ନାରୀଙ୍କ ଗର୍ଭ ଆବସ୍ତାରେ ଏହି କାମ ଯଦି କରନ୍ତି ତାହେଲେ ତୃତୀୟ ଲିଙ୍ଗ ଜନ୍ମ ହୋଇଥାଏ।

ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କୁ ସମାଜରେ ଉଚିତ୍ ସମ୍ମାନ ମିଳିନଥାଏ । କିନ୍ତୁ ତୃତୀୟ ଲିଙ୍ଗ ହେବା କୈଣସି ଅପରାଧ ନୁହେଁ।ଏହା ସତ୍ଯ ସମାଜରେ ତାଙ୍କୁ ଉଚିତ୍ ସମ୍ମାନ ମିଳିନଥାଏ. । ତୃତୀୟ ଲିଙ୍ଗ ହେବାର କୈଣସି ଡାକ୍ତରୀ କାରଣ ଏବେ ସୁଦ୍ଧା ବାହାରା ନାହିଁ।କେହି କେବେ ଜନ୍ମ ହେବା ପରେ ତୃତୀୟ ଲିଙ୍ଗ ହୋଇ ନଥାନ୍ତି । ଏପରି ବହୁତ କାରଣ ରହିଛି ଯାହାକି ଗର୍ଭବତୀ ସମୟରେ ପ୍ରଭାବ ପକାଇଥାଏ ।

ଡାକ୍ତର କହିବା ଅନୁସାରେ ଗର୍ଭ ହେବାର ତିନି ମାସ ଅତି ଗୁରୁତ୍ବପୂର୍ଣ୍ଣ।ଏହି ସମୟରେ ପିଲାର ଲିଙ୍ଗ ଗଠନ ହୋଇଥାଏ ।

ତୃତୀୟ ଲିଙ୍ଗ ହେବାର କାରଣ ଏପର୍ଯନ୍ତ ମିଳିନାହିଁ।ତଥାପି ମହିଳା ଏହି ତିନି ମାସ ମଧ୍ୟରେ ଦୁର୍ଘଟଣା ହେଲେ ସାର ଯୁକ୍ତ ଖାଦ୍ୟ ଖାଇଲେ ପିଲା ତୃତୀୟ ଲିଙ୍ଗର ଜନ୍ମ ହୋଇଥାନ୍ତି । ଡାକ୍ତରଙ୍କ ମତରେ ମହିଳା ଓ ପୁରୁଷଙ୍କ ଠାରେ ଦେଖିବାକୁ ମିଳିବ।ବାହାରକୁ ପୁରୁଷ ଭଳି ଦେଖାଗଲେ ମଧ୍ଯ ଭିତରେ ମହିଳା ଗୁଣ ରହିଥାଏ ।ସେମାନଙ୍କ ଠାରେ ଉଭୟ ମହିଳା ଓ ପୁରୁଷ ଗୁଣ ଥାଏ ।ପ୍ରଥମ କାରଣ ଗର୍ଭର ତିନି ମାସ ମଧ୍ୟରେ ଜ୍ବର ହେଲେ ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ନିଅନ୍ତୁ ନାହିଁ ।

ଏହା ପିଲାର ଲିଙ୍ଗ ଗଠନ ଉପରେ ପ୍ରଭାବ ପକାଇଥାଏ ।

ଦ୍ବିତୀୟରେ ଯଦି ଡାକ୍ତରଙ୍କ ବିନା ପରାମର୍ଶ ରେ ଗର୍ଭ ବଟିକା ଖାଉଛନ୍ତି ତେବେ ଏପରି ହେବାର ସମ୍ଭାବନା ରହିଛି । ତୃତୀୟ କାରଣ ଗର୍ଭର ତିନିମାସ ଭିତରେ କିଛି ର୍ଦୁଘଟଣା ଘଟେ ଏହା ଲିଙ୍ଗ ଗଠନରେ ପ୍ରଭାବ ପକାଏ । ସାର ପଡି ବଢିଥିବା ପନି ପରିବା ଖାଇବା କଥା ନୁହଁ ।

ପଞ୍ଚମ କାରଣ ଜେନେଟିକ ର୍ନିଧାରଣ କାରଣରୁ ଏପରି ତୃତୀୟ ଲିଙ୍ଗର ଶିଶୁ ଜନ୍ମ ହୋଇଥାଏ।