କାହାର ଦାନ୍ତ ଅଛି, କିନ୍ତୁ ସେ ଆପଣଙ୍କୁ କାମୁଡି ପାରିବ ନାହିଁ ? ଏହା ସହିତ ଆହୁରି 20 ଟି Question ଓ Answer

ପିଲା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପରୀକ୍ଷା ବିଷୟରେ କହିବୁ ଯାହାର ନାମ ଆଇଏଏସ ପରୀକ୍ଷା ଅଟେ । ଏହି ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷାରେ ପାସ କରିବା ବହୁତ କଠିନ ହୋଇଥାଏ । ଏହି ପରୀକ୍ଷାରେ କେବଳ ଆପଣଙ୍କ ଜ୍ଞାନର ପରୀକ୍ଷା ହୋଇ ନ ଥାଏ, ଜ୍ଞାନ ସହିତ ଆପଣଙ୍କ ବ୍ୟକ୍ତିତ୍ବର ବି ପରୀକ୍ଷା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଆଇଏଏସ ପରୀକ୍ଷାର କିଛି କଷ୍ଟକର ପ୍ରଶ୍ନ ଓ ସେହି ପ୍ରଶ୍ନ ପାଇଁ ଦିଆଯାଇଥିବା ଉତ୍ତର ବିଷୟରେ କହିବାକୁ ଯାଉଛୁ । ତେବେ ଚାଳନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ।

୧- ତୋତା- ଏ- ହିନ୍ଦ କାହାକୁ କୁହାଯାଏ ?

ଉତ୍ତର- ଅମୀର ଖୁସରୋକୁ

୨- କେଉଁ ଫଳ ଭିତରୁ ଖାଲି ଥାଏ ?

ଉତ୍ତର- ଅମୃତ ଭଣ୍ଡା

୩- ଗୋଲାପର ସହର କାହାକୁ କୁହାଯାଏ ?

ଉତ୍ତର- ଚଣ୍ଡୀଗଡ଼

୪- ୱେଲଡିଂ ମେସିନର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- USA

୫- ଭୀମବେଟକାର ଗୁମ୍ଫା କେଉଁ ରାଜ୍ୟରେ ଅଛି ?

ଉତ୍ତର- ମଧ୍ୟ ପ୍ରଦେଶ

୬- କେଉଁ ଦେଶରେ ସବୁଠୁ ଅଧିକ ଚା ପିଅନ୍ତି ?

ଉତ୍ତର- ତୁର୍କୀ

୭- ସବୁଠୁ ଅଧିକ ବିଦ୍ୟାଳୟ କେଉଁ ଦେଶରେ ଅଛି ?

ଉତ୍ତର- ଭାରତରେ

୮- ଫେସବୁକର ପୁରୁଣା ନାମ କଣ ଥିଲା ?

ଉତ୍ତର- ଫେସମାସ

୯- ଧଳା ହାତୀ କେଉଁ ଦେଶରେ ଦେଖାଯାଆନ୍ତି ?

ଉତ୍ତର- ଥାଇଲ୍ଯାଣ୍ଡ

୧୦- ବିଶ୍ୱ ତମ୍ବାଖୁ ରୋଧୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ୩୧ ମେ

୧୧- କେଉଁ ଜୀବ ଓଲଟା ଚାଲିପାରେ ନାହିଁ ?

ଉତ୍ତର- କଙ୍ଗାରୁ

୧୨- କେଉଁ ଜୀବରେ ମନୁଷ୍ୟର ରକ୍ତ ଥାଏ ?

ଉତ୍ତର- ମଶା

୧୩- କେଉଁ ଜୀବର ଦାନ୍ତ ସବୁବେଳେ ବଢୁଥାଏ ?

ଉତ୍ତର- ଠେକୁଆ

୧୪- ତାହା କଣ ଅଟେ ଯାହାକୁ ପୁରୁଷ ସବୁବେଳେ ପିନ୍ଧିଥାଏ, କିନ୍ତୁ ମହିଳା ବର୍ଷକୁ ଥରେ ପିନ୍ଧିଥାଏ ?

ଉତ୍ତର- ପଇତା

୧୫- ଏମିତି କେଉଁ ଜିନିଷ ଅଛି ଯାହାକୁ ଦେଖି ହୁଏ ନାହିଁ କିନ୍ତୁ ସେ ବହୁତ କିଛି ଦେଖାଇ ଦିଏ ?

ଉତ୍ତର- ସମୟ

୧୬- କେଉଁ ଜିନିଷ ଯିବା ସମୟରେ ହଳଦିଆ ଥାଏ କିନ୍ତୁ ଫେରିବା ସମୟରେ ଧଳା ହୋଇଯାଏ ?

ଉତ୍ତର- କଦଳୀ

୧୭- କାହାର ଦାନ୍ତ ଅଛି, କିନ୍ତୁ ସେ ଆପଣଙ୍କୁ କାମୁଡି ପାରିବ ନାହିଁ ?

ଉତ୍ତର- ପାନିଆ

୧୮- କେଉଁ ଜିନିଷକୁ ବ୍ୟବହାର କରିବା ପୂର୍ବରୁ ସମସ୍ତେ ତାକୁ ଭାଙ୍ଗି ଦିଅନ୍ତି ?

ଉତ୍ତର- ଅଣ୍ଡା

୧୯- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ବାଦାମ ଉତ୍ପାଦନ କରାଯାଏ ?

ଉତ୍ତର- ଗୁଜୁରାଟ

୨୦- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଲୋକସଭା ସିଟ ଅଛି ?

ଉତ୍ତର- ଉତ୍ତର ପ୍ରଦେଶ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।