କେବଳ ନିଶା ନୁହେଁ ବରଂ ଏହି ତିନୋଟି ରୋଗ ସହ ବି ଲଢିଥାଏ ଭାଙ୍ଗ, ଜାଣନ୍ତୁ ଏଥିରୁ ମିଳୁଥିବା ଆଶ୍ଚର୍ଯ୍ୟଜନକ ଫାଇଦା ବିଷୟରେ

ଏମିତି କୁହାଯାଏ କି ଭଗବାନ ଶିବଙ୍କର ମୁଖ୍ୟ ପ୍ରସାଦ ଭାଙ୍ଗ ଅଟେ ଏବଂ ଏହାକୁ ସବୁ ଶିବରାତ୍ରି ଦିନ ସେବନ କରିବା ଉଚିତ । ଭାଙ୍ଗ ଏକ ନିଶା ଦ୍ରବ୍ୟ ଅଟେ । କିନ୍ତୁ ଏହାର ଅଧିକ ସେବନ ଆମର ସ୍ୱାସ୍ଥ୍ୟକୁ ହାନି ପହଞ୍ଚାଇ ଥାଏ । କିନ୍ତୁ ଆପଣମାନେ କଣ ଜାଣିଛନ୍ତି କି ଭାଙ୍ଗ ବିଭିନ୍ନ ରୋଗ ଗୁଡିକରୁ ଆମକୁ ବଞ୍ଚାଇ ଥାଏ ଏବଂ ଏହାର ବ୍ୟବହାର କିଛି ରୋଗୀଙ୍କୁ ଠିକ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । କେବଳ ଏତିକି ନୁହେଁ ଏହା ତିନୋଟି ମୁଖ୍ୟ ରୋଗ ସହିତ ବି ଲଢିଥାଏ ।

କେବଳ ନିଶା ନୁହେଁ ଏହି ତିନୋଟି ରୋଗ ସହିତ ବି ଲଢିଥାଏ ଭାଙ୍ଗ

ଭାଙ୍ଗର ସେବନ ସେହି ରୋଗୀମାନଙ୍କୁ କରିବା ଉଚିତ ଯେଉଁମାନଙ୍କୁ ପେନ କିଲର ଖାଇବା ମନା ଅଟେ । ଭାଙ୍ଗ କଷ୍ଟ ସହିବାର କ୍ଷମତାକୁ ବଢାଇ ଥାଏ । କହିବାକୁ ଗଲେ ଭାଙ୍ଗରେ ଥିବା ଟୀଏଚସୀ ତତ୍ୱ ମସ୍ତିଷ୍କର ସେହି ଅଂସକୁ ସକ୍ରିୟ କରିଥାଏ ଯିଏ କଷ୍ଟ ସହ ଲଢିବା ପାଇଁ କିମ୍ବା କଷ୍ଟକୁ ସହିବାର କ୍ଷମତା ପାଇଁ କାମ କରିଥାଏ ।

ରୋଗ ଗୁଡିକରେ ଲାଭଦାୟକ

ଭାଙ୍ଗର ପ୍ରୟୋଗ କଷ୍ଟକୁ ଦୂର କରିବା ସହିତ ବାନ୍ତି ଭଳି ସମସ୍ୟାକୁ ବି ଦୂର କରିଥାଏ । ଏହାର ପ୍ରୟୋଗ ଡାୟବିଟୀଜ ଭଳି ରୋଗର ଚିକିସ୍ଛାରେ ବି କରାଯାଏ । ଜର, ଜଲ୍ଦି ହଜମ କରିବା ଏବଂ ଭୋକ ବଢାଇବା ଇତ୍ୟାଦିରେ ଏହାକୁ ପ୍ରୟୋଗ କରାଯାଏ । ଭାଙ୍ଗର ତାଜା ପତ୍ରର ଲେପ ଲଗାଇବା ଦ୍ଵାରା ଚର୍ମ ସବନ୍ଧିତ ରୋଗ ବି ଠିକ ହୋଇଯାଏ ।

ମୁଣ୍ଡ ବୁଲାଇବା କିମ୍ବା ହୈପେଟାଇସିସ ର ସାଇଡ ଇଫେକ୍ଟରେ ଆରାମ ପ୍ରଦାନ କରେ

ଭାଙ୍ଗରେ ମିଳୁଥିବା କୈନାବିନଏଡ୍ସ କଂପାଉଂଡ ମଣିଷକୁ ଶାନ୍ତ ରଖିଥାଏ । ଏହା ସହିତ ଏହା ବାରମ୍ବାର ମୁଣ୍ଡ ବୁଲାଇବାର ସମସ୍ୟାକୁ ବି ଠିକ କରିଥାଏ । ଯୂରୋପିୟନ ଜନରଲ ଅଫ ଗୈସ୍ଟ୍ରୋଲଜୀ ଏଂଡ ହେପାଟୋଲଜୀ ଅନୁସାର ଭାଙ୍ଗ ସାହାର୍ଯ୍ୟରେ ୮୬ ପ୍ରତିଶତ ରୋଗୀ ହୈପେଟାଇଟିସ C ରୁ ମୁକ୍ତ ହୋଇଛନ୍ତି ।

କ୍ୟାନ୍ସର ଉପରେ କରିଥାଏ ପ୍ରଭାବ

ଭାଙ୍ଗରେ କ୍ୟାନ୍ସର ସହ ଲଢିବାର ବି ଶକ୍ତି ଅଛି । ଗୋଟିଏ ରିସର୍ଚରେ ଜଣା ପଡିଛି କି ଟ୍ୟୁମରର ବିକାଶରେ ଜରୁରୀ ରକ୍ତ କୋଶିକାକୁ ଅଟକାଇବାର ଶକ୍ତି ଭାଙ୍ଗରେ ଅଛି । ଭାଙ୍ଗ ଦ୍ଵାରା କୈନାବିନଏଡ୍ସ ସେ କୋଲନ କ୍ୟାନ୍ସର, ବ୍ରେସ୍ଟ କ୍ୟାନ୍ସର ଏବଂ ଲିଭର କ୍ୟାନ୍ସରର ଭଳି ରାୟଗର ସଫଳ ଚିକିସ୍ଛା ହୋଇଥାଏ । ଏହା ଛଡା ଭାଙ୍ଗ ଷ୍ଟ୍ରୋକର ସ୍ଥିତିରେ ମସ୍ତିଷ୍କ କୁ କ୍ଷତି ପହଞ୍ଚାଇବାରୁ ବଞ୍ଚାଇ ଥାଏ ଏବଂ ଭାଙ୍ଗ ଷ୍ଟ୍ରୋକର ପ୍ରଭାବକୁ ମୁଣ୍ଡର କିଛି ଅଂସରେ ହିଁ ସୀମିତ କରି ଦିଏ ।