ଟି-20 ତୃତୀୟ ମ୍ଯାଚ ସମୟରେ ସୂର୍ଯ୍ୟ କୁମାର ଯାଦବଙ୍କ ବଡ ଭୁଲ ପାଇଁ ଅମ୍ପାୟାର ଦେଲେ ପନିଷମେଣ୍ଟ ।

ଭାରତ ହାରିବାର ମୁଖ୍ୟ କାରଣ ହେଉଛି ସ୍ଲୋ ଓଭୋର । ମ୍ୟାକ୍ସୱେଲ ଯାହା ଚାହୁଁଥିଲେ ସେଇଆ ହେଲା । ହଁ ଦର୍ଶକ ବନ୍ଧୁ ବାରମ୍ବାର ଭୁଲ ପରେ ଭୁଲ କରିଲେ ଯେ କେହି କିଛି କରିପାରିଲେ ନାହିଁ । ଶେଷ ଓଭୋର ରେ ଧିମା ବୋଲିଙ୍ଗ କଙ୍ଗାରୁ ଦଳ ପାଇଁ ସୁହାଇଲା । ଏମିତି ସୁହାଇଲା ଯେ ଏମିତି ମାରିଲେ କି ସମସ୍ତେ ସ୍ତବ୍ଧ ହୋଇଗଲେ । କେହି କିଛି ବୁଝି ପାରିଲେ ନାହିଁ । ଯାହା ପରେ ମାରି ଚାଲିଲେ ଛକା ପରେ ଛକା ।

ସମସ୍ତେ ଭାବିଥିଲେ ଭାରତ ଜିତିବା କିନ୍ତୁ ସବୁ ଥର ଏଥର ବି ସେଇଆ ହେଲା । ଭାରତ ଖରାପ ପ୍ରଦର୍ଶନ ପାଇଁ ତୃତୀୟ ଟି-20 ରେ ଶୋଚନୀୟ ଭାବେ ପରାଜୟ ସ୍ଵୀକାର କରିଛି । ସବୁ ଆଶା ପାଣି ଫୋଟକା ଭଳି ଫାଟିଗଲା । ଅଧିନାୟକ ଖେଳକୁ ତୁଲାଇ ପାରିଲେ ନାହିଁ ଆଉ ନିସ୍ପତି ନେବାକୁ ଡେରି ହେଲା । ଆଉ ସେଥିପାଇଁ ଅମ୍ପାୟାର ଦେଲେ ପନିଷମେଣ୍ଟ । ଆଉ ପନିଷମେଣ୍ଟ ହେଉଛି ଶେଷ ଓଭୋର ରେ ଦରକାର ଥିଲା 21 ରନ ।

ପ୍ରଶିବ କୃଷ୍ଣ ବୋଲିଙ୍ଗ କରିବାକୁ ଯାଇଥିଲେ । ଆଉ ସେହି ସମୟରେ ଘଟିଥିଲା କିଛି ଏମିତି ଘଟଣା । ଆଉ ତା ପରେ ଭାରତୀୟ ଦଳ ପାଇଁ ଏହା ପରାଜୟର କାରଣ ପାଲଟିଲା । ଖେଳ ସମୟ ଭିତରେ ସଋ ନ ଥିବାରୁ ଅମ୍ପାୟାର ଧିମା ବୋଲିଙ୍ଗ ର ଇସାରା ଦେଇଥିଲେ । ଯାହା ପରେ ବାଉଣ୍ଡରୀ ଲାଇନ ରୁ ଗୋଟେ ଫିଲଡର କୁ ସରକଲ ଭିତରକୁ ଅଣା ଯାଇଥିଲା ।

ଯେଉଁଥି ପାଇଁ ବାଉଣ୍ଡରୀ ଲାଇନ ରେ 5 ଜଣ ରହିବା ବେଳେ ଭାରତୀୟ ଦଳରେ ରହିଥିଲେ ମାତ୍ର 4ଟି ଫିଲଡର । ଗୋଟେ ବାଉଣ୍ଡରୀ ଲାଇନ ଗ୍ଯାପ ରହିଥିଲା । ଯାହାର ଭରପୁର ଫାଇଦା ଉଠାଇ ଥିଲେ ମ୍ୟାକ୍ସୱେଲ । ଆଉ ଏହାର ସୁଯୋଗ ନେଇ ମ୍ୟାକ୍ସୱେଲ ମାରି ଚାଲିଥିଲେ ଛକା ଚଉକା । ଶେଷ ଓଭୋର ରେ 21 ରନ ମାରି ଅଷ୍ଟ୍ରେଲିୟା କୁ ବିଜୟ ଦେଇଥିଲା ମ୍ୟାକ୍ସୱେଲ ।

ସେ ତାଙ୍କର ଦମଦାର ପ୍ରଦର୍ଶନ କରିଥିଲେ । ତେବେ ସୂର୍ଯ୍ୟ କୁମାର ଯାଦବ ତାଙ୍କର ଅଧିନାୟକ ର ଦାୟିତ୍ଵ ଠିକ ଭାବେ ତୁଲାଇ ପାରି ନ ଥିଲେ ଯାହା ପାଇଁ ଏମିତି କିଛି ଘଟି ଗଲା । ଭାରତ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିୟା କୁ ଦେଇଥିଲା 223 ରନ ର ବିଜୟ ଲକ୍ଷ୍ୟ । ଯାହାକୁ କଙ୍ଗାରୁ ଦଳ ଅତି ସହଜରେ ହାସଲ କରି ନେଇଛି । ଏହା ସହ ଭାରତ 2ଟି ମ୍ଯାଚ ଜିତିଥିବା ବେଳେ ଅଷ୍ଟ୍ରେଲିୟା ଜିତି ଯାଇଛି ଗୋଟେ ମ୍ଯାଚ । ଆଉ 2ଟି ମ୍ଯାଚ ବାକି ଅଛି ଆଗକୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।