ଗାଡିରେ ତେଲ ଭରିବା ସମୟରେ ଧ୍ୟାନ ରଖନ୍ତୁ ଏହି ୪ ଟି କଥାର, ନହେଲେ ହେଇପାରନ୍ତି ଠକାମିର ଶିକାର, ଦେଖନ୍ତୁ

ବର୍ତ୍ତମାନର ସମୟରେ ସବୁ ବ୍ୟକ୍ତିଙ୍କ ପାଖରେ ଗାଡି ଅଛି । କାରଣ ଗାଡି ମାଧ୍ୟମରେ ଆମେ ଯେକୌଣସି ସ୍ଥାନକୁ ସହଜ ଓ ସରଳ ଉପାୟରେ ଯାଇଥାଉ । ହେଲେ ଅଧିକାଂଶ ଲୋକ ବାହନରେ ପେଟ୍ରୋଲ ବା ଡିଜେଲ ପକାଇବା ସମୟରେ ମିଟର ଉପରେ ଧ୍ୟାନ ଦିଅନ୍ତି ନାହିଁ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବୁ ଯାହାକୁ ଆପଣ ପେଟ୍ରୋଲ ପମ୍ପରେ ପେଟ୍ରୋଲ ବା ଡିଜେଲ ପକାଇବା ସମୟରେ ଧ୍ୟାନର ସହ ଦେଖିବାର ଅଛି । ତେବେ ଆସନ୍ତୁ ଜାଣିବା ଏହି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ ।

google

୧. ପେଟ୍ରୋଲ ପମ୍ପର ମିଟର ଅଧିକ ଗତିରେ ଲୋଡ ହେବା

ପେଟ୍ରୋଲ ପକାଇବା ସମୟରେ ଯଦି ସେହି ପେଟ୍ରୋଲ ପମ୍ପର ମିଟର ବହୁତ ସ୍ପିଡରେ ଗତି କରୁଥିବ ତେବେ ଜାଣି ଯାଆନ୍ତୁ କି ଏଥିରେ କିଛି ଗଡବଡ ଅଛି । ସବୁବେଳେ ଧ୍ୟାନ ଦେବେ କି ମିଟର ଆରମ୍ଭ ଯେମିତି ୩ ରୁ ଆରମ୍ଭ ହେଉଥିବ । ଯଦି ୩ ରୁ ଅଧିକ ଥାଏ ତେବେ ଜାଣିଯାନ୍ତୁ କିଛି ଗଡବଡ ଅଛି ।

୨. ମିଟର ରହି ରହି ଚାଲିବା

ଯଦି ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ ମିଟର ରହି ରହି ଚାଲୁଥିବ ତେବେ ଯାନିଯିବେ ମିଟରରେ କିଛି ଗଡବଡ ଅଛି । ସେଥିପାଇଁ ଏହିପରି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇବାରୁ ବଞ୍ଚନ୍ତୁ ।

୩. କଣ ମିଟର 0 ରୁ ଆରମ୍ଭ ହେଉଛି ?

ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ ଗୋଟେ କଥାର ଧ୍ୟାନ ରଖିବା ଉଚିତ କି ପେଟ୍ରୋଲ ପମ୍ପ ମେସିନରେ 0 ଦେଖାଉଛି ନା ନାହିଁ । ବହୁତ ଥର ପେଟ୍ରୋଲ ପମ୍ପର ସେଲ୍ସମ୍ୟାନ ଗ୍ରାହକ ମାନଙ୍କୁ ଠକି ଦିଅନ୍ତି ।

୪. କାର ବାଲାଙ୍କୁ ଏହି କଥାର ଧ୍ୟାନ ଦେବାକୁ ହେବ

ଅଧିକାଂଶ କାର ବାଲା ଠକାମିର ଶିକାର ହୋଇଥାନ୍ତି । କାରଣ ସେମାନେ ବହୁତ ସମୟ ପରେ କାରରୁ ବାହାରି ଥାନ୍ତି, ଏହା ଫଳରେ ସେମାନେ ମିଟରର ହିସାବକୁ ଦେଖିପାରନ୍ତି ନାହିଁ । ସେଥିପାଇଁ କାର ବାଲା ଯେତେବେଳେ ତେଲ ପକାଇବା ପାଇଁ ଯାଉଛନ୍ତି ପ୍ରଥମେ କାର ରୁ ବାହାରି ସେଲ୍ସମ୍ୟାନଙ୍କ ପାଖରେ ଠିଆ ହୁଅନ୍ତୁ ଓ ମିଟରର ହିସାବକୁ ଦେଖନ୍ତୁ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।