ଆପଣଙ୍କର ଏହି ୪ଟି ଖରାପ ଅଭ୍ୟାସ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ !! 

ଆପଣଙ୍କର ଏହି ୪ଟି ଖରାପ ଅଭ୍ୟାସ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ !

ବ୍ୟକ୍ତି ଯେବେ ପ୍ରଥମ କରି କିଛି କାମ ଅକରେ ତାକୁ ତାର ଅଜ୍ଞାନ୍ତ ଭାବନା ବୋଲି କୁହ ଯାଏ। କିନ୍ତୁ ଯଦି ସେହି କାମକୁ ବାରମ୍ବାର କରେ ତେବେ ତାକୁ ତାର ଅଭ୍ୟାସ ବୋଲି କହିଥାଉ। ପ୍ରାୟ ସମସ୍ତଙ୍କ ମଧ୍ୟରେ କିଛିନା କିଛି ଅଭ୍ଯାସ ଥାଏ, କାହାର ଭଲ ଅଭ୍ଯାସ ଥାଏ ତ କାହାର ଖରାପ। ବେଳେ ବେଳେ ଏମିତି ମଧ୍ୟ ହୋଇ ଥାଏ ଆମର କିଛି ଖରାପ ଅଭ୍ୟାସ ଆମ ଶରୀର ପାଇଁ  ହିତକର ହୋଇ ଥାଏ। ତେବେ ଆଜି ଆମେ ସେମିତି କିଛି ଖରାପ ଅଭ୍ୟାସ ବିଷୟରେ ଜାଣିବା ଯାହା ଖରାପ ହେଲେ ମଧ୍ୟ ଆମ ଶରୀର ପାଇଁ ଲାଭ ଦାୟକ ଅଟେ। ସମସ୍ତଙ୍କର କିଛି ଭଲ ଅଭ୍ୟାସ ଓ କିଛି ଖରାପ ଅଭ୍ଯାସ ଥାଏ।

ତେବେ ଆସନ୍ତୁ ଜାଣିବା ସେହି ଅଭ୍ଯାସ ଗୁଡିକ କଣ

ଭଲ ଅଭ୍ୟସ ଗୁଡିକ ତ ଆମ ଶରୀର ପାଇଁ ଭଲ ହୋଇଥାଏ । କିନ୍ତୁ ଆଜି ଆମେ ଏମିତି କିଛି ଖରାପ ଅଭ୍ଯାସ କଥା କହିବୁ ଯାହାକୁ ଆପଣଙ୍କ ପରିବାର ଲୋକେ ବା ବନ୍ଧୁ ପରିଜନ ମାନେ ଖରାପ କହି ଆପଣଙ୍କୁ ଦୂରେ ରଖନ୍ତି, କିନ୍ତୁ ପ୍ରକୂଟରେ ତାହା ଆପଙ୍କ ପାଇଁ ଖରାପ ହେଲେ ମଧ୍ୟ ଶରୀର ପାଇଁ ହିତକର ଅଟେ।

ଆଇସକ୍ରୀମ ଖାଇବା

ପିଲା ବେଳେ ହଉ କି ବଡ ହେବା ପରେ ମଧ୍ୟ ପ୍ରାୟେ ଆଇସକ୍ରିମ ଖାଇବାକୁ ଖରାପ ଅଭ୍ୟସ ବୋଲି କହିଥାନ୍ତି, କିଛି ମହିଳା ମାନେ ନିଜକୁ ଫିଟ ରଖିବା ପାଇଁ ଏହାକୁ goodbye ମଧ୍ୟ କହିଦିଅନ୍ତି। କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୁଯାଇ ଆଇସକ୍ରିମ ଖାଇବା ଦ୍ଵାରା ଅବସାଦରୁ ଲୋକେ ମୁକ୍ତି ପାଇ ଥାନ୍ତି, ବା ମାନସିକ ରୋଗୋର ଆକ୍ରନ୍ତ ଥିବା ରୋଗୀର ମାନସିକତା ଠିକ ହୋଇଯାଏ। କାରଣ କ୍ଷୀରରେ ଓ କ୍ରିମର ମିଶ୍ରଣରେ ତିଆରି ହୋଇଥିବା ଆଇସକ୍ରିମରେ ଅମିନୋଏସିଡ ଓ ଟିୟଟ୍ରୋପିଅମ ରହିଥାଏ, ଯାହା ମସ୍ତିଷ୍କକୁ ଥଣ୍ଡା ରଖିବା ସହ ବିଚାର ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାଯକ ହୋଇଥାଏ।

ନଖ କାମୁଡିବା-

ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଛୋଟାବେଳେ ଯେଉଁମାନେ ନଖ କାମୁଡୁଥାନ୍ତି ବଡ ହେଲେ ସେମାନଙ୍କ ଦେହରେ କୌଣସି ଅଲର୍ଜୀ ଦେଖା ଦିଏ ନାହିଁ।

ପାସ୍ତା ଖାଇବା

ପାସ୍ତା ଖାଇବା ଏକ ଖରାପ ଅଭ୍ୟସ ବୋଲି କହି ପିଲାମାନଙ୍କୁ ଏଥିରୁ ଦୂରେଇ ରଖାଯାଏ, କିନ୍ତୁ ଏହା ଖାଇବା ଦ୍ଵାରା ପେଟର ଚର୍ବି କମିଥାଏ ଓ ପାଚନ ଶକ୍ତି ବୃଦ୍ଧି ପାଏ।

ଦିନରେ ଶୋଇବା

ଦିନରେ ସୋଇ ସ୍ଵପ୍ନା ଦେକିବା ବା ନିଜେ ନିଜେ ମନକୁ କଥା ହେବା ଏକ ଖରାପ ଅଭ୍ୟସ କୁହାଯାଏ କିନ୍ତୁ ବୈଜ୍ଞାନିକମାନଙ୍କ ମତ ଅନୁସାରେ ଏହା ଦ୍ଵାରା ଭାବନା କ୍ଷମତା ବୃଦ୍ଧି ହେବା ସହ ମସ୍ତିସ୍କର ଶକ୍ତି ବଢିଥାଏ,  ଯାହାଫଳରେ ମନୁଷ୍ୟ ବୁଦ୍ଧିମାନ ହେବା ସହ ଉଚିତ ନିସ୍ପତି ମଧ୍ୟ ନେବାରେ ସଫଳ ହୁଏ।