ଏମିତି କୁହାଯାଏ କି ଭଗବାନ ଶିବଙ୍କର ମୁଖ୍ୟ ପ୍ରସାଦ ଭାଙ୍ଗ ଅଟେ ଏବଂ ଏହାକୁ ସବୁ ଶିବରାତ୍ରି ଦିନ ସେବନ କରିବା ଉଚିତ । ଭାଙ୍ଗ ଏକ ନିଶା ଦ୍ରବ୍ୟ ଅଟେ । କିନ୍ତୁ ଏହାର ଅଧିକ ସେବନ ଆମର ସ୍ୱାସ୍ଥ୍ୟକୁ ହାନି ପହଞ୍ଚାଇ ଥାଏ । କିନ୍ତୁ ଆପଣମାନେ କଣ ଜାଣିଛନ୍ତି କି ଭାଙ୍ଗ ବିଭିନ୍ନ ରୋଗ ଗୁଡିକରୁ ଆମକୁ ବଞ୍ଚାଇ ଥାଏ ଏବଂ ଏହାର ବ୍ୟବହାର କିଛି ରୋଗୀଙ୍କୁ ଠିକ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । କେବଳ ଏତିକି ନୁହେଁ ଏହା ତିନୋଟି ମୁଖ୍ୟ ରୋଗ ସହିତ ବି ଲଢିଥାଏ ।
କେବଳ ନିଶା ନୁହେଁ ଏହି ତିନୋଟି ରୋଗ ସହିତ ବି ଲଢିଥାଏ ଭାଙ୍ଗ
ଭାଙ୍ଗର ସେବନ ସେହି ରୋଗୀମାନଙ୍କୁ କରିବା ଉଚିତ ଯେଉଁମାନଙ୍କୁ ପେନ କିଲର ଖାଇବା ମନା ଅଟେ । ଭାଙ୍ଗ କଷ୍ଟ ସହିବାର କ୍ଷମତାକୁ ବଢାଇ ଥାଏ । କହିବାକୁ ଗଲେ ଭାଙ୍ଗରେ ଥିବା ଟୀଏଚସୀ ତତ୍ୱ ମସ୍ତିଷ୍କର ସେହି ଅଂସକୁ ସକ୍ରିୟ କରିଥାଏ ଯିଏ କଷ୍ଟ ସହ ଲଢିବା ପାଇଁ କିମ୍ବା କଷ୍ଟକୁ ସହିବାର କ୍ଷମତା ପାଇଁ କାମ କରିଥାଏ ।
ରୋଗ ଗୁଡିକରେ ଲାଭଦାୟକ
ଭାଙ୍ଗର ପ୍ରୟୋଗ କଷ୍ଟକୁ ଦୂର କରିବା ସହିତ ବାନ୍ତି ଭଳି ସମସ୍ୟାକୁ ବି ଦୂର କରିଥାଏ । ଏହାର ପ୍ରୟୋଗ ଡାୟବିଟୀଜ ଭଳି ରୋଗର ଚିକିସ୍ଛାରେ ବି କରାଯାଏ । ଜର, ଜଲ୍ଦି ହଜମ କରିବା ଏବଂ ଭୋକ ବଢାଇବା ଇତ୍ୟାଦିରେ ଏହାକୁ ପ୍ରୟୋଗ କରାଯାଏ । ଭାଙ୍ଗର ତାଜା ପତ୍ରର ଲେପ ଲଗାଇବା ଦ୍ଵାରା ଚର୍ମ ସବନ୍ଧିତ ରୋଗ ବି ଠିକ ହୋଇଯାଏ ।
ମୁଣ୍ଡ ବୁଲାଇବା କିମ୍ବା ହୈପେଟାଇସିସ ର ସାଇଡ ଇଫେକ୍ଟରେ ଆରାମ ପ୍ରଦାନ କରେ
ଭାଙ୍ଗରେ ମିଳୁଥିବା କୈନାବିନଏଡ୍ସ କଂପାଉଂଡ ମଣିଷକୁ ଶାନ୍ତ ରଖିଥାଏ । ଏହା ସହିତ ଏହା ବାରମ୍ବାର ମୁଣ୍ଡ ବୁଲାଇବାର ସମସ୍ୟାକୁ ବି ଠିକ କରିଥାଏ । ଯୂରୋପିୟନ ଜନରଲ ଅଫ ଗୈସ୍ଟ୍ରୋଲଜୀ ଏଂଡ ହେପାଟୋଲଜୀ ଅନୁସାର ଭାଙ୍ଗ ସାହାର୍ଯ୍ୟରେ ୮୬ ପ୍ରତିଶତ ରୋଗୀ ହୈପେଟାଇଟିସ C ରୁ ମୁକ୍ତ ହୋଇଛନ୍ତି ।
କ୍ୟାନ୍ସର ଉପରେ କରିଥାଏ ପ୍ରଭାବ
ଭାଙ୍ଗରେ କ୍ୟାନ୍ସର ସହ ଲଢିବାର ବି ଶକ୍ତି ଅଛି । ଗୋଟିଏ ରିସର୍ଚରେ ଜଣା ପଡିଛି କି ଟ୍ୟୁମରର ବିକାଶରେ ଜରୁରୀ ରକ୍ତ କୋଶିକାକୁ ଅଟକାଇବାର ଶକ୍ତି ଭାଙ୍ଗରେ ଅଛି । ଭାଙ୍ଗ ଦ୍ଵାରା କୈନାବିନଏଡ୍ସ ସେ କୋଲନ କ୍ୟାନ୍ସର, ବ୍ରେସ୍ଟ କ୍ୟାନ୍ସର ଏବଂ ଲିଭର କ୍ୟାନ୍ସରର ଭଳି ରାୟଗର ସଫଳ ଚିକିସ୍ଛା ହୋଇଥାଏ । ଏହା ଛଡା ଭାଙ୍ଗ ଷ୍ଟ୍ରୋକର ସ୍ଥିତିରେ ମସ୍ତିଷ୍କ କୁ କ୍ଷତି ପହଞ୍ଚାଇବାରୁ ବଞ୍ଚାଇ ଥାଏ ଏବଂ ଭାଙ୍ଗ ଷ୍ଟ୍ରୋକର ପ୍ରଭାବକୁ ମୁଣ୍ଡର କିଛି ଅଂସରେ ହିଁ ସୀମିତ କରି ଦିଏ ।