ଏହି ୩ଟି କାରଣରୁ ଚୀନରେ ଜଲ୍ଦି ଶେଷ ହୋଇଗଲା ମହାମାରୀ ଭୂତାଣୁ, ଏହା ମଧ୍ୟରୁ ଭାରତରେ କେବଳ ଗୋଟିଏ ହିଁ ଲାଗୁ

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ମହାମାରୀ ପ୍ରଥମେ ଚୀନରେ ବିସ୍ତାର କରିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଚୀନରେ ମହାମାରୀ ଭୂତାଣୁର କେସ ବହୁତ କମ ହୋଇ ଯାଇଛି ଓ ଏହା ପଛର କାରଣ ଏହା ଅଟେ କି ଚୀନ ଏହିଭଳି କିଛି ପଦକ୍ଷେପ ନେଲା ଯାହା ଦ୍ଵାରା ମହାମାରୀ ଭୂତାଣୁ ବର୍ତ୍ତମାନ ଚୀନରେ ପୂରାପୂରି ଶେଷ ହୋଇ ଯାଇଛି । କହିବାକୁ ଗଲେ ଚୀନରେ ମହାମାରୀ ମାମଲା କମ ହେବା ପଛରେ ବହୁତ କାରଣ ଅଛି ।

ଆଜି ଆମେ ଆପଣଙ୍କୁ ଏମିତି ୩ଟି କାରଣ ବିଷୟରେ କହିବୁ ଯାହା ଦ୍ଵାରା ଚୀନ ନିଜ ଦେଶର ଏହି ପରିସ୍ଥିତିକୁ କାବୁ କରି ପାରିଛି । ଏହା ଛଡା ମହାମାରୀ ପୁରା ବିଶ୍ଵ ସହ ଭାରତରେ ବି ବହୁତ ଜଲ୍ଦି ବ୍ୟାପିବାରେ ଲାଗିଛି ଓ ଯଦି ଏହାର ଜଲ୍ଦି କୌଣସି ସମାଧାନ ନ ବାହାରିବ ତେବେ ଏହା ଭବିଷ୍ୟତରେ ବହୁତ ଘାତକ ହୋଇପାରେ । ତେବେ ଚାଲନ୍ତୁ ଜାଣିବା ଚୀନ ମହାମାରୀ ଭୂତାଣୁକୁ କେମିତି ରୋକିଲା ।

କହିବାକୁ ଗଲେ ଚୀନରେ କିଛି ନିୟମକୁ କଡାକଡି ପାଳନ କରାଗଲା । ଯେଉଁ କାରଣରୁ ସେଠି ବହୁତ ଜଲ୍ଦି ମହାମାରୀ ସମାପ୍ତ ହୋଇଗଲା । ଏହା ସହିତ ଚୀନ ଅନ୍ୟ ଦେଶ ସହ ବ୍ୟାପାର କରିବା ବି ବନ୍ଦ କରିଦେଲା ଓ ସମସ୍ତ ବିମାନକୁ ବି ବନ୍ଦ କରିଦେଲା । ଯେଉଁ କାରଣରୁ ଲୋକମାନଙ୍କ ଯିବା ଆସିବା ବନ୍ଦ ହୋଇଗଲା । ଚୀନ ପୁରା ଦେଶରେ ଲକଡାଉନ ଘୋଷଣା କରିଦେଲା । ଯେଉଁ କାରଣରୁ ମହାମାରୀ ଭୂତାଣୁର ସଂକ୍ରମଣ ସଂଖ୍ୟା ବହୁତ କମ ହୋଇଗଲା । ବର୍ତ୍ତମାନ ଭାରତ ବି ଏହିଭଳି କରୁଛି ।

ଚୀନ ଚାରିଆଡେ ଟେସ୍ଟ ସେଣ୍ଟର ଖୋଲି ଦେଇଛି । ଯେଉଁ କାରଣରୁ ଏହା ଜଣା ପଡି ଯାଉଛି କି କେଉଁ ଲୋକମାନଙ୍କୁ ମହାମାରୀ ଭୂତାଣୁ ହୋଇଛି ଓ କେଉଁ ଲୋକମାନଙ୍କୁ ମହାମାରୀ ଭୂତାଣୁ ହୋଇ ନାହିଁ । ଅନ୍ୟ ପଟେ ଯେଉଁମାନେ ସଂକ୍ରମିତ ଥିଲେ ସେମାନଙ୍କ ଜଲ୍ଦି ଚିକତ୍ସା କରାଗଲା ଓ ଏହା ସହିତ ତାଙ୍କୁ ଆଇସୋଲେଟ ବି କରି ଦିଆଗଲା ।

ଚୀନରେ ରୋଗୀମାନଙ୍କ ଠାରୁ ଅଧିକ ଭଲେଂଟିୟର ଉପଯୁକ୍ତ କରାଗଲା । ଯେଉଁ କାରଣରୁ ଯେତେବେଳେ ଯାହାକୁ ଦରକାର ପଡିଲା ତାହାର ତୁରନ୍ତ ଚିକିତ୍ସା ହୋଇ ପାରିଲା ଓ ଏହି କାରଣ ଥିଲା କି ଚୀନ ମହାମାରୀ ଭୂତାଣୁର ସ୍ଥିତିକୁ ନିଜ ଦେଶରେ କାବୁ କରି ପାରିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।