୋଇପାରେ ।

ବୃଷ ରାଶି : ଆପଣଙ୍କ ପରିବାରର ଗୁରୁଜନ ମାନେ ଆପଣଙ୍କୁ ଖୁସି ଖୁସି ସାହାଜ୍ଯ କରିବେ । ଆଜି ପିତାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ସାଥିରେ କାମ କରୁଥିବା ଲୋକଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ନିଜର ବନ୍ଧୁ, ସମ୍ପର୍କୀୟ ସହ ସମ୍ପର୍କ ସ୍ଥାପନ ହେବ । ବନ୍ଧୁ ବର୍ଗ ଙ୍କ ପାଇଁ ଯାହା ବ୍ୟୟ କରିବେ ଲାଭପ୍ରଦ ରହିବ । ପ୍ରବାସ ବା ପର୍ଜ୍ୟଟନ ର ଅବସର ମିଳିବ । ଆପଣଙ୍କ ପ୍ରୋଫେସନ ବିଷୟରେ କହିବାକୁ ଗଲେ ପରିଣାମ ଆପଣଙ୍କ ପକ୍ଷ ରେ ରହିବ ।

ମିଥୁନ ରାଶି : ଇନକମ ବଢାଇବା ପାଇଁ ମିଥୁନ ରାଶିର ଲୋକ ଅଧିକ ମେହନତ କରନ୍ତୁ । କିଛି କ୍ଷେତ୍ର ଯାଏଁ ଆପଣ ସଫଳ ମଧ୍ୟ ହେବେ । ବରିଷ୍ଠ ନାଗରିକ ଙ୍କୁ କୌଣସି ପ୍ରକାରର ଭାବନାତ୍ମକ ଭାଗୀଦାରୀ ଓ ଲମ୍ବା ଯାତ୍ରା ରୁ ବଞ୍ଚିତ ରୁହନ୍ତୁ । ଘରେ ଅତିଥୀ ଙ୍କ ଆଗମନ ହେବ କାରଣରୁ ଖୁସି ର ମାହୋଲ ରହିବ । ଆପଣ ଜୀବନ ସାଥିଙ୍କ ସମର୍ଥନ ଓ ପ୍ରେମ ପାଇ ଖୁସି ହେବେ । ଲମ୍ବା ସମୟରେ ଜୀବନ ସାଥିଙ୍କ ମୁଡ ଭଲ ରହିବ ।

କର୍କଟ ରାଶି : ନେଗେଟିଭ ଗତି ବିଧି ଠାରୁ ଦୂରେଇ ରୁହନ୍ତୁ । ଆଜି ଆପଣ ସୁନ୍ଦର ବସ୍ତ୍ର ବା ଆଭୁଷଣ କ୍ରୟ କରିବେ । ପାରିବାରିକ ପ୍ରତିଷ୍ଠା ର ସ୍ତର ରେ ତୀବ୍ର ଗତିରେ ବଢିବାର ନଜର ଆସିବ । ପ୍ରେମ ସମ୍ପର୍କ ପାଇଁ ସମୟ ଶୁଭ ଅଟେ । ପାରିବାରିକ ସୁଖ ଭଲ ମିଳିବ । ଚାକିରି କରୁଥିବା ଜାତକ କଠିନ ପରିଶ୍ରମ ଦ୍ଵାରା ନିଜ ବରିଷ୍ଠ ଙ୍କୁ ସନ୍ତୁଷ୍ଟ କରିବେ । ବନ୍ଧୁ ଙ୍କ ତରଫରୁ ଅଧିକ ସମର୍ଥନ ପାଇବେ ।ସୁଖ ସୁବିଧାର ସ୍ତର ଆପଣଙ୍କର ବଢିପାରେ ।

ସିଂହ ରାଶି : ଯୁବକଙ୍କୁ ଆଜି ଭଲ ଭାବେ ବିଚାର କରି ନିସ୍ପତି ନେବାର ଅଛି । ଆଜି ଆପଣଙ୍କର କିଛି ବଡ କାମରେ ପରିବର୍ତ୍ତନ ଦେଖାଯିବ । ବ୍ୟସ୍ତ ଭରା ଦିନ ରହିବ । କ୍ରୋଧରେ ଆଜି କୌଣସି ବଡ କାମ କରନ୍ତୁ ନାହି । ଲମ୍ବା ଯାତ୍ରା ରୁ ବଞ୍ଚିତ ରୁହନ୍ତୁ । କିଛି ଭାବନାତ୍ମକ କଥା ଆପଣଙ୍କୁ ଚିନ୍ତାରେ ପକାଇପାରେ । ଆଜି କୌଣସି ପ୍ରକାରର ତର୍କ ରୁ ବଞ୍ଚିତ ରୁହନ୍ତୁ । ବରିଷ୍ଠ ଓ ସହ କର୍ମୀ ଙ୍କ ଠାରୁ ସାହାଜ୍ଯ ମିଳିନ । ସବୁ ଜିନିଷକୁ ନିୟନ୍ତ୍ରିତ ରଖିବା ପାଇଁ ଆପଣଙ୍କୁ କଠିନ ମେହନତ କରିବାକୁ ପଡିବ ।

କନ୍ୟା ରାଶି : ନୂଆ ଯୋଜନାରୁ ଲାଭ ପାଇବେ । ବ୍ୟର୍ଥ ଖର୍ଚ୍ଚ ରୁ ବଞ୍ଚିତ ରୁହନ୍ତୁ । କାମ କାର୍ଯ୍ୟ କରୁଥିଲେ ଦିନ ଲାଭଦାୟକ ରହିବ । ଆପଣଙ୍କର ବ୍ୟକ୍ତିଗତ ଆମଦାନି ବଢିବ । କାର୍ଯ୍ୟ ସ୍ଥଳରେ କାହା ସହ ବିବାଦ କରନ୍ତୁ ନାହି । ପ୍ରେମ ପୂର୍ଣ୍ଣ ସମ୍ପର୍କ ଯଦି କିଛି ଅଛି ତେବେ ଆଜି ଦିନରେ ବହୁତ ଭଲ ରହିବାର ଅଛି । ଆପଣ ନିଜକୁ କ୍ୟାରିୟରରେ ଉଠାଇବାକୁ ଯଦି ବହୁତ ପ୍ରୟାସ କରିଛନ୍ତି ତେବେ ଆପଣଙ୍କର ସବୁ କାମ ପୂରଣ ହେବ ଓ ସଫଳତା ମିଳିବ । ଯୁବ ବର୍ଗ ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରନ୍ତୁ ।

କନ୍ୟା ରାଶି : ଆଜି ଆପଣଙ୍କ ଦିନ ପରିବାର ସହ ବ୍ଯତୀତ ହେବ । ବିଦେଶୀ ସମ୍ପର୍କ ଥିବା ଲୋକଙ୍କର ଆଗମନ ଅଚାନକ କୌଣସି ଲାଭ ଦେଇପାରେ । ଆୟ ଭଲ ରହିବ ଓ ବେରୋଜଗାର ରେ ଲିପ୍ତ ଜାତକ ଙ୍କ ପାଇଁ ଆକର୍ଷକ ସଉଦା କୁ ଅନ୍ତିମ ରୂପ ପ୍ରଦାନ କରିବେ । ସକ୍ରିୟ ବୁଦ୍ଧି କାରଣରୁ ବିଚାର ପଜେଟିଭ ଆସିବ । କାର୍ଯ୍ୟ କରିବାରେ ଫୁର୍ତ୍ତି ରହିବେ । କୌଣସି ସମସ୍ୟାର ସମାଧାନ ହୋଇପାରେ । ବିଜନେସ ଗ୍ରାଫ କୁ ଉଠାଇବାକୁ ଚେଷ୍ଟା କରନ୍ତୁ ।

ବିଛା ରାଶି : ଆଜି ଆପଣ କ୍ରୋଧ ଉପରେ ସଂଯମ ରଖନ୍ତୁ । ଏକ ଭଲ ଦିନ ବିତାଇବା ପାଇଁ ଉଶ୍ଚୁକ ଅଟନ୍ତି । ଆପଣଙ୍କୁ ନିଜ ବାଣୀ ଉପରେ ସଂଯମ ରଖିବାର ଅଛି । ଆପଣ ସୁଖ ସୁବିଧା ର ଲାଭ ଉଠାଇବେ । ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ଯାହା ଦ୍ଵାରା ସ୍ୱାସ୍ଥ୍ୟ ବେହତର ରହିବ । ଆପଣ ଦୂର ଯାତ୍ରା କୁ ବାହାରି ପାରନ୍ତି । ଆର୍ଥିକ କାର୍ଯ୍ୟ ରେ ଆପଣଙ୍କ ସଫଳତା ମିଳିବ । ଲୋକଙ୍କ ଉପରେ ବିଶ୍ଵାସ କରନ୍ତୁ ନାହି ।

ଧନୁ ରାଶି : ଆପଣଙ୍କ ହାତରେ କୌଣସି ଧାର୍ମିକ ବା ପୂଣ୍ୟ କାମ ହେବ । ସନ୍ତାନ ଙ୍କ ମାମଲାରେ କିଛି ସମସ୍ଯା ହୋଇପାରେ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଅଯଥା କଥା ଭାବି ଆପଣ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହି । ଭଲ ଭାବିବେ ତ ଆପଣଙ୍କୁ ଭଲ ପରିଣାମ ନଜର ଆସିବ । ଯଦି ଆଜି ଆପଣଙ୍କ ପାଖରେ କିଛି ଅଧିକ କରିବାକୁ ନାହି ତେବେ ବହି ପଢନ୍ତୁ ବା ଧାର୍ମିକ ସ୍ଥାନକୁ ଯାତ୍ରା କରନ୍ତି । କାନୁନି ମାମଲାର ସମାଧାନ ହେବ । ଆପଣଙ୍କ ସମସ୍ୟାର ସମାଧାନ ହୋଇପାରେ ।

ମକର ରାଶି : ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ ର ଧ୍ୟାନ ରଖିବାର ଆସି । ଯାତ୍ରା ସମୟରେ ସତର୍କ ରୁହନ୍ତୁ । ଆଜି ଯଦି ସମ୍ଭବ ହୁଏ ଯାତ୍ରା ସମୟରେ କାହାକୁ ନେଇକି ଯାଆନ୍ତୁ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ମିଶ୍ରିତ ପରିଣାମ ପ୍ରାପ୍ତ ହେବ । ଯଦି ଆପଣ ସେୟାର ବଜାର ରେ କାମ କରୁଛନ୍ତୁ ତେବେ ଆଜି ନିସ୍ପତି ନିଅନ୍ତୁ ନାହି । ମନ ଖୋଲା କରି କଥା କୁହନ୍ତୁ । ଅନ୍ୟ ର ଦୁଖ ବୁଝିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ ରାଶି : ସମ୍ପର୍କ ମଜବୁତ ହେବ । ଆଜି ଫାଇଦାମନ୍ଦ ଲୋକେ ଆପଣଙ୍କ ସହ ଅଚାନକ ଭେଟ ହେବେ । ଘରୋଇ ସମାନ କିଣିବା ସହ ସୁଖ ସୁବିଧାରେ ଖର୍ଚ୍ଚ ହେବ । ଅଫିସରେ ଆଳସ୍ୟ ତ୍ୟାଗ କାରଣରୁ । ନଚେତ ଆପଣଙ୍କର ଜରୁରୀ କାମ ଅଧା ରହିପାରେ । ଓସ୍ତ ଗଛକୁ ପ୍ରଣାମ କରନ୍ତି ଆପଣଙ୍କ ଜିବନରେ ବହୁତ ଲାଭ ହେବ । ବରିଷ୍ଠ ଙ୍କ ସାନିଧ୍ୟ ରେ ରହିବାର ଶୁଭ ଅବସର ପ୍ରାପ୍ତ ହେବ । ଆଜି ଆପଣଙ୍କର ମନ ମୁତବାକ ଇଚ୍ଛା ପୂରଣ ହେବ ।

ମୀନ ରାଶି : କିଛି ଅଯଥା ଖର୍ଚ୍ଚ କରନ୍ତୁ ନାହି । ଜୀବନ ସତହୀଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ଦ୍ରୁଷ୍ଟି କୋଣରୁ ଆଜି ଦିନ ଟି ସାମାନ୍ଯ ରହିବ । ଆପଣଙ୍କ ବିଚାର ରେ ପଜେଟିଭ ପରିବର୍ତ୍ତନ ଆସିବ । ଆଜି ନେଇଥିବା ନିସ୍ପତି ଲମ୍ବା ସମୟ ଯାଏଁ ଅସର ଦେଖାଯିବ । ପରିବାର ଜନ ଙ୍କ ମଧ୍ୟରେ ପ୍ରେମ ଓ ସ୍ନେହ ବଢିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।