Interesting GK Q&A: ଜଣେ ବ୍ୟକ୍ତି 30 ଦିନ ନ ଶୋଇ କେମିତି ବଞ୍ଚିପାରିବ ? ଏହାସହ ଆହୁରି 20ଟି ପ୍ରଶ୍ନୋତ୍ତର

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଗ୍ରୀନ ପାର୍କ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ ?

ଉ: କାନପୁରରେ ଅବସ୍ଥିତ ।

୨- ହାତୀ କେଉଁ ରଙ୍ଗ ଦେଖି ରାଗି ଯାଇଥାଏ ?

ଉ: ହଳଦିଆ ରଙ୍ଗ ଦେଖିଲେ ରାଗିଯାଏ ।

୩- ଆଧୁନିକ ଯୁଗର ତୁଳସୀ ଦାସ କାହାକୁ କୁହା ଯାଇଥାଏ ?

ଉ: ମୈଥିଲି ଶରଣ ଗୁପ୍ତାଙ୍କୁ ।

୪- ଭାରତର ବିତ୍ତୀୟ ବର୍ଷ କେବେ ଆରମ୍ଭ ହୋଇଥାଏ ?

ଉ: ଏପ୍ରିଲ ୧ ତାରିଖ ଠାରୁ ।

୫- ସଂସାରର ସବୁଠୁ ବଡ ମହାକାବ୍ୟ ର ନାମ କଣ ?

ଉ: ମହାଭାରତ ସବୁଠୁ ବଡ ମହାକାବ୍ୟ ଅଟେ ।

୬- କେଉଁ ଜୀବକୁ ସବୁ ଜିନିଷ ଦୁଇ ଗୁଣ ଦେଖା ଯାଇଥାଏ ?

ଉ: ହାତୀକୁ ସବୁ ଦୁଇଗୁଣା ଦିଶେ ।

୭- ରାମକୃଷ୍ଣ ମିଶଣ କିଏ ସ୍ଥାପନା କରିଥିଲେ ?

ଉ: ସ୍ଵାମୀ ବିବେକାନନ୍ଦ ସ୍ଥାପନ କରିଥିଲେ ।

୮- ଭାରତର ପ୍ରଥମ କମ୍ପ୍ୟୁଟରୀ କୃତ ଡାକଘର କେଉଁଠାରେ ଅବସ୍ଥିତ ?

ଉ: ନୂଆ ଦିଲ୍ଲୀ ଠାରେ ।

୯- କେଉଁ ଜୀବନର ମସ୍ତକ କାଟି ଦେବା ପରେ ମଧ୍ୟ ସେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ରହି ପାରେ ?

ଉ: ଅସରପା ।

୧୦- କେଉନ ଫଳର ମଞ୍ଜି କୁକୁର ଖାଇବା ପରେ ମରି ଯାଇଥାଏ ?

ଉ: ସେଓ ଏବଂ ନାସପାତି ମଞ୍ଜି ।

୧୧- ଗାଈର ସବୁଠୁ ବେଶୀ ପସନ୍ଦ ହେଉଥିବା ରଙ୍ଗ କଣ ଅଟେ ?

ଉ: ସବୁଜ ରଙ୍ଗ

୧୨- କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉ: ବାଂଲାଦେଶ ର ଜାତୀୟ ଖେଳ କବାଡି ।

୧୩- ପୃଥିବୀର ସବୁଠୁ ଲମ୍ବା ନଦୀର ନାମ କଣ ?

ଉ: ନୀଳ ନଦୀ ହେଉଛି ସବୁଠୁ ଲମ୍ବା ନଦୀ ।

୧୪- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉ: ପଣ୍ଡିତ ଜବାହାରଲାଲ ନେହେରୁ ।

୧୫- ଓଡିଶାର ସବୁଠୁ ବଡ ନଦୀର ନାମ କଣ ?

ଉ: ମହାନଦୀ ଓଡିଶାର ବଡ ନଦୀ ।

୧୬- କେଉଁଠାରେ ସବୁଠୁ ଅଧିକ ଭାରତୀୟଙ୍କୁ ରିଜେକ୍ଟ କରା ଯାଇଥାଏ ?

ଉ: ଆମେରିକାରେ

୧୭- ଭାରତରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ବର୍ଷ ହୋଇଥାଏ ?

ଉ: ୫ ବର୍ଷ ।

୧୮- ତାଜମହଲ କେଉନ ନଦୀ କୂଳରେ ଅବସ୍ଥିତ ?

ଉ: ଯମୁନା ନଦୀ କୂଳରେ ।

୧୯- କିଏ ଚାଲିଥାଏ ଥକି ପଡିଲେ ବେକ କଟାହୁଏ ?

ଉ: ପେନସିଲ ।

୨୦- ଜଣେ ବ୍ୟକ୍ତି 30 ଦିନ ନ ଶୋଇ କେମିତି ବଞ୍ଚିପାରିବ ?

ଉ: ବ୍ୟକ୍ତି ଦିନରେ ଶୋଇବା ଆବଶ୍ୟକ ନାହିଁ କାରଣ ସେ ରାତିରେ ଶୋଇପାରିବେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।