ନାରୀମାନଙ୍କ ଶରୀରରେ ଥିଲେ ଏହି ସବୁ ଚିହ୍ନ ସ୍ଵାମୀକୁ କରିଥାଏ ଧନୀ, ଆପଣଙ୍କ ଶରୀରରେ ଏହି ଚିହ୍ନ ନାହିଁ ତ, ଜାଣି ନିଅନ୍ତୁ ଏଠି

ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ ବୋଲି ସମସ୍ତେ ଜାଣିଛନ୍ତି । ଏହା ସହିତ ଆମ ସମାଜରେ ନାରୀମାନଙ୍କୁ ଦେବୀ ସ୍ୱରୂପ ସମ୍ମାନ ବି ଦିଆଯାଏ । କହିବାକୁ ଗଲେ ନାରୀମାନେ ହିଁ ଏହି ସଂସାରର ଏକ ମୁଖ୍ୟ ଅଂସ ଅଟନ୍ତି । ମହିଳାମାନେ ବିବାହ ପରେ ବି ନିଜର ସ୍ଵାମୀଙ୍କ ଘରେ ଆସି ଏକ ମୁଖ୍ୟ ସଦସ୍ୟ ରୂପରେ ନିଜର ଦାୟିତ୍ଵ ଭାର ବହନ କରିଥାନ୍ତି । କୁହାଯାଏ କି ଘରକୁ ସ୍ଵର୍ଗ କରିବା ପଛରେ ଜଣେ ମହିଳାର ହିଁ ହାତ ଥାଏ ।

ଏହା ସହିତ ନିଜ ସ୍ଵାମୀ ଓ ପରିବାର ପାଇଁ ଲକ୍ଷ୍ମୀ ରୂପୀ ହୋଇଥାଏ । ଏମିତିରେ ଜଣେ ମହିଳା କେତେ ଭାଗ୍ୟଶାଳୀ ଅଟେ ଏହା ତାଙ୍କର ଶରୀରର କେତେକ ଚିହ୍ନ ଦ୍ଵାରା ଜଣା ପଡିଥାଏ । ଏହା ସହିତ ଜଣାପଡିଥାଏ କି ସେମାନେ ନିଜ ସ୍ଵାମୀଙ୍କୁ କେତେ ଭଲ ପାଆନ୍ତି ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳାମାନଙ୍କ ଶରୀରରେ କିଛି ଚିହ୍ନ ଥାଏ ଯାହା ତାଙ୍କର ସୋଭାଗ୍ୟଶାଳିର ଲକ୍ଷଣ ହୋଇଥାଏ । ଏହା ସେହି ମହିଳାର କିଛି ବିଶେଷ ଗୁଣ ବିଷୟରେ ଦର୍ଶାଇ ଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ମହିଳାମାନଙ୍କ ଶରୀରରେ ଥିବା ଚିହ୍ନ ଓ ତାଙ୍କର କିଛି ବିଶେଷ ଗୁଣ ବିଷୟରେ କହିବୁ ।

ନାକ ପାଖରେ କଳାଜାଇ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କ ନାକ ପାଖରେ କଳାଜାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳାମାନଙ୍କ ସ୍ଵାମୀ ଓ ପରିବାର ବହୁତ ଧନୀ ଶ୍ରେଣୀର ହୋଇଥାନ୍ତି ।

ଗୋଲାପି ପାଦ

ଯେଉଁ ମହିଳାମାନଙ୍କ ପାଦ ଗୋଲାପି ଓ କୋମଲ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଓ ଗୁଣବତୀ ହୋଇଥାନ୍ତି । ଏମାନେ ସବୁବେଳେ ଚେଷ୍ଟା କରନ୍ତି କି ଏମାନଙ୍କ ସ୍ଵାମୀ ସବୁବେଳେ ଖୁସିରେ ରୁହନ୍ତୁ ।

ଗଭୀର ନାଭି

ଯେଉଁ ମହିଳାମାନଙ୍କ ନାଭି ବହୁତ ବଡ ଓ ଗଭୀର ହୋଇଥାଏ ସେମାନେ ଧନୀ ଓ ସୋଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଉପସ୍ଥିତି ପାରିବାର ପାଇଁ ଏକ ଶୁଭ ସଂକେତ ହୋଇଥାଏ ।

ଲାମ୍ବା କେସ

ଯେଉଁ ମହିଳାମାନଙ୍କ ଲମ୍ବା ଓ ଘନ କେସ ରହିଥାଏ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନ ଶୋଭାଗ୍ୟବତୀର ପ୍ରତୀକ ଅଟନ୍ତି ।

ପାଦ ତଳେ ଶଙ୍ଖ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମନଙ୍କ ପାଦ ତଳେ ଶଙ୍ଖ ଚିହ୍ନ ଥାଏ ସେମାନେ ସବୁବେଳେ ଧନୀ ହୋଇଥାନ୍ତି । ଏମାନେ କିମ୍ବା ଏମାନଙ୍କ ସ୍ଵାମୀ କୌଣସି ଉଚ୍ଚ ପଦରେ ଥାନ୍ତି ।

ପାଦ ତଳ

ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କ ପାଦ ତଳରେ ଯଦି ତ୍ରିକୋଣ ଆକୃତିର ଚିହ୍ନ ଅଛି ସେମାନେ ବହୁତ ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାନ୍ତି । ପରିବାରକୁ ସବୁବେଳେ ସାହାର୍ଯ୍ୟ, ସହଯୋଗ ଓ ସପୋର୍ଟ କରନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।