ରାଷ୍ଟ୍ରପତି ଉତ୍ତମ ମହାନ୍ତିଙ୍କୁ ଡାକି କହିଲେ କିଛି ଏମିତି, ଦେଖନ୍ତୁ କଣ କହୁଛନ୍ତି Uttam Mohanty

ନମସ୍କାର ବନ୍ଧୁଗଣ, ଆମ ଭାରତର ପ୍ରଧାନମନ୍ତ୍ରୀ ଆମ ଓଡିଶାର ଗର୍ବ ଅଟନ୍ତି । କାରଣ ଆମ ଓଡିଆ ମାଟିର ଝିଅ ସେ ଅଟନ୍ତି । ତେଣୁ ଓଡିଶାର ସମସ୍ତ ଲୋକଙ୍କୁ ସେ ସମ୍ମାନ ଦେବା ସହ ଭଲ ପାଇବା ମଧ୍ୟ ଦିଅନ୍ତି । ଆମ ଓଡିଆ ସିନେ ଜଗତର ବରିଷ୍ଠ କଳାକାର ଉତ୍ତମ ମହାନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କ ସହ କିଛି କଥା ହୋଇଛନ୍ତି । ତେବେ ଉତ୍ତମ ମହାନ୍ତି କଣ କହିଛନ୍ତି ଏହା ସମ୍ପର୍କରେ ଏବଂ କଣ କଥା ହୋଇଛନ୍ତି ରାଷ୍ଟ୍ରପତିଙ୍କ ସହ ତାହା ଆସନ୍ତୁ ଜାଣିବା ।

ଉତ୍ତମ ମହାନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନ ଯାଇଥିଲେ । ସେଠାରେ ତାଙ୍କୁ ରାଷ୍ଟ୍ରପତି ଦେଖିବା ପରେ ପାଛୋଟି ନେଇଥିଲେ । କହିଥିଲେ କି ଉତ୍ତମ ଭାଇ ଆସ । ଉତ୍ତମ ମହାନ୍ତି କହିଛନ୍ତି କି ତାଙ୍କ ପୁଆ ବାବୁସାନଙ୍କ କଥା ରାଷ୍ଟ୍ରପତି ପଚାରିଲେ । ଆଉ କହିଲେ କି ଦମନ ସିନେମାକୁ ବସି ସେ ରାଷ୍ଟ୍ରପତି ଭବନରେ ଦେଖିଛନ୍ତି । ତାଙ୍କୁ ସେହି ସିନେମାଟି  ବହୁତ ଭଲ ଲାଗିଲା ।

ଦମନ ସିନେମାଟି ଭଲ ହୋଇଥିବାର କଥା ରାଷ୍ଟ୍ରପତି କହିଥିଲେ ଉତ୍ତମ ମହାନ୍ତିଙ୍କୁ । ଉତ୍ତମ ମହାନ୍ତିଙ୍କ କହିବା ଅନୁଯାୟୀ ସେ ରାଷ୍ଟ୍ରପତିଙ୍କ ସହ ବହୁତ ଆଗରୁ ମିଶିଛନ୍ତି ଜାଣିଛନ୍ତି । ଯେତେବେଳେ ରାଷ୍ଟ୍ରପତି ଝାଡଖଣ୍ଡର ରାଜ୍ୟପାଳ ଥିଲେ ସେବେଠାରୁ ତାଙ୍କ ସହ ଉତ୍ତମଙ୍କର ଅନେକ ସମ୍ମିଳନୀରେ ଦେଖା ସାକ୍ଷାତ ହେବା ସହ କଥା ବାର୍ତ୍ତା ମଧ୍ୟ ହୋଇଛି ।

ଉତ୍ତମ ମହାନ୍ତି ରାଷ୍ଟ୍ରପତିଙ୍କୁ ଏକ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ । ଯାହାକୁ ସମ୍ମାନ ଦେଇ ରାଷ୍ଟ୍ରପତି ରାଜି ମଧ୍ୟ ହୋଇଛନ୍ତି । ଏବଂ ସେହି ସମାରୋହରେ ଯୋଗ ଦେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଉତ୍ତମ ମାହାନ୍ତିଙ୍କୁ ନିଶ୍ଚୟ ଗର୍ବ ଅନୁଭବ ହେଉଥିବ ତାଙ୍କ ପୁଅ ବାବୁସାନଙ୍କ ପାଇଁ କାରଣ ସେ ଆଜି ରାଷ୍ଟ୍ରପତିଙ୍କ ଠାରୁ ତାଙ୍କ ପୁଅ ବାବୁସାନଙ୍କ ପ୍ରଶଂସା ଶୁଣିଛନ୍ତି ।

ରାଷ୍ଟ୍ରପତି ତାଙ୍କୁ ଆଦର କରିବାରେ କୌଣସି କମି କରିନାହାନ୍ତି । ରାଷ୍ଟ୍ରପତି ଉତ୍ତମ ମହାନ୍ତିଙ୍କ ସହ ଆରମରେ ବସି 10 ରୁ 15 ମିନିଟ ପର୍ଯ୍ଯନ୍ତ କଥା ହେଲେ ରାଷ୍ଟ୍ରପତି ଭବନରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।