ଶ୍ରୀକୃଷ୍ଣଙ୍କର ଏହି କଥା ଗୁଡିକ ଜୀବନର ସବୁ ଯୁଧ୍ୟକୁ ଜିତିବାରେ କରିବ ସାହାର୍ଯ୍ୟ, ସମସ୍ତଙ୍କୁ ଏହା ଜାଣିବା ଦରକାର, ଥରଟୁଏ ନିଶ୍ଚୟ ପଢନ୍ତୁ

ମନୁଷ୍ୟ ମାନଙ୍କୁ ନିଜ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ । କିଛି ଲୋକମାନେ ନିଜର ଭବିଷ୍ୟକୁ ନେଇ କରିଥିବା ଯୋଜନାରେ ଅସଫଳ ରୁହନ୍ତି, ପ୍ରାୟତଃ ଲୋକମାନେ ନିଜ ସ୍ଵପ୍ନକୁ ପୁରା କରିବାରେ ଅସଫଳ ରୁହନ୍ତି । ଆପଣଙ୍କୁ କହିଦେଉଛୁ ଯେ ଏମିତି ବହୁତ ଧାର୍ମିକ ଗ୍ରନ୍ଥ ଅଛି ଯେଉଁଥିରେ ବ୍ୟକ୍ତିମାନଙ୍କର ଜୀବନ ସହ ଜଡିତ ବିଭିନ୍ନ ବିଷୟରେ ଉଲ୍ଲେଖ କରା ଯାଇଛି । ହିନ୍ଦୁ ଧର୍ମରେ ମହାଭାରତ ଏକ ପ୍ରମୁଖ୍ୟ ଗ୍ରନ୍ଥ ଅଟେ ।

ଏମିତିରେ କୁହଯାଏ କି ମହାଭାରତରେ କୁହା ଯାଇଥିବା କଥା ଗୁଡିକୁ ଯଦି ବ୍ୟକ୍ତି ନିଜ ଜୀବନରେ ପାଳନ କରିଥାଏ ତେବେ ସେ ନିଜ ଜୀବନରେ ଆସୁଥିବା ସମସ୍ତ ପରିସ୍ଥିତିକୁ ସାମନା କରି ପାରିବ ।

ଆଜି ଆମେ ଏହି ପୋସ୍ଟ ମାଧ୍ୟମରେ ମହାଭାରତରେ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା କିଛି ଏମିତି କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ସମସ୍ତେ ମନେ ରଖିବା ଉଚିତ, ଏହା ଦ୍ଵାରା ଆପଣ ନିଜ ଜୀବନରେ କେବେ ବି ହାରିବେ ନାହିଁ ।

ଆସନ୍ତୁ ଜାଣିବା ଭଗବାନ ଶ୍ରୀ କୃଷ୍ଣଙ୍କର ଏହି କଥା ବିଷୟରେ

·    ଭଗବାନ ଶ୍ରୀକୃଷ୍ଣ ମହାଭାରତରେ କହିଛନ୍ତି କି କୌଣସି ବ୍ୟକ୍ତି ପାଇଁ ଅଧା ଜ୍ଞାନ ଭୟଙ୍କର ହୋଇପାରେ । ଏହାର ଏକ ଉଦାହରଣ ହେଉଛନ୍ତି ଅଭିମନ୍ୟୁ । ସମସ୍ତେ ଜାଣିଛନ୍ତି କି ଅଭିମନ୍ୟୁଙ୍କର ମୁର୍ତ୍ୟୁ କେଉଁ ପରିସ୍ଥିରେ ହୋଇଥିଲା । ତାଙ୍କର ଅଧା ଜ୍ଞାନ ତାଙ୍କର କୌଣସି କାମରେ ଆସିଲା ନାହିଁ । ସେଥିପାଇଁ ମନୁଷ୍ୟକୁ କେବେ ବି ଅଧା ଜ୍ଞାନ ପ୍ରାପ୍ତ କରିବା ଉଚିତ ନୁହେଁ, ସବୁବେଳେ ତାଙ୍କୁ ପୁରା ଜ୍ଞାନ ହିଁ ଗ୍ରହଣ କରିବା ଉଚିତ । ତେବେ ଯାଇ ସେମାନେ ଜୀବନରେ ସଫଳ ହୋଇ ପାରିବେ ।

·    ମହାଭାରତରେ ଏମିତି ବହୁତ ମିତ୍ର ଅଛନ୍ତି ଯେଉଁମାନେ ନିଜର ସେନା ସହିତ ହିଁ ବିଶ୍ଵାସଘାତକତା କରିଛନ୍ତି । ମହାଭାରତରେ ଏହି କଥା ଉଲ୍ଲେଖ କରାଯାଇଛି କି କେତେ ଥର ଆମକୁ ବନ୍ଧୁ ରୂପରେ ଶତ୍ରୁ ମିଳି ଯାଆନ୍ତି ଏବଂ ସେମାନେ ଆମ ସହିତ ରହି ଆମର ବିଭିନ୍ନ କଥା ବିଷୟରେ ଜାଣି ନିଅନ୍ତି । ଯେଉଁ କାରଣରୁ ଆମକୁ ପରାଜୟର ସାମନା କରିବାକୁ ପଡିଥାଏ ।

·    ମହାଭାରତରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କି ଅଧିକ କହିବା ସବୁଠୁ ଭୟାନକ ହୋଇଥାଏ ସେଥିପାଇଁ ବ୍ୟକ୍ତିଙ୍କୁ ନିଜର ଶବ୍ଦ ଉପରେ ସଂଯମ ରଖିବା ଦରକାର, ଯେଉଁ ପ୍ରକାରରେ ଦ୍ରୋପଦି ଯଦି ଦୁର୍ଜ୍ୟଧନଙ୍କୁ ‘ ଅନ୍ଧର ପୁତ୍ର ବି ଅନ୍ଧ’ ନ କହିଥାନ୍ତେ ତେବେ ମହାଭାରତ ଯୁଧ୍ୟ କେବେ ବି ହୋଇ ନଥାନ୍ତା, ସେଥିପାଇଁ ବ୍ୟକ୍ତିଙ୍କୁ କହିବା ପୂର୍ବରୁ ପ୍ରଥମେ ଭାବିବା ଉଚିତ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ପୋଷ୍ଟଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେୟର କରନ୍ତୁ । ଆଗକୁ ଏମିତି ଲେଖା ସବୁ ପାଇବା ପାଇଁ ଓଡିଆ ଫାଷ୍ଟକୁ ଲାଇକ କରନ୍ତୁ ।