Tapu Mishra ଶେଷ ନିଃଶ୍ୱାସ ତ୍ୟାଗ ପୂର୍ବରୁ Live ରେ କହିଥିଲେ ଏମିତି କଥା ଶୁଣି ଆପଣ ବି ଭାବୁକ ହେଇଯିବେ, ଦେଖନ୍ତୁ Video

ବନ୍ଧୁଗଣ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ଜଣେ ସୁନାମଧାନ୍ୟ କଣ୍ଠଶିଳ୍ପୀ ଭାବେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ସେ ନିଜର ସୁମଧୁର କଣ୍ଠରେ କେତେ ଯେ ଗୀତାରେ ସଂଗୀତ ଦାନ କରିଛନ୍ତି ତାହା ଗଣନା କରିବା ସମ୍ଭବ ନୁହେ । ଓଲିଉଡ ଜଗତରେ ସେ ଅନେକ ଓଡିଆ ଭଜନ ସହ ଆଲବମ ଓ ଫିଲ୍ମ ଗୀତାରେ କଣ୍ଠ ଦାନ କରି ଖୁବ ଲୋକପ୍ରିୟ ହାସଲ କରିଛନ୍ତି । ସେ ଓଡିଆ ଫିଲ୍ମ କୁଳ ନନ୍ଦନ ରେ ପ୍ରଥମ ଥର ପାଇଁ କଣ୍ଠ ଦାନ କରି ଲୋକପ୍ରିୟତା ହାସଲ କରିବା ସହ ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଥିଲେ ।

କିନ୍ତୁ ଗତ ଗୋଟେ ମାସ ହେବ ସେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସମ ହସପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଶୋଚନୀୟ ହୋଇ ପଡିବାରୁ ତାଙ୍କର ମୃ-ତ୍ଯୁ ହୋଇଛି । ବର୍ତ୍ତମାନ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ଏ ଦୁନିଆରେ ନାହାନ୍ତି । ସେ ସବୁ ଦିନ ପାଇଁ ଆମ ସମସ୍ତଙ୍କୁ ଚିର ଦିନ ପାଇଁ ବିଦାୟ ଦେଇଛନ୍ତି । କିନ୍ତୁ ମୃତ୍ଯୁ ପୂର୍ବରୁ ସେ ଘରେ ଥିବା ସମୟରେ ନିଜର ଏକ ଭିଡିଓ ନିଜର ଫ୍ୟାନ୍ସ ମାନଙ୍କ ସହ ଶେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଭିଡିୟରେ ତପୁ ମିଶ୍ର କଣ କହିଛନ୍ତି ।

ଏହି ଭିଡିଓରେ ସେ କହିଛନ୍ତି ଯେ ତାଙ୍କର ସମତା ଫ୍ୟାନ୍ସ ମାନେ ବହୁତ ଭଲ ଥିବେ ବୋଲି ସେ ଆଶା କରିଛନ୍ତି । ବର୍ତ୍ତମାନ ଦେଶରେ ଚାଲିଥିବା କୋରୋନା ମହାମାରୀରୁ ସମସ୍ତେ ସତର୍କ ରହିବା ପାଇଁ ସେ ନିଜ ମତରେ କହିଛନ୍ତି । ଏହା ଛଡା ସେ ସୋସିଆଲ ମିଡିଆରେ ଆସିବାକୁ ବହୁତ ପସନ୍ଦ କରନ୍ତି ବୋଲି ପରି ପ୍ରକାଶ କରିଛନ୍ତି । ଏହା ସହ ତାଙ୍କର ଯେଉଁ ନୂଆ ଗୀତଟି ରିଲିଜ ହୋଇଛି ତାହା ସବୁ ଦର୍ଶକ ମାନଙ୍କୁ ପସନ୍ଦ ଆସିଥିବ ବୋଲି ସେ ଆଶା କରିଛନ୍ତି । ସେ ଭିଡିଓରେ ବିନା ମେକପରେ ନଜର ଆସିଛନ୍ତି ।

ତାଙ୍କ ମତରେ ଦର୍ଶକ ମାନେ ହେଉଛନ୍ତି ତାଙ୍କର ପୁରା ପରିବାର ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହ ସେ ଅଧିକ ସମୟ ଲିପଷ୍ଟିକ ଲଗାଇବାକୁ ବହୁତ ଭଲ ପାଆନ୍ତି ବୋଲି ଏହି ଭିଡିଓରେ ଦର୍ଶାଇଛନ୍ତି । ସେ ଘର ତଳକୁ ଗଲେ ମଧ୍ୟ ଲିପଷ୍ଟିକ ଲଗାଇ ଯାଆନ୍ତି ବୋଲି ଏହି ଭିଡିଓରେ ଖୁସିର ସହ କହିଛନ୍ତି । ପିଲା ଦିନୁ ସେ ସଜାବ୍ଯ ହେବାକୁ ବହୁତ ପସନ୍ଦ କରନ୍ତି ବୋଲି କହିଛନ୍ତି ।

ଏହା ଛଡା ଆଗରୁ ହୁଏ ତ ସେ ନିଜର କୌଣସି ଭିଡିଓ ବା ଫୋଟୋ ଶେୟର କରୁ ନ ଥିଲେ । କିନ୍ତୁ ସମୟ ବଦଳିବା ସହ ସେ ନିଜକୁ ମଧ୍ୟ ବଦଳାଇଛନ୍ତି ଓ ନିଜ ଭିଡିଓ ବା ଫୋଟୋରେ ବହୁତ ସୁନ୍ଦର ନଜର ଆସିବା ପାଇଁ ଲିପଷ୍ଟିକ ଲଗାଇବାକୁ ବେଶ ଭଲ ପାନ୍ତି । ଏହିଭଳି ଭାବେ କିଛି କଥା ତପୁ ମିଶ୍ର ଲାଇଭରେ କହିଥିଲେ ।

ତପୁ କହିଥିଲେ ସେ ଆଜି ଏଥିପାଇଁ ଲାଇଭ ଆସିଛନ୍ତି କି ଯଦି କାହାର କୌଣସି ପ୍ରକାର ଅଭିଯୋଗ ଥିବ ତେବେ ସେ ତାଙ୍କ ସହିତ ସିଧାସଳଖ କଥା ହୋଇପାରିବେ । ସର୍ବ ଶେଷ ରେ ସେ କହିଥିଲେ କରୋନା ପୁଣି ଆସିଯାଇଛି ତେଣୁ ସମସ୍ତେ ସତର୍କ ରୁହନ୍ତୁ, ମାସ୍କ ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।