ଏହି 3ଟା ଜିନିଷ ଖାଇଲେ ଖଟ ଉପରେ ସୋଇଥିବା ଲୋକବି ଦୌଡିବାକୁ ଲାଗିବ, ଆଣ୍ଠୁଗଣ୍ଠି ଦରଜ, କମଜୋରି, କ୍ୟାଲସିୟମର ଅଭାବ ସବୁ ହେବ ଭଲ

ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ କି ସେବନ କଲେ ଆପଣଙ୍କ ଶରୀରର ବହୁତ ଗୁଡିଏ ରୋଗରୁ ଉପଶମ ମିଳିଥାଏ । ଆପଣଙ୍କର କ୍ୟାଲ୍ସିୟମର ଅଭାବ ଅଛି । ଆଣ୍ଠୁ ଗଣ୍ଠି ବିନ୍ଧା, ଶରୀର ବହୁତ କମଜୋର ହୋଇଯାଇଛି, କାମ କଲାବେଳେ ଥକା ଲାଗୁଛି ବା ରୋଗ ପ୍ରତିରୋଧକ ଶକ୍ତି କମିଯାଇଛି, ଚୁଟି ଝଡୁଛି, ଆଖି ସମ୍ବନ୍ଧୀୟ କିଛି ଅସୁବିଧା ଅଛି, ଡାଇବେଟିସ, କଥା ହେବାରେ ଅସୁବିଧା, ଭୁଲିଯିବା, ବହୁତ ଷ୍ଟ୍ରେସ ରହିବା ଏହି ଭଳି କେତେଗୁଡିଏ ରୋଗର ଅସୁବିଧାକୁ ଦୂର କରିବା ପାଇଁ ଗୋଟିଏ ଉପାୟ ବିଷୟରେ କହିବୁ ।

ଏହି ଉପାୟଟି କୁ ସେବନ କଲେ ଆପଣଙ୍କର ଏହି ସବୁ ଅସୁବିଧା ସମୂଳେ ଲୋପ ପାଇଯିବ ତେବେ ଆସନ୍ତୁ ଜାଣିବା ସେ ଉପାୟଟି କଣ । ଆମେ ଏହି ଯେଉଁ ଉପାୟଟି କରିବା ତାହା ସମ୍ପୂର୍ଣ ପ୍ରାକୃତିକ ଅଟେ । ଏହି ଘରୋଇ ଉପାୟଟି କୁ କରିବାପାଇଁ ସବୁଠୁ ପ୍ରଥମେ ନେବେ ଖସ ଖସ, ଖସ ଖସ ରେ ଓମେଗା ୩ ଫଟିକ ଏସିଡ, ଫାଇବର, ପ୍ରୋଟିନ, କ୍ୟାଲସିୟମ, ମ୍ୟାଗନେସିୟମ ବହୁତ ମାତ୍ରାରେ ଥାଏ । ଏଥିରେ ଫାଇବର ଥିବାରୁ ପେଟର ରୋଗକୁ ଶେଷ କରିଥାଏ ।

ଖସ ଖସ ହାଡର ରୋଗରୁ ମଧ୍ୟ ଫାଇଦା ଦେଇଥାଏ ଏହାକୁ ଆପଣ କ୍ୟାଲସିୟମ ସପ୍ଲିମେଣ୍ଟ ଭଳି ବ୍ୟବହାର କରିପାରିବେ ଏବଂ ଏହା ଆପଣଙ୍କ ମସ୍ତିଷ୍କ, ଆଖିକୁ ବି ସୁସ୍ଥ ରଖିଥାଏ ଷ୍ଟ୍ରେସ, ଡାଇବେଟିସ ଅସୁବିଧା ଥିଲେ, ଉଚ ରକ୍ତଚାପ ଭଳି ରୋଗର ସମସ୍ୟା ଥିଲେ ଖସ ଖସ କୁ ସେବନ କରିପାରିବେ । ଯେଉଁ ଲୋକମାନଙ୍କୁ ନିଦ୍ରା ହୀନତା ଅଛି ସେମାନେ ରାତିରେ ଖସ ଖସ କୁ କ୍ଷୀର ସହିତ ନେଇପାରିବେ ।

ଦ୍ଵିତୀୟରେ ରାଶି, ଏହି ରାଶିରେ ସବୁଠୁ ଅଧିକ କ୍ୟାଲସିୟମ ମ୍ୟାଗନେସିୟମ, ଆଇରନ ଥାଏ ଯାହାକି ଏହା ଦାନ୍ତ, ମସ୍ତିଷ୍କ, ଚୁଟି, ଚର୍ମ ପାଇଁ ଏହା ବହୁତ ଉପଯୋଗୀ ଅଟେ ଏବଂ ହୃଦୟ, ପେଟ ରୋଗରୁ ମଧ୍ୟ ଉପଶମ ଦେଇଥାଏ । ପ୍ରୋଟିନ ଏମିନୋ ଏସିଡ ଥାଏ ଯାହାକି ଆପଣଙ୍କ ମାଂସ ପେଷିକୁ ମଜବୁତ ରଖିଥାଏ । ତୃତୀୟ ଜିନିଷଟି ଅଖରୋଟ, ଏଥିରେ ଓମେଗା ୩ ଫଟିକ ଏସିଡ ଥାଏ । ଆମର ଚୁଟି, ସ୍କିନ ହୃଦୟ ଭଳି ରୋଗରୁ ଉପଶମ ଦେଇଥାଏ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରଖିବା ସହ ଆଖି, ମେମୋରୀ ପ୍ରଭୃତିକୁ ସୁସ୍ଥ ରଖିଥାଏ । ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ । ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ରୋଗରୁ ରକ୍ଷା କରିଥାଏ ।

ଏବେ ଜାଣିବା ଏହାକୁ କିପରି ସେବନ କରିବେ । ଗୋଟିଏ ଛୋଟ ପାତ୍ରରେ ଗୋଟିଏ ଚାମଚ ଖସ ଖସ, ଗୋଟିଏ ଚାମଚ ରାଶି ଓ ଦୁଇଟି ଅଖରୋଟ ନିଅନ୍ତୁ ଏହି ତିନୋଟି ଜିନିଷକୁ ଅଧ କପ ପାଣିରେ ମିଶାଇ ରାତି ସାରା ଘୋଡେଇ ରଖନ୍ତୁ ସକାଳୁ ଫ୍ରେସ ହୋଇ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ଏବଂ ଏହି ପାଣିକୁ ମଧ୍ୟ ପିଇ ଦିଅନ୍ତୁ । ଏହାକୁ ଆଉ ଗୋଟିଏ ଉପାୟରେ ବି ବ୍ୟବହାର କରିପାରିବେ ।

ଯଦି ଏହାକୁ ସକାଳୁ ଖାଇବାକୁ ଭଲ ଲାଗୁନି ତେବେ ଏହାକୁ ରାତିରେ ଏହି ତିନୋଟି ଜିନିଷର ପେଷ୍ଟ ତିଆରି କରି କ୍ଷୀର ସହ ନେଇପାରିବେ ଓ ଏଥିରେ ମିଶିରି ମିଶାଇ ପାରିବେ, ରାତିରେ ଶୋଇବାର ଗୋଟିଏ ଘଂଟା ପୂର୍ବରୁ ଏହାକୁ ସେବନ କରନ୍ତୁ । ଏହାକୁ ସେବନ କରିବାର କିଛି ଦିନ ଭିତରେ ହିଁ ଏହାର ପ୍ରଭାବ ଦେଖାଯିବ । ଏହାକୁ ଏକ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ ପୁଅ ଝିଅ ସମସ୍ତେ ନେଇପାରିବେ କିନ୍ତୁ ଗର୍ଭବତୀ ମାନେ ନିଅନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।