ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଗ୍ରୀନ ପାର୍କ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ ?
ଉ: କାନପୁରରେ ଅବସ୍ଥିତ ।
୨- ହାତୀ କେଉଁ ରଙ୍ଗ ଦେଖି ରାଗି ଯାଇଥାଏ ?
ଉ: ହଳଦିଆ ରଙ୍ଗ ଦେଖିଲେ ରାଗିଯାଏ ।
୩- ଆଧୁନିକ ଯୁଗର ତୁଳସୀ ଦାସ କାହାକୁ କୁହା ଯାଇଥାଏ ?
ଉ: ମୈଥିଲି ଶରଣ ଗୁପ୍ତାଙ୍କୁ ।
୪- ଭାରତର ବିତ୍ତୀୟ ବର୍ଷ କେବେ ଆରମ୍ଭ ହୋଇଥାଏ ?
ଉ: ଏପ୍ରିଲ ୧ ତାରିଖ ଠାରୁ ।
୫- ସଂସାରର ସବୁଠୁ ବଡ ମହାକାବ୍ୟ ର ନାମ କଣ ?
ଉ: ମହାଭାରତ ସବୁଠୁ ବଡ ମହାକାବ୍ୟ ଅଟେ ।
୬- କେଉଁ ଜୀବକୁ ସବୁ ଜିନିଷ ଦୁଇ ଗୁଣ ଦେଖା ଯାଇଥାଏ ?
ଉ: ହାତୀକୁ ସବୁ ଦୁଇଗୁଣା ଦିଶେ ।
୭- ରାମକୃଷ୍ଣ ମିଶଣ କିଏ ସ୍ଥାପନା କରିଥିଲେ ?
ଉ: ସ୍ଵାମୀ ବିବେକାନନ୍ଦ ସ୍ଥାପନ କରିଥିଲେ ।
୮- ଭାରତର ପ୍ରଥମ କମ୍ପ୍ୟୁଟରୀ କୃତ ଡାକଘର କେଉଁଠାରେ ଅବସ୍ଥିତ ?
ଉ: ନୂଆ ଦିଲ୍ଲୀ ଠାରେ ।
୯- କେଉଁ ଜୀବନର ମସ୍ତକ କାଟି ଦେବା ପରେ ମଧ୍ୟ ସେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ରହି ପାରେ ?
ଉ: ଅସରପା ।
୧୦- କେଉନ ଫଳର ମଞ୍ଜି କୁକୁର ଖାଇବା ପରେ ମରି ଯାଇଥାଏ ?
ଉ: ସେଓ ଏବଂ ନାସପାତି ମଞ୍ଜି ।
୧୧- ଗାଈର ସବୁଠୁ ବେଶୀ ପସନ୍ଦ ହେଉଥିବା ରଙ୍ଗ କଣ ଅଟେ ?
ଉ: ସବୁଜ ରଙ୍ଗ
୧୨- କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?
ଉ: ବାଂଲାଦେଶ ର ଜାତୀୟ ଖେଳ କବାଡି ।
୧୩- ପୃଥିବୀର ସବୁଠୁ ଲମ୍ବା ନଦୀର ନାମ କଣ ?
ଉ: ନୀଳ ନଦୀ ହେଉଛି ସବୁଠୁ ଲମ୍ବା ନଦୀ ।
୧୪- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?
ଉ: ପଣ୍ଡିତ ଜବାହାରଲାଲ ନେହେରୁ ।
୧୫- ଓଡିଶାର ସବୁଠୁ ବଡ ନଦୀର ନାମ କଣ ?
ଉ: ମହାନଦୀ ଓଡିଶାର ବଡ ନଦୀ ।
୧୬- କେଉଁଠାରେ ସବୁଠୁ ଅଧିକ ଭାରତୀୟଙ୍କୁ ରିଜେକ୍ଟ କରା ଯାଇଥାଏ ?
ଉ: ଆମେରିକାରେ
୧୭- ଭାରତରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ବର୍ଷ ହୋଇଥାଏ ?
ଉ: ୫ ବର୍ଷ ।
୧୮- ତାଜମହଲ କେଉନ ନଦୀ କୂଳରେ ଅବସ୍ଥିତ ?
ଉ: ଯମୁନା ନଦୀ କୂଳରେ ।
୧୯- କିଏ ଚାଲିଥାଏ ଥକି ପଡିଲେ ବେକ କଟାହୁଏ ?
ଉ: ପେନସିଲ ।
୨୦- ଜଣେ ବ୍ୟକ୍ତି 30 ଦିନ ନ ଶୋଇ କେମିତି ବଞ୍ଚିପାରିବ ?
ଉ: ବ୍ୟକ୍ତି ଦିନରେ ଶୋଇବା ଆବଶ୍ୟକ ନାହିଁ କାରଣ ସେ ରାତିରେ ଶୋଇପାରିବେ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।