ବଡ ଭାଇ ର ବାହାଘରରେ ଖୋଲିଗଲା ସାନ ଭାଇର ଭାଗ୍ୟ, କିଛି ଏମିତି ହେଲା କି ବର ଗଲା ଜେଲ ଓ ସାନ ଭାଇ ନେଲା ସାତ ଫେରା

ନମସ୍କାର ବନ୍ଧୁଗଣ । କଥାରେ ଅଛି ଯୋଡି ଉପରବାଲା ତିଆରି କରିଥାଏ । ଏମିତି ଏକ ଘ-ଟ-ଣା ବିହାରରେ ଘ-ଟି-ଛି ଯାହା ଏହି କଥା ସହ ସମ୍ଭାଧିତ ଅଟେ । ବିବାହ କାହା ସହ ଠିକ ହୋଇଥିଲା କିନ୍ତୁ ବିବାହ ପୂର୍ବରୁ କନ୍ୟା କିଛି ଏମିତି ଘଟିଲା ଯେ କନ୍ୟା ଆଉ କାହା ସହ ସାତ ଫେରା ନେଇଥିଲା ।

ଏହି ପୁରା ଘ-ଟ-ଣା ସିଗୋଡି ଥାନାର ମୋରାରଚକରେ ଘଟିଛି । ବର ମଣ୍ଡପରେ ବସିଥିଲା ଯେଉଁଠାରେ ଖୁସିର ମାହୋଲ ଥିଲା । କନ୍ୟା ଧୀରେ ଧୀରେ ମଣ୍ଡପ ଆଡକୁ ଆସୁଥିଲା ସେହି ସମୟରେ ପୋ-ଲି-ସ ଆସି ପହଞ୍ଚିଥିଲା । ଏହା ପରେ ଲୋକମାନେ କିଛି ବୁଝିବା ପୂର୍ବରୁ ସବୁ କିଛି ବଦଳି ଯାଇଥିଲା । ପୋ-ଲି-ସ ଆସି ବରକୁ ନିଜ ସହ ନେଇ ଯାଇଥିଲେ । ଏସବୁ ପରେ ମଧ୍ୟ କେହି କିଛି ବୁଝି ପାରୁ ନ ଥିଲେ ଏହା କଣ ଚାଲିଛି ।

ଏହି ସମୟରେ ଫିଲମି ଷ୍ଟାଇଲରେ ସରପଞ୍ଚଙ୍କର ଆଗମନ ହୋଇଥିଲା । ଅନେକ ଆଲୋଚନା ପରେ କନ୍ୟାର ବିବାହ ବରର ଛୋଟ ଭାଇ ସହ ହେବା ପାଇଁ ନିଷ୍ପତି ନିଆଗଲା । ପଞ୍ଚାୟତର କଥା ବର ଘର ଓ କନ୍ୟା ଘର ମାନିଥିଲେ । ଏହା ପରେ ବରର ଛୋଟ ଭାଇ ସହ କନ୍ଯାର ବିବାହ ସମ୍ପନ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଏହି ଘ-ଟ-ଣା ପଛରେ ପୁରା ସତ୍ୟତା କଣ ରହିଛି ।

ସୂଚନା ଅନୁସାରେ ପାଳିଗଞ୍ଜ ଥର ସିୟାରାମପୁର ନିବାସୀ ସଞ୍ଜୟ ଯାଦବଙ୍କ ପୁଅ ଅନିଲ କୁମାରଙ୍କ ମ୍ୟାରେଜ ସିଗୋଡି ଥାନାର ମୁରାରଚକ ଗାଁର ଭୀମା ଯାଦବଙ୍କ ଝିଅ ସହ ଠିକ ହୋଇଥିଲା । ବିବାହର ସବୁ କର୍ମ ସମୟ ଅନୁସାରେ ଚାଲିଥିଲା । ଜୁନ ୧୫ରେ ବରଯାତ୍ରୀ ମାନଙ୍କୁ ସମାନାର ସହ ସତ୍କାର କରା ଯାଇଥିଲା । ଏହା ପରେ ବର ଓ ବରଯାତ୍ରୀର ଖାଇବା ପୀଇବାର ଚର୍ଚ୍ଚା କରା ଯାଇଥିଲା ।

ଏହା ପରେ ଯେବେ ବରର ପ୍ରଥମ ସ୍ତ୍ରୀ ଅଛି ଏହି କଥା ଜାଣି ପାରିଥିଲା ସେତେବେଳେ ସେ ଥା-ନା-ରେ ପହଞ୍ଚି ଅନିଲଙ୍କର ଦିତୀୟ ବିବାହ ରୋକିବାକୁ ମା-ମ-ଲା ରୁ-ଜୁ କରିଥିଲେ । ବରର ପ୍ରଥମ ସ୍ତ୍ରୀ ତାଙ୍କର ଓ ଅନିଲଙ୍କ  ବିବାହର ଫୋଟୋ ଦେଖାଇବାରୁ ପୋ-ଲି-ସ ମଧ୍ୟ ତାଙ୍କ ସାଥ ଦେଇଥିଲେ । ଏହା ପରେ ପୋ-ଲି-ସ ଗାଁର ସରପନଚଙ୍କୁ ଏହି କଥା ଜଣାଇଥିଲେ । ଏହା ପରେ ସରପନଚ କନ୍ଯାର ପିତାଙ୍କୁ ଏହି ଘ-ଟ-ଣା ବିଷୟରେ ଅବଗତ କରାଇ ଥିଲେ ।

ଏହି ସମୟରେ ମଧ୍ୟରେ ବରର ପ୍ରଥମ ସ୍ତ୍ରୀ ସେଠାରେ ଆସି ପହଞ୍ଚି ସମସ୍ତଙ୍କୁ ବାହାଘରର ଫୋଟୋ ସବୁ ଦେଖିଥିଲେ । ବରର ପ୍ରଥମ ସ୍ତ୍ରୀରେ କହିବ ଅନୁସାରେ ଦୁହିଙ୍କର ଗରତା ୧ବର୍ଷ ହେବ ମ୍ୟାରେଜ ହୋଇଥିଲା । ପୋ-ଲି-ସ ବରକୁ ନେଇ ଯିବା ପରେ ଗାଁ ଲୋକେ ବରଯାତ୍ରୀଙ୍କୁ ବ-ନ୍ଦୀ କରିଥିଲେ । ଏହା ପରେ ଅନେକ ଆଲୋଚନା ପରେ କନ୍ୟାର ବିବାହ ବରର ଛୋଟ ଭାଇ ସହ ହେବାକୁ ନିଷ୍ପତି ନିଆଗଲା । ଏହା ପରେ ପୋ-ଲି-ସ ଅନିଲ କୁମାରଙ୍କୁ ନିଜ ସ୍ତ୍ରୀର ଦେଖାଶୁଣା କରିବା ପାଇଁ ବନ୍ଧା ପତ୍ର ଲେଖିକାରୀ ତାଙ୍କୁ ଛାଡି ଦେଇଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ