ଟିକିଏ ଭୁଲ ପାଇଁ ଉଜୁଡି ଗଲା ପରିବାର, ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ମଣିଷ ଜୀବନ ପାଣି ଫୋଟକା । ଏଇ ଅଛି ତ ଏଇ ନାହିଁ । ବାସ କିଛି କ୍ଷଣରେ ଛାରଖାର ହେଇଯାଉଛି ସବୁକିଛି । ସେହିଭଳି ବର୍ତ୍ତମାନ ଏକ ଦୁଃଖଦାୟକ ଖବର ଆସି ପହଞ୍ଚିଛି । ଯେଉଁଥିରେ ଗୋଟିଏ ପରିବାର ତଥା ମାଆ ବାପା ସହ ଝିଅ ମଧ୍ୟ ହରାଇଛି ନିଜ ପ୍ରାଣ । ଏହା ସହିତ 18 ମାସର ଶିଶୁ ବର୍ତ୍ତମାନ ଗୁରୁତ୍ଵପୂର୍ଣ ଅବସ୍ତାରେ ଚିକତ୍ସା ହେଉଛି । ଏହିଭଳି ଏକ ହୃଦୟ ବିଦାରକ ଘଟଣା ପଛର କାରଣ କଣ ରହିଛି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଖବର ଅନୁଯାୟୀ ଟିଟିଲାଗଡ ଜିଲ୍ଲାରେ ଘଟିଛି ଏହିଭଳି ଏକ ଘଟଣା । ବାପା ମାଆ, ତିନି ବର୍ଷର ଝିଅ ଏବଂ 18 ମାସର ଶିଶୁ ସହ ପାଖ ଗ୍ରାମର ଏକ ବାହଘର ଭୋଜି ପାଇଁ ବାହାରିଗଲେ ସରୋଜ ନିଜ ପରିବାର ତଥା ସ୍ତ୍ରୀ ପିଲା ଛୁଆଙ୍କ ସହ । ସ୍କୁଟିରେ ସରୋଜ ତାଙ୍କ ପତ୍ନୀ, ତାଙ୍କ ଝିଅ ଏବଂ କୁନି ଶିଶୁ ମଧ୍ୟ ବସିପଡିଲେ ବାହାଘର ଭୋଜି ଖାଇବା ପାଇଁ ।

ଭଲରେ ଭଲରେ ପାଖ ଗ୍ରାମରେ ହେଉଥିବା ବାହାଘରରେ ପହଞ୍ଚି ଭୋଜି ଖାଇ ଫେରୁଥିଲେ ସରୋଜ ଓ ତାଙ୍କ ପରିବାର । ହେଲେ ରାସ୍ତାରେ ଦଇବ ସାଜିଲା ବଇରୀ । କିଛି ସମୟ ପୂର୍ବରୁ ଯେଉଁମାନେ ଭଲ ପୋଷାକ ଏବଂ ଅଳଙ୍କାର ପିନ୍ଧି ବାହାରିପଡିଥିଲେ ବାହାଘରର ଖୁସି ଉଠାଇବା ପାଇଁ କିଏ ଜାଣିଥିଲା ତାହା ତାଙ୍କର ଶେଷ ମୂହୁର୍ତ୍ତ ହେବ ବୋଲି ।

ବାଟରେ ଆସିବା ବେଳେ ସାମ୍ନା ପଟରୁ ଏକ ବସ ଆସି ଧ-କ୍କା ଦେଇଥିଲା ସରୋଜଙ୍କ ସ୍କୁଟିକୁ । ସେହି ଦୁର୍ଘଟଣା ସ୍ଥାନରେ ହିଁ ଘଟିଥିଲା ସରୋଜଙ୍କୁ ମୃ-ତ୍ୟୁ । ତାଙ୍କ ପତ୍ନୀଙ୍କୁ ମେଡିକାଲ ନେବା ପରେ ତାଙ୍କର ମଧ୍ୟ ମୃ-ତ୍ୟୁ ଘଟିଥିଲା । ଆଉ ତିନି ବର୍ଷର ଝିଅର ମଧ୍ୟ ମୃ-ତ୍ୟୁ ଘଟିଲା ଏହି ଦୁର୍ଘଟଣାରେ । ଗୋଟିଏ ଦୁର୍ଘଟଣାରେ ପରିବାରର ତିନି ସଦସ୍ୟ ନିଜର ପ୍ରାଣ ହରାଇବସିଲେ ।

କିନ୍ତୁ 18 ମାସର ଶିଶୁର ଜୀବନ ବଞ୍ଚି ଯାଇଥିବା ବେଳେ ସେ ବର୍ତ୍ତମାନ ଚିକିତ୍ସା ହେଉଛି ମେଡିକାଲରେ । ବାଇକରେ ଦୁଇଜଣରୁ ବେସୀ ଯିବାର ଅନୁମତି ନାହିଁ । ଯଦି ଏହି କଥାର ନିୟମ ମାନିଥାନ୍ତେ ସରୋଜ ହୁଏତ ଏତେ ବଡ ଘଟଣା ଘଟିନଥାନ୍ତା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।