ଲାଗତାର ଦୁଇ ଦିନ କମିଲା ସୁନା ରେଟ, ଦେଖନ୍ତୁ କେତେ ଅଛି ଆଜି 29 ଅକ୍ଟୋବରର Gold rate

କହିବାକୁ ଗଲେ ଗତ କିଛି ଦିନ ହେବ ସୁନାର ମୂଲ୍ୟ ହ୍ରାସ ପାଉଛି । ଯାହାକି ସମସ୍ତଙ୍କ ପାଇଁ ଏକ ଖୁସିର ଖବର ଅଟେ । ଏମିତିରେ ଧୀରେ ଧୀରେ ସମସ୍ତେ ସୁନା କିଣି ପାରିବେ । ଏମିତିରେ ଆଜି ସୁନାର ମୂଲ୍ୟ କେତେ ଅଛି ଚାଳନ୍ତୁ ଜାଣିବା । ଆଜି ୨୯ ଅକ୍ଟୋବର ୨୦୨୦ରେ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୬୯ ଟଙ୍କା, ୮ ଗ୍ରାମକୁ ୩୨,୫୫୨ ଟଙ୍କା, ୧୦ ଗ୍ରାମକୁ ୪୦,୬୯୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୦୬,୯୦୦ ଟଙ୍କା ଅଛି । ଆପଣଙ୍କୁ କହିଦେଉଛୁ କି ଗତ କିଛି ଦିନ ହେବ ୧୮ କ୍ୟାରେଟ ସୁନାର ମୂଲ୍ୟ ସମାନ ଅଛି ।

ସେହିଭଳି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୯୦୦ ଟଙ୍କା, ୮ ଗ୍ରାମକୁ ୩୯,୨୦୦ ଟଙ୍କା, ୧୦ ଗ୍ରାମକୁ ୪୯,୦୦୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୯୦,୦୦୦ ଟଙ୍କା ଅଟେ । କହିବାକୁ ଗଲେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ୧୦୦ ଟଙ୍କା କମ ହୋଇଛି ।

୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୨୬୦ ଟଙ୍କା, ୮ ଗ୍ରାମକୁ ୪୨,୦୮୦ ଟଙ୍କା, ୧୦ ଗ୍ରାମକୁ ୫୨,୬୦୦ ଟଙ୍କା, ୧୦୦ ଗ୍ରାମକୁ ୫,୨୬,୦୦୦ ଟଙ୍କା ଅଟେ । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ୧୧୦ ଟଙ୍କା କମ ହୋଇଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୨.୪୧ ଟଙ୍କା, ୮ ଗ୍ରାମକୁ ୪୯୯.୨୮ ଟଙ୍କା, ୧୦ ଗ୍ରାମକୁ ୬୨୪.୧୦ ଟଙ୍କା, ୧୦୦ ଗ୍ରାମକୁ ୬,୨୪୧ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୨,୪୧୦ ଟଙ୍କା ଅଛି । ଆଜି ଚାନ୍ଦିର ଦାମ ବଢିଛି । ୧ କିଲୋ ଚାନ୍ଦିର ଦାମ କାଲି ଅପେକ୍ଷା ୧୦ ଟଙ୍କା ବଢିଛି । କିନ୍ତୁ ଦୁଇ ତିନି ହେବ ଚାନ୍ଦି ଅଳ୍ପ ବଢିବାରେ ଲାଗିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।